Latest Odisha News

ନିଜ ଜୀବନକୁ ବାଜି ଲଗାଇ ୧୦ଟି ଜୀବନ ବଞ୍ଚାଇଲେ ଦୁଇ ଭଉଣୀ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ପାଟକୁରା ବ୍ଲକ ଅନ୍ତର୍ଗତ ବାଲିଘାଟ ନିକଟ ନେପଣିଆ ଠାରେ ବୁଧବାର ରାତିରେ ଏକ ଦେଶୀ ଡ଼ଙ୍ଗା ଦୁର୍ଘଟଣା ଗସ୍ତ ହେବାରୁ ଯାତ୍ରୀମାନଙ୍କର ଆର୍ତ୍ତଚିତ୍କାର ଶୁଣି ୨ ଭଉଣୀ ନିଜ ଜୀବନକୁ ବାଜି ଲଗାଇ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଏହି ଘଟଣାରେ…

କେନ୍ଦ୍ରାପଡା ଡଙ୍ଗା ବୁଡି ଘଟଣାର ତଦନ୍ତ ଆରମ୍ଭ

ଭୁବନେଶ୍ୱର : କେନ୍ଦ୍ରାପଡା ଜିଲ୍ଲା ପାଟକୁରା ବ୍ଲକ ଅନ୍ତର୍ଗତ ବାଲିଘାଟ ନିକଟ ନେପଣିଆଠାରେ ଏକ ଦେଶୀ ଡ଼ଙ୍ଗା ବୁଡ଼ି ଘଟଣାର ତଦନ୍ତ ପାଇଁ ଗୁରୁବାର ଓଡିଶା ସରକାର ନିର୍ଦ୍ଦେଶ ଦେଇଛନ୍ତି । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି "ବନ୍ଦର ଓ…

ଆସନ୍ତା ଜାନୁଆରି ୨୧ରେ ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା: ସିଇଓ

ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନକୁ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ ହେଉଥିବାବେଳେ ଆସନ୍ତା ଜାନୁଆରି ୨୧ ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ ହେବ । ଏନେଇ ଗୁରୁବାର ଦିନ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁରେନ୍ଦ୍ର କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଥିସହିତ…

ଓଡିଶା ଡାକ୍ତରଙ୍କୁ ଠକେଇ ଅଭିଯୋଗରେ ଘାନା ନାଗରିକ ଗିରଫ

ଅନୁଗୁଳ : ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ପୋଷ୍ଟ ଗ୍ରାଜ୍ୟୁଏଟ୍ ଇନଷ୍ଟିଚ୍ୟୁଟ ଅଫ ପେଡିଆଟ୍ରିକରେ ଜଣେ ଶିଶୁରୋଗ ବିଶେଷଜ୍ଞ ଡାକ୍ତରଙ୍କୁ ଠକିବା ଅଭିଯୋଗରେ ସ୍ଥାନୀୟ ପୋଲିସ ଅନୁଗୁଳ ରେଳ ଷ୍ଟେସନରୁ ବୁଧବାର ଦିନ ଜଣେ ବିଦେଶୀ ନାଗରିକଙ୍କୁ ଗିରଫ କରିଛି । ସେ ତାଙ୍କର କଟକ ତଳ ତେଲଙ୍ଗା ବଜାର…

ଜାମ୍ମୁ-କାଶ୍ମୀର: ପୁଲୱାମା ଏନକାଉଣ୍ଟରେ ୨ ଆତଙ୍କବାଦୀ ମୃତ

ଶ୍ରୀନଗର : ଜାମ୍ମୁ-କାଶ୍ମୀର ଅନ୍ତର୍ଗତ ପୁଲୱାମା ଜିଲ୍ଲାର ଟ୍ରାଲ ସେକ୍ଟର ନିକଟସ୍ଥ ଗୁଲଶନପୋରା ଅଞ୍ଚଳରେ ଗୁରୁବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳି ବିନିମୟରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ପୁଲୱାମା ଜିଲ୍ଲା ନିକଟସ୍ଥ ଟ୍ରାଲ ସେକ୍ଟର ନିକଟସ୍ଥ…

