Latest Odisha News

BREAKING NEWS

ନାଭାଲ ଟାଟା ହକି ଗ୍ରାସରୁଟ ଲିଗ୍‌: ବାଳକ ବିଭାଗରେ ସବଡେଗା, ବାଳିକାରେ ମାଝପଡା ଚାମ୍ପିୟନ

ଭୁବନେଶ୍ୱର: ପ୍ରଥମ ନାଭାଲ ହକି ଗ୍ରାସରୁଟ କଳିଙ୍ଗ ହକି କମ୍ପେ୍ଲକ୍ସରେ ସଫଳତାର ସହ ଆୟୋଜିତ ହୋଇଯାଇଛି । ବାଳକ ବିଭାଗରେ ସବଡେଗା ଓ ବାଳିକାରେ ମାଝପଡା ଚାମ୍ପିୟନ ହୋଇଛନ୍ତି । ବାଳିକା ଫାଇନାଲରେ ମାଝପଡା ୨-୦ ଗୋଲରେ ଆଲାନ୍ଦାକୁ ପରାସ୍ତ କରିଥିଲା । ପୁଜା ମାଝି ପ୍ଲେୟାର ଅଫ ଦି ଫାଇନାଲ ଓ…

କୋଭିଡ୍ ଟିକା ନେବା ପରେ ପଜିଟିଭ୍ ଚିହ୍ନଟ ଅବସରପ୍ରାପ୍ତ ଡାକ୍ତରଙ୍କ ରିପୋର୍ଟ ଆସିଲା ନେଗେଟିଭ୍

ଭୁବନେଶ୍ୱର: କରୋନା ଟିକା ନେବା ପରେ କୋଭିଡ୍ ଟେଷ୍ଟ କରାଇଥିବା ରାଉରକେଲାର ଅବସରପ୍ରାପ୍ତ ଡାକ୍ତରଙ୍କ କରୋନା ରିପୋର୍ଟ ଏବେ ଆସିଛି ନେଗେଟିଭ୍ । ଭୁବନେଶ୍ୱର RMRCରେ RT-PCR ଟେଷ୍ଟରେ ରିପୋର୍ଟ ନେଗେଟିଭ୍ ବାହାରିଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ…

ଚେନ୍ନାଇ ସୁପର କିଙ୍ଗସର ନେଟ ବୋଲର ହେବେ ରାଜେଶ

ଭୁବନେଶ୍ୱର: ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗରେ ଓଡିଶାର ରାଜେଶ ମହାନ୍ତି ଚେନ୍ନାଇ ସୁପର କିଙ୍ଗସ ନେଟ ବୋଲର ହେବେ । ଓଡିଶା କ୍ରିକେଟ ଆସୋସିଏଶନ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ଓସିଏ ଏବଂ ଏମଆରଏଫ ପେସ ଫାଉଣ୍ଡେସନରେ ୨୦ ବର୍ଷୀୟ ଏହି ପେସ ବୋଲର ପ୍ରଶିକ୍ଷଣ ନେଉଛନ୍ତି । ଜୁନିୟର…

ଏହି ଗୀତରେ ଏକାଠି ନଜର ଆସିବେ ଅମୀର୍‌ ଖାନ୍‌ ଏବଂ ଏଲି ଆବ୍ରାହମ୍‌

ନୂଆଦିଲ୍ଲୀ: ଶନିବାର ଅଭିନେତ୍ରୀ ଏଲି ଆବ୍ରାହମ୍‌ ତାଙ୍କର ଆଗାମୀ ଗୀତ "ହର ଫନ୍‌ ମୌଲା" ର ପ୍ରଥମ ଲୁକ୍ ସେୟାର କରିଛନ୍ତି। ଯେଉଁଥିରେ ଏଲି ଏବଂ ବଲିଉଡର ସୁପରଷ୍ଟାର ଆମୀର ଖାନ ଏକାଠି ନଜର ଆସିବେ। କୋଇ ଜାନେ ନା ଗୀତ 'ହର ଫନ ମୌଲା'ରେ ଆମୀର ଖାନ ଏବଂ ଏଲି ଆବ୍ରାହମ୍‌ ଏକତ୍ର ନୃତ୍ୟ…

ବଣ୍ଡାଘାଟିରେ ଓଲଟିଲା ଅଗ୍ନିଶମ ବାହିନୀ ଗାଡ଼ି, ୫ ଜଣ ଆହତ

ମାଲକାନଗିରି: ବଣ୍ଡାଘାଟିରେ ଓଲଟିଲା ଅଗ୍ନିଶମ ବାହିନୀର ଗାଡ଼ି । ଦୁର୍ଘଟଣରେ ୫ ଜଣ ଆହତ ହୋଇଛନ୍ତି । ପୋଲିସ ଡିଜିଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ଯାଉଥିବା ଅଗ୍ନିଶମ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ସମସ୍ତ ୫ ଆହତ ଅଗ୍ନିଶମ ବାହିନୀ କର୍ମଚାରୀଙ୍କୁ ମାଲକାନଗିରି ଜିଲ୍ଲା…

