Latest Odisha News

BREAKING NEWS

ଭୁବନରେ ବିଜେପିର ୧୨ ଘଣ୍ଟିଆ ବନ୍ଦ ଡ଼ାକରା, ସାଧାରଣ ଜୀବନଯାତ୍ରା ବ୍ୟାହତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ଭୁବନରେ ବିଜେପି ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ପାଳନ ଯୋଗୁଁ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି । ଭୁବନକୁ ଏକ ସବ-ଡ଼ିଭିଜନ ମାନ୍ୟତା ଦେବା ସହିତ ୮ଟି ଦାବୀ ପୂରଣ ଲାଗି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆଜି ଭୁବନ ବନ୍ଦ ଡ଼ାକରା ଦିଆଯାଇଛି । ଏହି…

ଯାଜପୁର ଷ୍ଟେସନରେ ରେଷ୍ଟସେଡକୁ ଧକ୍କା ଦେଲା ମାଲବାହୀ ଟ୍ରେନ

ଯାଜପୁର: ଯାଜପୁର ରେଳଷ୍ଟେସନର ୩ ନଂ ପ୍ଲାଟଫର୍ମରେ ଥିବା ଏକ ଯାତ୍ରୀ ବିଶ୍ରାମାଗାରକୁ ଶୁକ୍ରବାର ସକାଳେ ଏକ ମାଲବାହୀ ଟ୍ରେନ ଧକ୍ମା ଦେଇଛି । ଶୁକ୍ରବାର ସକାଳେ ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ ପ୍ଲାଟଫର୍ମର ଏକ ରେଷ୍ଟସେଡ୍ ଉପରେ ପ୍ରଚଣ୍ଡ ଧକ୍କା ଦେଇଥିବାର ସୂଚନା ମିଳିଛି ।…

ପୁରୀ ହିଂସାକାଣ୍ଡରେ ସଂଶ୍ଳିଷ୍ଟ ୧୧ ଜଣ ଗିରଫ

ପୁରୀ: ଶ୍ରୀମନ୍ଦିର ଧାଡ଼ି ଦର୍ଶନକୁ ବିରୋଧ କରି ପୁରୀ ବନ୍ଦ ଡ଼ାକରା ବେଳେ ଘଟିତ ହିଂସାକାଣ୍ଡରେ ସଂଶ୍ଳିଷ୍ଟ ଥିବା ୧୧ଜଣ ଅଭିଯୁକ୍ତ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ପୁରୀ ବନ୍ଦ ବେଳେ ଯେଉଁ ବ୍ୟାପକ ପୋଡ଼ାଜଳା, ସରକାରୀ ଅଫିସ ମଧ୍ୟରେ ଭଙ୍ଗାରୁଜା ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଥିଲା…

ପାରାଦୀପରେ ଲାଗିଲା ତଟରକ୍ଷା ବାହିନୀ ଜାହାଜ ‘ବିଜୟ’

ପାରାଦୀପ: ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ‘ବିଜୟ’ ଓଡ଼ିଶା ଉପକୂଳର ସୁରକ୍ଷା, ପରିବେଶ ସୁରକ୍ଷା, ପ୍ରାକୃତିକ ଦୁର୍ବିପାକ ତଥା ସମୁଦ୍ର ମଧ୍ୟରେ ମତ୍ସ୍ୟଜୀବୀଙ୍କୁ ସହାୟତା ପ୍ରଦାନ କରିବାକୁ ପାରାଦୀପ ବନ୍ଦରରେ ପହଞ୍ଚିଛି । ପାରାଦୀପ ବନ୍ଦରରେ ଏହି ଇଣ୍ଡିଆନ କୋଷ୍ଟଗାର୍ଡ଼ ଜାହାଜ…

ଗଞ୍ଜାମର ବିଲୁପ୍ତ ଲୋକକଳା – ନଚା କଣ୍ଢେଇ

କଣ୍ଢେଇ ନାଚ - ନଚା କଣ୍ଢେଇ ଓଡ଼ିଶାର ଏକ ପ୍ରାଚୀନ କଳା ଭାବେ ବିକାଶ ଲାଭ କରିଆସିଛି । ଏହା ଏବେ ପ୍ରାୟ ବିଲୋପ ହୋଇ କେଉଁଠି କେମିତି ବଞ୍ଚି ରହିଛି । ଆଧୁନିକ ସଭ୍ୟତା ମଧ୍ୟରେ ପାରମ୍ପରିକ କଳାର ଏଇ ଦିଗଟି ଧୀରେ ଧୀରେ ଲୋପ ହୋଇଯିବାକୁ ବସିଲାଣି । ଓଡ଼ିଶାରେ ସାଧାରଣତଃ ତିନି ପ୍ରକାରର…

