Latest Odisha News

ମିଶନ ସୁନ୍ଦରୀ: ସାତକୋଶିଆରେ ପହଞ୍ଚିଲା ତାଲିମପ୍ରାପ୍ତ ଯଶୋଦା ହାତୀ

ଅନୁଗୁଳ : ସାତକୋଶିଆ ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିବାକୁ ଯାଇ ନାକେଦମ ହୋଇଥିବା ବନବିଭାଗ ନିଜ ରଣନୀତିରେ ପୁଣିଥରେ ପରିବର୍ତ୍ତନ କରିଛି । ଏବେ ସୁନ୍ଦରୀକୁ ଧରିବା ମିଶନରେ ହାତୀ ସହଯୋଗ କରିବ ବୋଲି ସୂଚନା ମିଳିଛି । ବନବିଭାଗ ପକ୍ଷରୁ ମିଳିଥିôବା ସୂଚନା ଅନୁଯାୟୀ ଚନ୍ଦକା ହାତୀ…

ରାଜଧାନୀରେ ଚାଞ୍ଚଲ୍ୟ: ୨ଟି ଯାତ୍ରୀବାହୀ ବସରେ ନିଆଁ ଲାଗିଲା

ଭୁବନେଶ୍ୱର: ଦମକଳ ବାହିନୀର କମଚାରୀଙ୍କ ସମୋୟଚିତ ପଦକ୍ଷେପ ଯୋଗୁଁ ଶନିବାର ଦିନ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଆଶଙ୍କାକୁ ରୋକି ପାରିଛନ୍ତି । ରାଜଧାନୀରେ ଏକ ପେଟ୍ରୋଲ ପମ୍ପ ନିକଟରେ ରହିଥିବା ୨ଟି ବସରେ କୌଣସି କାରଣରୁ ନିଆଁ ଲାଗିଯିବାରୁ ସେହି ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ତେବେ ଅଗ୍ନିଶମ…

ହିମାଳୟର ରହସ୍ୟମୟ ମ୍ୟାଗ୍ନେଟିକ୍ ହିଲ୍ !

ଭୁବନେଶ୍ୱର: ହିନ୍ଦୁ ପୁରାଣ ଶାସ୍ତ୍ରାନୁସାରେ ହିମାଳୟକୁ ଏକ ପବିତ୍ର ତଥା ତପସ୍ୟା ଓ ଯୋଗର ତପୋଭୂମି ଭାବେ ବର୍ଣ୍ଣନା କରାଯାଇଥାଏ । ମହାଦେବ ଶିବ ଅହର୍ନିଶି ଏହି ହିମାଳୟ ପାର୍ବତ୍ୟାଞ୍ଚଳେରେ ଥିବା କୈଳାଶରେ ଯୋଗ ନିବିଷ୍ଟ ରହିଥିବାର ଅନେକ ମୁନୀ ଋଷିମାନେ ସେମାନଙ୍କର ପ୍ରତ୍ୟେକ୍ଷ ଅନୁଭୁତିରେ…

ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ହେଉଛି ଓଡ଼ିଶାର ହକ୍: ନବୀନ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବୀକୁ ପୁନର୍ବାର ଦୋହରାଇଛନ୍ତି । ଭୁବନେଶ୍ୱର ଲକ୍ଷ୍ମୀସାଗରରେ ଆଜି ବିଜୁ ଜନତା ଦଳ ପକ୍ଷରୁ ଅନୁଷ୍ଠିତ ହୋଇଥିବା ‘ଜନ ସମ୍ପର୍କ ଯାତ୍ରା’ର ଜନସଭାରେ ଉଦବୋଧନ ଦେଇ ସେ କହିଛନ୍ତି,…

‘ଏକାମ୍ର ସ୍ପୋର୍ଟସ ଲିଟେରାରୀ ଫେଷ୍ଟିଭାଲ’ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

ଭୁବନେଶ୍ୱର: ଭୁବନେଶ୍ୱରରେ ଆରମ୍ଭ ହୋଇଛି କ୍ରୀଡ଼ାକୁ ନେଇ ମେଗା କାର୍ଯ୍ୟକ୍ରମ ‘ଏକାମ୍ର ସ୍ପୋର୍ଟସ ଲିଟେରାରୀ ଫେଷ୍ଟିଭାଲ’ । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଗା ଇଭେଣ୍ଟକୁ ଉଦଘାଟନ କରିଛନ୍ତି । ଏହି ମେଗା ସ୍ପୋର୍ଟସ ଇଭେଣ୍ଟ ଓଡ଼ିଶା ସରକାରଙ୍କ ଯୁବ ଓ କ୍ରୀଡ଼ା ବିଭାଗ ଏବଂ…

