ମହାରାଷ୍ଟ୍ର ଜଲନା ଜିଲ୍ଲାରେ ମାର୍ଚ୍ଚ ୩୧ ଯାଏ ସଟ୍ଡାଉନ୍
ନୂଆଦିଲ୍ଲୀ: ବୁଧବାର ଦିନ ରାଜ୍ୟରେ କରୋନାଭାଇରସ୍ ମାମଲା ବୃଦ୍ଧି ପାଉଥିବାରୁ ମହାରାଷ୍ଟ୍ରର ଜଲନା ଜିଲ୍ଲାର ଶିକ୍ଷାନୁଷ୍ଠାନ ଏବଂ ସାପ୍ତାହିକ ବଜାରକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଅନୁଯାୟୀ ଅଧିକାରୀମାନେ କହିଛନ୍ତି ଯେ ଜଲନାରେ ଥିବା ସମସ୍ତ ଫଳ,…