Latest Odisha News

BREAKING NEWS

ବଲିଉଡରେ ଅପସରା ରାନୀ, ମୁଭି ଡି-କମ୍ପାନୀରେ ନଜର ଆସିବେ ଆଇଟମ ଗାର୍ଲ, ଆଗାମୀ ୨୬ରେ ରିଲିଜ୍ ହେବ ଫିଲ୍ମ 

ଭୁବନେଶ୍ଵର: ଟଲିଉଡ ପରେ ଏବେ ବଲିଉଡରେ ପାଦ ଥାପିଛନ୍ତି ଅପସରା ରାନୀ । ମାର୍ଚ୍ଚ ୨୬ରେ ରାମଗୋପାଳ ବର୍ମାଙ୍କ ବଲିଉଡ ମୁଭି ଡି-କମ୍ପାନୀ ରିଲିଜ ହେବାକୁ ଯାଉଛି । ଓଡିଆ ଅଭିନେତ୍ରୀ ଅପସରାଙ୍କୁ ବଲିଉଡରେ ଡେବ୍ୟୁ କରାଇଛନ୍ତି ନିର୍ଦ୍ଦେଶକ ରାମୁ । ଏହି ମୁଭିରେ ଓଡିଆ ଅଭିନେତ୍ରୀଙ୍କ ଜଲୱା…

ପଶ୍ଚିମବଙ୍ଗରେ ମୋଦିଙ୍କ ମେଗା ରାଲୀ: କାଲା ହାତରୁ ଟିଏମସି ସାଫ୍

କୋଲକାତା: କୋଲକାତାର ଐତିହାସିକ ବ୍ରିଗେଡ ଗ୍ରାଉଣ୍ଡର ଆଜି ଆୟୋଜିତ ହୋଇଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରାଲୀ । ବିଜେପ ପାଇଁ ପ୍ରଚାର ଅବସରରେ ସେ ତାଙ୍କ ଭାଷଣରେ ଅନେକ ବଡ କଥା କହିଥିଲେ, ଆସନ୍ତୁ ଜାଣିବା ସେଗୁଡିକ କଣ ଥିଲା- ହମ ଦୋ ହମାରେ ଦୋ: କଂଗ୍ରେସର ବରିଷ୍ଠ ନେତା…

ରିଲିଜ ହେଲା ମ୍ୟୁଜିକ୍ ଭିଡିଓ ‘ରସିଆ ଟୋକା’

ଭୁବନେଶ୍ୱର: NGR ମିକ୍ସର ପ୍ରଥମ ମ୍ୟୁଜିକ୍ ଭିଡିଓ ‘ରସିଆ ଟୋକା’ ମୁକ୍ତିଲାଭ କରିଛି‌। ସୂର୍ଯ୍ୟମୟୀ ଏବଂ ରାଜ ରାଜେଶ ଅଭିନୀତ ଏହି ଆଲବମର ଗୀତଗୁଡ଼ିକୁ ଲୋକପ୍ରିୟ ଓଡିଆ ଗାୟକ ମଣ୍ଟୁ ଛୁରିଆ ଏବଂ ଅସିମା ପଣ୍ଡା ଗାଇଛନ୍ତି। ପ୍ରେମାନନ୍ଦ ମ୍ୟୁଜିକ ପ୍ରଦାନ କରିଥିବାବେଳେ ଗୀତଗୁଡ଼ିକ ନର୍ମଦା…

ଆସନ୍ତାକାଲିଠୁ ସଂସଦର ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ

ନୂଆଦିଲ୍ଲୀ : ଆସନ୍ତାକାଲିଠୁ ସଂସଦରେ ଆରମ୍ଭ ହେବ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । କୋଭିଡ୍‌ କଟକଣା ଭିତରେ ଆରମ୍ଭ ହେବ ବଜେଟ୍‌ ଅଧିବେଶନର ଦ୍ୱିତୀୟ ଭାଗ । ଏନେଇ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସୂଚନା ଦେଇଛନ୍ତି । ରାଜ୍ୟସଭା ସକାଳ ୯ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଚାଲିବାକୁ…

ଆଫ୍ରିଦିଙ୍କ ଜ୍ଵାଇଁ ହେବେ ଶାହିନ ଶାହା ଆଫ୍ରିଦି

ନୂଆଦିଲ୍ଲୀ: ଆଫ୍ରିଦିଙ୍କ ଜ୍ଵାଇଁ ହେବେ ଶାହିନ ଶାହା ଆଫ୍ରିଦି । ପାକିସ୍ତାନର ଅଲରାଉଣ୍ଡର ଶାହିଦ ଆଫ୍ରିଦିଙ୍କ ଝିଅ ଏବଂ ପାକିସ୍ତାନୀ କ୍ରିକେଟ୍ ଦଳର ଦ୍ରୁତ ବୋଲର ଶାହିନ ଶାହା ଆଫ୍ରିଦିଙ୍କ ବିବାହ ହେବାକୁ ଯାଉଛି । ଉଭୟ ପରିବାର ନିକାହ ପାଇଁ ସହମତି ପ୍ରକାଶ କରିଛନ୍ତି । ଶୀଘ୍ର ଶାହିନ ଓ…