#‘ମି ଠୁ’: ଆକବର ପୁଣି ଅଡୁଆରେ, ସାମ୍ବାଦିକା ଦୁଷ୍କର୍ମ ଅଭିଯୋଗ ଆଣିଲେ

ନୂଆଦିଲ୍ଲୀ : ଆମେରିକାରେ ଥିବା ଜଣେ ଭାରତୀୟ ସାମ୍ବାଦିକା ପଲ୍ଲବୀ ଗୋଗୋଇ ଆକବରଙ୍କ ନାମରେ ଏକ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ଫଳରେ ‘ମି ଠୁ’ ଜାଲରେ ଫସି ନିଜ ମନ୍ତ୍ରୀ ପଦ ହରାଇଥିବା ଏମ୍ ଜେ ଆକବରଙ୍କ ଅଡୁଆ ପୁଣି ବଢିଲା । ଏହି ଅଭିଯୋଗ ଆସିବା ପରେ ପୂର୍ବତନ ମନ୍ତ୍ରୀ ଆକବର ଏନେଇ ଏକ…

ହାଜର ହେଲେ ଅଭିଜିତ, ଆସନ୍ତାକାଲି ସତ୍ୟପାଠ ଦାଖଲ କରିବେ

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥ, ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର, ଓଡ଼ିଶା ବିଧାନସଭାର ବିଧାୟକ ତଥା ଓଡ଼ିଶା ରାଜ୍ୟ ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେଇଥିବା ରିସର୍ଚ୍ଚ ସ୍କଲାର୍ ଅଭିଜିତ ଆୟାର ମିତ୍ରଙ୍କୁ ସତ୍ୟପାଠ ଦାଖଲ କରିବାକୁ ଆଉ ଗୋଟିଏ ଅଧିକ ଦିନ ସମୟ ଦେଇଛନ୍ତି ବିଧାନସଭା ଗୃହ…

ବଡ଼ ଡ଼କାୟତି ଯୋଜନା ପଣ୍ଡ ହେଲା, ମାରଣାସ୍ତ୍ର ସହ ଡ଼କାୟତ ଗ୍ୟାଙ୍ଗ୍ ଧରାପଡ଼ିଲେ

ଝାରସୁଗୁଡା : ଅନ୍ତଃରାଜ୍ୟ ଗ୍ୟାଙ୍ଗର କିଛି ସଦସ୍ୟଙ୍କୁ ଧରିବାରେ ଝାରସୁଗୁଡା ପୋଲିସକୁ ଶୁକ୍ରବାର ଦିନ ଏକ ବଡଧରଣର ସଫଳତା ମିଳିଛି । ପୋଲିସ ସୂଚନା ଅନୁଯାୟୀ ଜମଦରପଡା ନିକଟସ୍ଥ ଏକ ସ୍ଥାନରେ ଏହି ଗ୍ୟାଙ୍ଗ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ଡକାୟତ ମାନଙ୍କୁ ଧରିବାରେ ସକ୍ଷମ ହୋଇଛି ।…

ସର୍ଭେରେ ସମ୍ ହସ୍ପିଟାଲର ଚାରୋଟି ସ୍ୱାସ୍ଥ୍ୟସେବା ବିଭାଗ ରାଜଧାନୀରେ ନମ୍ବର ୧

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଅନ୍ତର୍ଗତ ଇନଷ୍ଟିଚ୍ୟୁଟ୍ ଅଫ ମେଡ଼ିକାଲ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲ ୪ ଟି ବିଭାଗ ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ ଡ଼େଣ୍ଟାଲ୍ ସାଇନ୍ସେସ୍ “ଟାଇମ୍ସ ହେଲ୍ଥ ସର୍ଭେ” ଭୁବନେଶ୍ୱରରେ ଏକ ନମ୍ବର ସ୍ଥାନରେ ରହିଛି । ଜାତୀୟ, ଆଞ୍ଚଳିକ…

ସୁନ୍ଦରଗଡରେ ହାତୀ ମୃତଦେହ ମିଳିବା ଘଟଣା: ୨ ବନ କର୍ମଚାରୀ ନିଲମ୍ବିତ

ରାଜଗାଙ୍ଗପୁର : ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ରେଞ୍ଜ ନିକଟସ୍ଥ ସୋନାଖାନ୍ ଜଙ୍ଗଲ ଅଞ୍ଚଳରେ ହାତୀ ମୃତଦେହ ମିଳିବା ଘଟଣାରେ ଶୁକ୍ରବାର ଦିନ ବନବିଭାଗ ୨ଜଣ କର୍ମଚାରୀଙ୍କୁ ନିଲମ୍ବନ କରିଛି । ନିଲମ୍ବିତ ୨ ବନ କର୍ମଚାରୀ ହେଲେ ଫରେଷ୍ଟର ହରିଶ ଜେନା ଓ ଅନ୍ୟ ଜଣେ ଫରେଷ୍ଟ ଗାର୍ଡ ସବିତା…