ପଥର ଖାଇ ୩୨ ବର୍ଷ ହେଲା ବଂଚି ରହିଛନ୍ତି ଏହି ୮୦ ବର୍ଷର ବୃଦ୍ଧ, ଡାକ୍ତର ବି ଚକିତ !
ସତାରା: ମହାରାଷ୍ଟ୍ରର ସତାରାରେ ଜଣେ ୮୦ ବର୍ଷୀୟ ବୃଦ୍ଧ ପଥର ଖାଇ ବଂଚି ରହିଛନ୍ତି । ବିଶ୍ୱାସ ନ ହେଲେ ବି ଘଟଣାଟି ସତ । ୩୨ ବର୍ଷ ହେବ ରାମଭାଉ ଭୋଡକେ ପ୍ରତ୍ୟେକ ଦିନ ୨୫୦ ଗ୍ରାମ ପଥର ଖାଉଛନ୍ତି । ତାଙ୍କୁ ଆଖ ପାଖ ଲୋକ ପଥରବାଲା ବାବା ବୋଲି ଡାକୁଛନ୍ତି । ୧୯୮୯ରେ ମୁମ୍ବାଇରେ କାମ କରୁଥିବା…