Latest Odisha News

BREAKING NEWS

ଟିକାକରଣର ପାର୍ଶ୍ବ ପ୍ରତିକ୍ରିୟାର ମାତ୍ରା ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କଠାରେ ଅଧିକ ରହିଛି

ନୂଆଦିଲ୍ଲୀ: କୋଭିଡ୍-୧୯ ଟିକା ଦୁନିଆର ସମସ୍ତ ଲୋକଙ୍କ ପାଇଁ ଏକ ନୂତନ ଆଶାର କିରଣ ଆଣିଛି। ଭାରତରେ ଟିକା ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ମଧ୍ୟ ଚାଲିଛି। ଏହି ଟିକା ନିଶ୍ଚିତ ଭାବରେ ଆପଣଙ୍କୁ କରୋନା ଭଳି ଭୟଙ୍କର ସଂକ୍ରମଣରୁ ରକ୍ଷା କରିବ। କିନ୍ତୁ ଏହାର କିଛି ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ…

ଆରମ୍ଭରୁ ଧାନ ତାତି, ବିଧାନସଭା ସାଢ଼େ ୧୧ଟା ଯାଏ ମୁତଲବୀ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ୟ୍ୟାୟ । ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ମଣ୍ଡିରୁ ଧାନ ନ ଉଠିବା ପ୍ରସଙ୍ଗ ଉଠାଇଥିଲା । ବିଧାନସଭାରେ କଂଗ୍ରେସ ବିଧାୟକ ହୋହଲ୍ଲା ଆରମ୍ଭ କରିଥିଲେ । ବିଜେପି ବିଧାୟକ ବି ମଣ୍ଡିରୁ ଧାନ ନଉଠିବା ପ୍ରସଙ୍ଗକୁ ନେଇ…

ଲଢ଼େଇ ହେବ ଜୋରଦାର: ଆଜି ଭାରତ-ଇଂଲଣ୍ଡ ପ୍ରଥମ ଟି-ଟ୍ୱେଣ୍ଟି

ଅହମ୍ମଦାବାଦ: ଆଜିଠୁ ଆରମ୍ଭ ହେଉଛି ଭାରତ-ଇଂଲଣ୍ଡ ଟି-ଟ୍ୱେଣ୍ଟି ସିରିଜ । ସନ୍ଧ୍ୟା ୭ଟାରେ ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଟି-ଟ୍ୱେଣ୍ଟିର ଶ୍ରେଷ୍ଠ ଦୁଇଟି ଦଳ ମଧ୍ୟରେ ମୁକାବିଲା । ତେଣୁ ଲଢ଼େଇ ଜୋରଦାର ହେବା ଆଶା କରାଯାଉଛି । ଟେଷ୍ଟରେ ଇଂଲଣ୍ଡ ପରାସ୍ତ…

ନୂଆ ରୂପରେ ଫେରୁଛନ୍ତି ଗାୟକ ଅରିଜିତ ସିଂ

ନୂଆଦିଲ୍ଲୀ: 'କ୍ୟୁଁକି ତୁମ୍‌ ହି ହୋ' ଗୀତ ମାଧ୍ୟମରେ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟ ଜିତିଥିବା ଅରିଜିତ ସିଂ ଏବେ ଏକ ନୂଆ ଢଙ୍ଗରେ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିକୁ ଫେରୁଛନ୍ତି। ଅରିଜିତ ସିଂ ନେଟଫ୍ଲିକ୍ସ ଫିଲ୍ମ ପାଗ୍ଲାଇଟ୍ ମାଧ୍ୟମରେ ପ୍ରଥମଥର ପାଇଁ ସଙ୍ଗୀତ ରଚନା କରିବାକୁ ଯାଉଛନ୍ତି।…

ଫିଲ୍ମ ‘ଆଦିପୁରୁଷ’ରେ ସୀତାଙ୍କ ଭୂମିକାରେ ଅବତୀର୍ଣ୍ଣ ହେବେ ଏହି ଅଭିନେତ୍ରୀ

ନୂଆଦିଲ୍ଲୀ: ସୂଚନା ଅନୁଯାୟୀ ପ୍ରଭାସଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ଆଦିପୁରୁଷ ପାଇଁ ସୀତା ଏବଂ ଲକ୍ଷ୍ମଣଙ୍କ ଭୂମିକା ନିର୍ଣ୍ଣୟ ହୋଇସାରିଛି। ପ୍ରଭାସ କ୍ରିତି ସାନନ ଏବଂ ସନ୍ନି ସିଂଙ୍କୁ ତାଙ୍କ ଆଗାମୀ ଚଳଚ୍ଚିତ୍ର ଆଦିପୁରୁଷ ଦଳକୁ ସ୍ୱାଗତ କରିଛନ୍ତି। କ୍ରିତି ସୀତା ଭୂମିକାରେ ଅଭିନୟ…