କଲେଜ ଛାତ୍ରୀଙ୍କୁ ଲିଫ୍ଟ ଦେଇ ଅଧ୍ୟାପକ ଦୁଷ୍କର୍ମ କରିଥିବା ଅଭିଯୋଗ

ପୁରୀ: ଅଧ୍ୟାପକଙ୍କ ନାଁରେ ଅଭିଯୋଗ । କଲେଜରୁ ନେଇ ଘରେ ଛାଡ଼ି ଦେବାକୁ କହି ଅଧ୍ୟାପକ ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଛନ୍ତି । ଏନେଇ ସମ୍ପୃକ୍ତ ଛାତ୍ରୀ ପୋଲିସର ଦ୍ୱାରସ୍ଥ ହୋଇଛି । ପୁରୀରେ ଗତ ଗୁରୁବାର ଏଭଳି ଘଟଣା ଘଟିଥିବା ବେଳେ ପୀଡ଼ିତା ରବିବାର ପୋଲିସର ଦ୍ୱାରସ୍ତ ହୋଇଛନ୍ତି । ପୁରୀ…

୯ ଜିଲ୍ଲାରେ ମଧ୍ୟମ ଧରଣର କୁହୁଡି ଆଶଙ୍କା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡିଶାର ନଅଟି ଜିଲ୍ଲାରେ ମଧ୍ୟମ ଧରଣର କୁହୁଡି ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ପାଣିପାଗ ଏଜେନ୍ସିର କହିଛି ଯେ ଭଦ୍ରକ, ଯାଜପୁର, ଜଗତସିଂହପୁର , ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ନୟାଗଡ଼ ଏବଂ…

କୁଳଡିହା ଜଙ୍ଗଲରେ ନିଆଁ ଲାଗିଥିବା ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲା କଂଗ୍ରେସର ସ୍ବତନ୍ତ୍ର ଦଳ 

ନୀଳଗିରି: କୁଳଡିହା ଅଭୟାରଣ୍ୟରେ ଲାଗିଛି ନିଆଁ । ଜଙ୍ଗଲ ବିଭାଗ ନିଆଁକୁ ଆୟତ୍ତ କରିବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ଜଙ୍ଗଲରେ ନିଆଁ ଲାଗିଥିବା ସ୍ଥିତି ଅନୁଧ୍ୟାନ ପାଇଁ କଂଗ୍ରେସର ସ୍ବତନ୍ତ୍ର ଦଳ କୁଳଡିହା ଜଙ୍ଗଲରେ ପହଞ୍ଚିଥିଲେ । ରାଜ୍ୟ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ,…

ନୂଆ ରୂପରେ ସଜେଇ ହେବ ବାରବାଟୀ ପଡିଆ, ଷ୍ଟାଡିୟମ

ଭୁବନେଶ୍ୱର: କଟକ ବାରବାଟୀ ଷ୍ଟାଡିୟମର ନବୀକରଣ ଆରମ୍ଭ ହୋଇଛି । ବାରବାଟୀର ପୁରୁଣା ପଡିଆ ବଦଳରେ ତିଆରି ହେବ ନୂତନ ଆଉଟଫିଲ୍ଡ । ବିସିସିଆଇ ଓ ଓସିଏ ଭିଜନ ୨୦୨୪ ଅଧୀନରେ ଏହି ପରିବର୍ତନ କରାଯାଉଛି । ସମ୍ପୂର୍ଣ୍ଣ କାର୍ଯ୍ୟ ଶେଷ ହେବା ପାଇଁ ୩ମାସ ସମୟ ଏବଂ ୨କୋଟି ବ୍ୟୟ ଅଟକଳ ରଖାଯାଇଛି ।…

ମୁଖ୍ୟ ସଚିବଙ୍କ ଯାଜପୁର ଜିଲ୍ଲା ଗସ୍ତ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

ଯାଜପୁର: ଯାଜପୁର ଜିଲ୍ଲାରେ ରାଜ୍ୟ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଜିଲ୍ଲାରେ ବିଭିନ୍ନ ମେଗା ପ୍ରକଳ୍ପ ଗୁଡ଼ିକର ସମୀକ୍ଷା କରାଯିବା ସହ ତାହାର ସୁଫଳ ଲୋକଙ୍କୁ ଯଥାଶୀଘ୍ର ମିଳିବା ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ମୁଖ୍ୟ ସଚିବ । ରବିବାର ପୁର୍ବାହ୍ନରେ ଜିଲାକୁ ଦିନିକିଆ ଗସ୍ତରେ…