ସିଡ଼ନୀ ଟେଷ୍ଟ: ପୁଣି ପୂଜାରାଙ୍କ ଦମଦାର୍ ଶତକ, ଭାରତ ୩୦୩/୪

ସିଡ଼ନୀ: ମେଲବୋର୍ଣ୍ଣ ଟେଷ୍ଟରେ ବିଜୟ ହାସଲ କରିପାରି ଭାରତ ଗାଭାସ୍କର-ବୋର୍ଡ଼ର ଟ୍ରଫିକୁ ଏକରକମ କବଜା କରିସାରିଛି । ମାତ୍ର ଏହି ଅଷ୍ଟ୍ରେଲିଆ-ଭାରତ ଟେଷ୍ଟ ଶୃଙ୍ଖଳାକୁ ଜିତି ଭାରତ ନିଜ କ୍ରିକେଟ ଇତିହାସରେ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିପାରିବ । ଚେତେଶ୍ୱର ପୂଜାରାଙ୍କ ଅପରାଜିତ ୧୩୦ ରନ…

ଫ୍ୟାଶନରେ ଷ୍ଟାଇଲିସ୍ ଗଜରା…

ଭୁବନେଶ୍ୱର : ଆଜିକାଲି ବାହାଘର-ବ୍ରତ ହେଉ ବା ଯେକୌଣସି ପୂଜା ପର୍ବ ସବୁଥିରେ ଗଜରାର ଚାହିଦା ରହିଥାଏ । ଖାସକରି ଦକ୍ଷିଣ ଭାରତୀୟ ମହିଳାମାନେ ଗଜରାର ବହୁଳ ବ୍ୟବହାର କରୁଥିବାବେଳେ ଧିରେଧିରେ ଅନ୍ୟ ମହିଳା ତଥା ଯୁବତୀମାନଙ୍କର ଏହି ଗଜରା ପ୍ରତି କ୍ରେଜ ବଢିବାରେ ଲାଗିଛି । ସିନେମାରେ…

ଅନ୍ୟ କେଉଁ ଦଳରେ ମିଶିବା କଥା ଏଯାଏଁ ନିଷ୍ପତ୍ତି କରିନାହିଁ: ଦିଲ୍ଲୀପ ରାୟ

ଭୁବନେଶ୍ୱର: ପୂର୍ବତନ ବିଜେପି ନେତା ତଥା ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ଅନ୍ୟ କେଉଁ ଦଳରେ ମିଶିବେ ସେ ସମ୍ପର୍କରେ କୌଣସି ନିଷ୍ପତ୍ତି ଏପର୍ଯ୍ୟନ୍ତ ନେଇପାରି ନାହାନ୍ତି ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । “ମୁଁ ବିଜେପିରୁ ଇସ୍ତଫା ପ୍ରଦାନ କଲାପରେ ପ୍ରଥମଥର ଲାଗି ଏବେ…

ମର୍ମନ୍ତୁଦ ପିକନିକ୍ ଡ଼ଙ୍ଗାବୁଡ଼ି ଦୁର୍ଘଟଣାରେ ୯ ମୃତ, ମୁଖ୍ୟମନ୍ତ୍ରୀଙ୍କ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ବ୍ଲକ ଅନ୍ତର୍ଗତ ବାଲିଘାଟ ନିକଟ ନେପଣିଆଠାରେ ବୁଧବାର ସନ୍ଧ୍ୟାରେ ଏକ ଦେଶୀ ଡ଼ଙ୍ଗା ବୁଡ଼ି ଯିବାରୁ ପିକନିକ୍ ଯାଉଥିବା ୪୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୯ ଜଣ ଯାତ୍ରୀଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଜଣେ ଶିଶୁ ଏବେବି ନିଖୋଜ ରହିଛି ।…

ବିଶ୍ୱ ପାଇଖାନା ଦିବସ: ଶ୍ରେଷ୍ଠ ୧୦ଟି ଜିଲ୍ଲା ମଧ୍ୟରେ କନ୍ଧମାଳ ସ୍ଥାନିତ

ଭୁବନେଶ୍ୱର: ଓଡ଼ିଶାର କନ୍ଧମାଳ ଜିଲ୍ଲା ‘ବିଶ୍ୱ ପାଇଖାନା ଦିବସ’ ଅବସରରେ ଦେଶର ୧୦ଟି ଶ୍ରେଷ୍ଠ ଜିଲ୍ଲା ମଧ୍ୟରେ ସ୍ଥାନିତ ହୋଇ ବିଜେତା ଘୋଷିତ ହୋଇଛି । ଏହି ପ୍ରତିଯୋଗିତା କେନ୍ଦ୍ରସରକାରଙ୍କ ପାନୀୟ ଜଳ ଓ ସ୍ୱଚ୍ଛତା ମନ୍ତ୍ରଣାଳୟ (ଏମଡ଼ିଡବ୍ଲ୍ୟୁଏସ) ପକ୍ଷରୁ ନଭେମ୍ବର ୯ ରୁ ୧୯ ତାରିଖରେ…