୨ୟ ଡୋଜ ଟିକା ନେବା ପରେ ସ୍ବାସ୍ଥ୍ୟ ଅଧିକାରୀ କରୋନା ପଜିଟିଭ ଚିହ୍ନଟ

ଜଲନା: ମହାରାଷ୍ଟ୍ରରେ ଦୁଇଜଣ ସ୍ୱାସ୍ଥ୍ୟ ଅଧିକାରୀ କରୋନା ଟିକାର ଦ୍ୱିତୀୟ ଡୋଜ ନେବା ପରେ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି। ଉଭୟ ରୋଗୀ କିଛି ଦିନ ପୂର୍ବରୁ ଦ୍ୱିତୀୟ ଡୋଜ ନେଇଥିଲେ। ତେବେ ଦୁହେଁ କରୋନାର ସାମାନ୍ୟ ଲକ୍ଷଣ ଅନୁଭବ କରିଥିଲେ ବୋଲି ଜଣେ ଅଧିକାରୀ ପ୍ରକାଶ କରିଛନ୍ତି। ପରେ…

ମାଡୁଛି ମହାମାରୀ: ୨୪ ଘଣ୍ଟାରେ ୨୩ ହଜାର ପଜିଟିଭ୍, ମହାରାଷ୍ଟ୍ରରେ କେବଳ ୧୪ ହଜାର ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ଟିକାକରଣ ଚାଲିଥିବା ବେଳେ ଦୈନିକ ସଂକ୍ରମଣ ବଢ଼ି ଚାଲିଛି । ଗତକାଲି ୨୨ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୨୩ ହଜାର ଟପିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୩ହଜାର ୨୮୫ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ କରୋନା…

ଆଜିଠୁ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ: ଜଙ୍ଗଲ ନିଆଁ, ଧାନ କିଣା ପ୍ରସଙ୍ଗରେ ହୁଲସ୍ତୁଲ ହେବ ଗୃହ

ଭୁବନେଶ୍ୱର: ୧୨ ଦିନ ଅବକାଶ ପରେ ଆଜିଠୁ ଆରମ୍ଭ ହେଉଛି ବିଧାନସଭାରେ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଏହି ପର୍ଯ୍ୟାୟ ବି କମ୍ପିବ । ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ହାତରେ ଅନେକ ପ୍ରସଙ୍ଗ ରହିଛି । ବିଶେଷ କରି ଶିମିଳିପାଳ ଓ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁ…

‘ସ୍ବାଧୀନତାର ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ ଶୁଭାରମ୍ଭ କରିବେ ମୋଦି

ନୂଆଦିଲ୍ଲୀ: ୨୦୨୨ ମସିହା ଅଗଷ୍ଟ ୧୫ ରେ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିବାକୁ ଯାଉଛି। ସ୍ୱାଧୀନତାର ୭୫ ବର୍ଷକୁ ସ୍ମରଣୀୟ କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ 'ଆଜାଦି କା ଅମୃତ ମହୋତ୍ସବ' କାର୍ଯ୍ୟକ୍ରମ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ୭୫ ସପ୍ତାହ ଧରି ଚାଲିବାକୁ ଥିବା…

ଗାଜିଆବାଦର କାରଖାନାରେ ଅଗ୍ନିକାଣ୍ଡ, ୧୪ ମୃତ

ଗାଜିଆବାଦ: ସାହିବାବାଦ ଇଣ୍ଡଷ୍ଟ୍ରିଆଲ୍ ଏରିଆ ସାଇଟ୍ ୪ରେ ଗୁରୁବାର ରାତିରେ ଚିକିତ୍ସା ଉପକରଣ ଉତ୍ପାଦନ କରୁଥିବା ଏକ କାରଖାନାରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ଗାଜିଆବାଦର ବରିଷ୍ଠ ପୋଲିସ ଅଧୀକ୍ଷକ (ଏସଏସପି) କଲାନିଧି ନଇଥାନି କହିଛନ୍ତି, "ଅଗ୍ନିକାଣ୍ଡରେ ସମୁଦାୟ…