ଆଇସିଆଇସିଆଇ ବ୍ୟାଙ୍କ ଛାଡିଲେ ଚନ୍ଦା କୋଚ୍ଚର, ସନ୍ଦୀପ ବକ୍ସି ନୂଆ ସିଇଓ ନିଯୁକ୍ତ

ନୂଆଦିଲ୍ଲୀ : ଆଇସିଆଇସିଆଇ ବ୍ୟାଙ୍କର ସିଇଓ ଚନ୍ଦା କୋଚ୍ଚର ଆଜି ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ସୂଚନା ଅନୁଯାୟୀ ଚନ୍ଦା ଆଇସିଆଇସିଆଇ ବ୍ୟାଙ୍କ ସହିତ ଦୀର୍ଘ ୩୪ ବର୍ଷର ସମ୍ପର୍କ ଶେଷ ହୋଇଛି । ଏହି ସମୟ ମଧ୍ୟରେ ସେ ଅନେକ ବିବାଦ ଘେରରେ ମଧ୍ୟ ରହିଥିଲେ । ବର୍ତ୍ତମାନ ତାଙ୍କ ସ୍ଥାନରେ…

ପୋଲାଭରମ୍ ପ୍ରସଙ୍ଗରେ କେନ୍ଦ୍ରକୁ ଜବାବ ତଲବ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: “ନିର୍ମାଣାଧୀନ ପୋଲାଭରମ୍ ପ୍ରକଳ୍ପର ଜଳଧାରଣ କ୍ଷମତା କେତେ? ଆସନ୍ତାକାଲି ଏନେଇ ତଥ୍ୟ ରଖ” - ପୋଲାଭରମ୍ ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଗତ ଏକ ରିଟ୍ ପିଟିସନ୍ର ଶୁଣାଣି କରି ଆଜି କେନ୍ଦ୍ର ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ପୋଲାଭରମ୍…

ଅଢ଼େଇ ଟଙ୍କା କମିଲା ପେଟ୍ରୋଲ ଦର, ଦେଶବାସୀ ଆଶ୍ୱସ୍ତ

ନୂଆଦିିଲ୍ଲୀ: ଲଗାତର ତୈଳଦର ବୃଦ୍ଧି ନେଇ ଅତିଷ୍ଠ ଦେଶବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଆଜି କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦରରେ ଲିଟର ପିଛା ୨ ଟଙ୍କା ୫୦ ପଇସା ହ୍ରାସ କରିଛନ୍ତି । ଏହି ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି । ଏକ ସାମ୍ବାଦିକ…

ଭାରତ-ୱେଷ୍ଟଇଣ୍ଡିଜ୍ ଟେଷ୍ଟ: ପ୍ରଥମ ପଦାର୍ପଣରେ ପୃଥ୍ୱୀ ସ’ଙ୍କ ଦମଦାର ଶତକ

ରାଜକୋଟ : ଦୁଇଟି ଟେଷ୍ଟ ମ୍ୟାଚକୁ ନେଇ ରାଜକୋଟ ଠାରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଆରମ୍ଭ ହୋଇଥିବା ଟେଷ୍ଟ ସିରିଜର ଆଜି ହେଉଛି ପ୍ରଥମ ମ୍ୟାଚ । ଏହି ଟେଷ୍ଟ ମ୍ୟାଚରେ ପ୍ରଥମ ପର୍ଦାପଣ କରି ଭାରତୀୟ ଓପନର ପୃଥ୍ୱୀ ସ’ ଦମଦାର ଶତକ ହାସଲ କରିଛନ୍ତି । ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ…

ତନୁଜା ଆଇଚ୍ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କଲେ ପୋଲିସ, କୋଲକାତାରୁ ଧରାପଡ଼ିଲେ ଅଭିଯୁକ୍ତ ସ୍ୱାମୀ

ଭୁବନେଶ୍ୱର: ରାଜଧାନୀ ଲିଙ୍ଗରାଜ ଥାନାର ଶ୍ରୀରାମନଗର ହନୁମାନ ମନ୍ଦିର ନିକଟରୁ ସୋମବାର ଦିନ କାର ଭିତରୁ ମହିଳାଙ୍କ ମୃତଦେହ ମିଳିଥିଲା । ଏହା ଏକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ମହିଳାଙ୍କ ସ୍ୱାମୀଙ୍କୁ ପୋଲିସ କୋଲକାତାରୁ ଗିରଫ କରିଛି । ଅଭିଯୁକ୍ତ ସଂଗ୍ରାମ ଅନ୍ୟ ଏକ ମହିଳାଙ୍କ ସହିତ…