ଦେଶରେ ବଢୁଛି ଦୈନିକ କରୋନା ସଂକ୍ରମଣ ଓ ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କାୟା ମେଲାଉଛି କରୋନା । ବଢୁଛି ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୮ ହଜାର ୭୧୧ ନୂଆ ଆକ୍ରାନ୍ତ । ଦେଶରେ କରୋନା ସଂକ୍ରମିତଙ୍କ ମୋଟ୍ ସଂଖ୍ୟା ୧କୋଟି ୧୨ଲକ୍ଷ ୧୦ହଜାର ୭୯୯କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରୁ ସର୍ବାଧିକ ୧୦ହଜାର…

ଟିକା ନେଲେ ମୋହନ ଭଗବତ ଓ ଭୟାଜୀ ଯୋଶୀ

ନାଗପୁର: ରାଷ୍ଟ୍ରୀୟ ସ୍ଵୟଂସେବକ ସଂଗଠନର ମୁଖ୍ୟ (ଆରଏସଏସ) ମୋହନ ଭଗବତ ଏବଂ ସାଧାରଣ ସମ୍ପାଦକ ସୁରେଶ ଭାୟାଜୀ ଯୋଶୀ ଜାତୀୟ କର୍କଟ ପ୍ରତିଷ୍ଠାନରେ କରୋନା ଟିକା ନେଇଛନ୍ତି। ଭାରତରେ କରୋନା ଟୀକାକରଣର ତୃତୀୟ ପର୍ଯ୍ୟାୟ ମାର୍ଚ୍ଚ ୧ରେ ଆରମ୍ଭ ହୋଇଥିଲା। ଯେଉଁଥିରେ ୬୦ ବର୍ଷରୁ ଅଧିକ ଲୋକ…

ନାଳରେ ଭାସୁଛି ବିରାଟକାୟ ସାର୍କର ମୃତଦେହ

ବାଲେଶ୍ୱର: ନାଳରେ ଭାସୁଛି ସାର୍କର ମୃତଦେହ । ବିରାଟକାୟ ସାର୍କ । ବାଲେଶ୍ୱର ଜିଲ୍ଲା ଖଣ୍ଟପଡ଼ା ଥାନା ଅନ୍ତର୍ଗାତ କଣ୍ଟିଆଚେରା ଗାଁ ନିକଟ ନାଳରେ ସାର୍କରୁ ମୃତଦେହ ଦେଖିବାକୁ ମିଳିଛି । ଆଜି ସକାଳେ ସମୁଦ୍ରକୁ ସଂଯୋଗ କରୁଥିବା ନାଳରେ ସାର୍କର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିବାକୁ…

ନ୍ୟୁୟର୍କରେ ନୂଆ ଭାରତୀୟ ରେସ୍ତୋରାଁ ଖୋଲିଲେ ପ୍ରିୟଙ୍କା ଚୋପ୍ରା; କଣ ରହିଛି ରେସ୍ତୋରାଁର ନାଁ ଜାଣନ୍ତୁ

ନୂଆଦିଲ୍ଲୀ: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ସବୁଠି ସୁନାମ ଅର୍ଜନ କରିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଯେଉଁଥିପାଇଁ ସେ ପସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ଅଭିନୟ ପରେ ସେ ଏବେ ଭାରତୀୟ ଖାଦ୍ୟକୁ ବିଦେଶରେ ପ୍ରସିଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କାରଣରୁ ପ୍ରିୟଙ୍କା…

କୋଲକାତା ବ୍ରିଗେଡ ଗ୍ରାଉଣ୍ଡରେ ମୋଦିଙ୍କ ବିରାଟ ରାଲି, ସାମିଲ ହେବେ ମିଥୁନ୍ ଚକ୍ରବର୍ତ୍ତୀ

କୋଲକାତା: ପଶ୍ଚିମବଙ୍ଗରେ ବଢ଼ିଛି ନିର୍ବାଚନ ଉଷ୍ଣତା । ଟିଏମସି-ବିଜେପିର ପ୍ରଚାର ଅଭିଯାନ ଜୋରଦାର ହୋଇଛି । ଆଜି ବିଜେପିର ପ୍ରଚାର ଅଭିଯାନରେ ଶକ୍ତି ଯୋଗାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋଲକାତା ବ୍ରିଗେଡ ଗ୍ରାଉଣ୍ଡରେ ବିରାଟ ରାଲି କରିବେ । ଫେବ୍ରୁଆରୀରୁ ଆରମ୍ଭ ହୋଇଥିବା…