Latest Odisha News

BREAKING NEWS

ରାଜ୍ୟ ବଜେଟ : ସ୍ବାସ୍ଥ୍ୟସେବା ଓ ସ୍ବାସ୍ଥ୍ୟବୀମା ପାଇଁ ୯୧୬୪ କୋଟି

ଭୁବନେଶ୍ବର : ଉପସ୍ଥାପିତ ହୋଇଛି ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ । ବଜେଟ ଉପସ୍ଥାପନରେ ସ୍ବାସ୍ଥ୍ୟସେବାକୁ ବେଶ୍ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ଓଡ଼ିଶାରେ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟ ନେଇ ଏସସିବି ମେଡିକାଲକୁ ଏମ୍ସ ପ୍ଲସ ପ୍ରତିଷ୍ଠାନରେ…

କଙ୍ଗୋରେ ଇଟାଲି ରାଷ୍ଟ୍ରଦୂତଙ୍କ ସମେତ ବଡିଗାର୍ଡ ଏବଂ ଡ୍ରାଇଭରଙ୍କୁ ହତ୍ୟା

କଙ୍ଗୋ : କଙ୍ଗୋରେ ଇଟାଲିର ରାଷ୍ଟ୍ରଦୂତଙ୍କୁ ବିଭତ୍ସ ହତ୍ୟା କରାଯାଇଛି । ଇଟାଲି ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଲୁକା ଅତାନାସିଓଙ୍କ ସମେତ ୩ ଜଣଙ୍କୁ ହତ୍ୟା କରାଯାଇଛି । ୟୁଏନର କାର୍କେଡ୍‌ରେ ଅତାନାସିଓ କଙ୍ଗୋ ଯାତ୍ରା କରୁଥିବା ବେଳେ ଏଭଳି ଘଟଣା ଘଟିଛି । କଙ୍ଗୋ…

ବିଜୟ ହଜାରେ ଟ୍ରଫି: ଓଡିଶାର କ୍ରମାଗତ ଦ୍ୱିତୀୟ ପରାଜୟ

ଭୁବନେଶ୍ୱର: ବେଙ୍ଗାଲୁରରେ ଅନୁଷ୍ଠିତ ବିଜୟ ହଜାରେ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟର ଏଲିଟ ଗ୍ରୁପ ସି’ର ଏକ ମୁକାବିଲାରେ ଓଡିଶାକୁ ୮ ଉଇକେଟରେ ରେଲୱେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଓଡିଶା ୪୯.୩ ଓଭରରେ ୨୩୦ରେ ଅଲଆଉଟ ହୋଇ ଯାଇଥିଲା । ଅଙ୍କିତ ଯାଦବ(୪୮), ରାଜେଶ ଧୂପର (୩୬) ଓ…

ଅନୁଗୁଳ ଜିଲ୍ଲାପାଳଙ୍କ ଅଫିସ୍ ଘେରିଲେ ଅଙ୍ଗନବାଡି କର୍ମୀ: ସରକାରୀ ମାନ୍ୟତା ସହ ମାସିକ ଦରମା ୧୮ ହଜାର ଟଙ୍କା ଦାବି

ଅନୁଗୁଳ: ଜିଲ୍ଲାପାଳଙ୍କ ଅଫିସ୍ ଘେରିଲେ ଅନୁଗୋଳ ଜିଲ୍ଲା ଅଙ୍ଗନବାଡି କର୍ମୀ । ସରକାରୀ ମାନ୍ୟତା ସହ ମାସିକ ଦରମା ୧୮ ହଜାର ଟଙ୍କା ଦାବି କରିଛନ୍ତି ଅଙ୍ଗନବାଡି କର୍ମୀ । ଅଲ୍ ଓଡିଶା ଅଙ୍ଗନବାଡି ଲେଡିଜ୍‌ ୱାର୍କରସ ଆସୋସିଏସନ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ ଅଫିସ ଘେରାଉ କରି ବିକ୍ଷୋଭ…

ରାଜ୍ୟ ବଜେଟରେ ଓଡ଼ିଶାରେ ବିଶ୍ବସ୍ତରୀୟ ହକି ଷ୍ଟାଡିୟମ ପାଇଁ ୯୦ କୋଟି ଟଙ୍କା ବ୍ୟୟ ବରାଦ

ଭୁବନେଶ୍ବର: ୨୦୨୧-୨୨ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ୨୦୨୧-୨୨ ବଜେଟରେ ସ୍ବାସ୍ଥ୍ୟ ସହ କ୍ରୀଡ଼ା କ୍ଷେତ୍ରକୁ ମଧ୍ୟ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ଓଡ଼ିଶାରେ ବିଶ୍ବସ୍ତରୀୟ ହକି ଷ୍ଟାଡିୟମ ନିର୍ମାଣ ପାଇଁ ବଜେଟରେ ୯୦ କୋଟି ଟଙ୍କା…

ସମ୍ପୂର୍ଣ୍ଣ ଡିଜିଟାଲ ହେଲା ଓଡିଶା ବଜେଟ୍‌, ଉପଲବ୍ଧ ହେଲା ସ୍ୱତନ୍ତ୍ର ଓଡିଶା ବଜେଟ୍

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଓଡିଶା ବଜେଟ ଡିଜିଟାଲ ମୋଡକୁ ପରିବର୍ତ୍ତତ୍ତିତ ହୋଇଛି । ରାଜ୍ୟ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ପେପରଲେସ୍ ଭାବରେ ଆଇପ୍ୟାଡ୍ ଜରିଆରେ ବିଧାନସଭାରେ ଉପସ୍ଥାପିତ କରିଛନ୍ତି ୨୦୨୧-୨୨ ରାଜ୍ୟ ବଜେଟ୍ । ଓଡିଶା ବଜେଟ୍ ୨୦୨୧-୨୨ ପାଇଁ ଉଭୟ ଗୁଗୁଲ୍ ପ୍ଲେ ଷ୍ଟୋର ଆପଲ…

ଗୁଜରାଟର ୨ ଖାଲି ପଡିଥିବା ରାଜ୍ୟସଭା ସିଟ୍ ହାତେଇଲା ବିଜେପି

ନୂଆଦିଲ୍ଲୀ:ଗୁଜରାଟର ଖାଲି ପଡିଥିବା ୨ଟି ଯାକ ରାଜ୍ୟସଭା ସିଟ୍ ବିଜେପି ହାତେଇଛି । ଦିନେଶଚନ୍ଦ୍ର ଜେମାଲଭାଇ ଓ ରାମାଭାଇ ହରଜିବାଇ ଯଥାକ୍ରମେ ଅନବାଦିୟା ଓ ମୋକାରିୟାରୁ ସହଜରେ ରାଜ୍ୟସଭାକୁ ଯାଇପାରିଛନ୍ତି । କଂଗ୍ରେସ ନେତା ଅହମ୍ମଦ ପଟେଲ ଓ ବିଜେପିର ଗଣପତରାୟ ଭରଦ୍ୱାଜଙ୍କ ମୃତ୍ୟୁ ପରେ ଏହି…

ସୁନ୍ଦରଗଡ଼ରେ ଗର୍ଭବତୀ ମା’ ଓ ଶିଶୁଙ୍କ ପାଇଁ ସ୍ବତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ ‘ମିଶନ୍ ଇନ୍ଦ୍ରଧନୁସ’ର ଶୁଭାରମ୍ଭ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ସ୍ବତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ ‘ମିଶନ୍ ଇନ୍ଦ୍ରଧନୁସ୍’ର ଶୁଭାରମ୍ଭ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି କାର୍ଯ୍ୟକ୍ରମକୁ ଉଦଗାଟନ କରିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ । ଏହି କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାର ୩୩୧ ଜଣ ଗର୍ଭବତୀ ମା’ ଓ…

ଏଥର କୁମ୍ଭମେଳାରେ ହଜିବେନି ଲୋକେ: ପୋଲିସର ନୂଆ ଯୋଜନା

ହରିଦ୍ୱାର: ପ୍ରସିଦ୍ଧ କୁମ୍ଭମେଳାରେ ପ୍ରବଳ ଭିଡ ଯୋଗୁଁ ଲୋକେ ନିଜ ପରିବାରଠୁ ବିଛିନ୍ନ ହୋଇଯାଆନ୍ତି ଓ ବର୍ଷ ବର୍ଷ ଧରି ନିଜ ପରିବାରକୁ ଭେଟି ପାରନ୍ତିନି । କିନ୍ତୁ ଏଥର କୁମ୍ଭମେଳାରେ ଏମିତି ହେବନି । ଏଥର କୁମ୍ଭମେଳା ପାଇଁ ପୋଲିସ ନୂଆ ଯୋଜନା ପ୍ରସ୍ତୁତ କରିଛି ଯେପରି ବୟସ୍କ ଓ ଶିଶୁ ନିଜ…

ରାଜ୍ୟ ବଜେଟରେ ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୨୪ ହଜାର ୩୭୦ କୋଟି

ଭୁବନେଶ୍ୱର:ଆଜି ବିଧାନସଭାରେ ଆଗତ ହୋଇଥିବା ରାଜ୍ୟ ବଜେôରେ ଶିକ୍ଷା ଦକ୍ଷତା ବିକାଶ ପାଇଁ ୨୪ ହଜାର ୩୭୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହା ମଧ୍ୟରେ ବିଭିନ୍ନ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଓ ଶିକ୍ଷା ଭିତ୍ତିଭୂମି ନିର୍ମାଣ ସହିତ ମେଧାବୃତ୍ତି ଏବଂ ମଧ୍ୟାହ୍ନ ଭୋଜନ ସମ୍ପର୍କୀତ…