Latest Odisha News

BREAKING NEWS

ଉତ୍କଳ- ପ୍ରତିଟି ଓଡ଼ିଆ ପ୍ରାଣର ପ୍ରତିଧ୍ୱନି

(ମାତୃଭାଷା ଦିବସ ଅବସରରେ ସ୍ୱତନ୍ତ୍ର ଆଲେଖ୍ୟ) ଓଡ଼ିଆ – କେବଳ ଏକ ଭାଷା ନୁହେଁ , ଏହା ପ୍ରତିଟି ଓଡ଼ିଆଙ୍କ ଛାତି ତଳେ ଚାପି ରହିଥିବା ସେହି ଅଖଣ୍ଡ ଶକ୍ତିଟିଏ । ଐକ୍ୟ ଓ ଅଖଣ୍ଡତାର ସମାହାରରେ ପୁଷ୍ପିତ , ଆର୍ଯ୍ୟରଷିମାନଙ୍କ ଉଦରା ମାନବିକତାର ଏକ ଶ୍ରେଷ୍ଠ ଉଚ୍ଚାରଣ ବସୁଧୈବ କୁଟୁମ୍ବକମ,…

ପଶ୍ଚିମବଙ୍ଗରେ ୧ଟଙ୍କା ଶସ୍ତା ହେଲା ପେଟ୍ରୋଲ-ଡିଜେଲ୍, ଦିଦିଙ୍କ ବଡ଼ ନିଷ୍ପତ୍ତି

କୋଲକାତା: ପଶ୍ଚିମବଙ୍ଗ ସରକାରଙ୍କ ବଡ ଘୋଷଣା । ସରକାର ଆଜି ମଧ୍ୟରାତ୍ରୀରୁ ପେଟ୍ରୋଲ ଡିଜେଲର ମୂଲ୍ୟ ଏକ ଟଙ୍କାରେ ହ୍ରାସ କରିଦେଇଛନ୍ତି । ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ ମିତ୍ର ଇନ୍ଧନର ମୂଲ୍ୟକୁ ନେଇ ରବିବାର ସୂଚନା ଦେଇଛନ୍ତି । କୋଲକାତାରେ ରବିବାର ପେଟ୍ରୋଲ ମୂଲ୍ୟ ୯୧.୭୮ ଟଙ୍କା…

ପୁନେରେ ଆସନ୍ତାକାଲିଠୁ ନାଇଟ୍ କର୍ଫ୍ୟୁ

ପୁନେ: ମହାରାଷ୍ଟ୍ରରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁନେ ସହରରେ ରାତ୍ରିକର୍ଫ୍ୟୁ ଲାଗୁ ହୋଇଛି । ଆସନ୍ତାକାଲିଠାରୁ ରାତି ୧୧ଟାରୁ ସକାଳ ୬ଟା ଯାଏଁ ଲାଗୁ ହୋଇଛି କର୍ଫ୍ୟୁ । କିନ୍ତୁ ଜରୁରୀକାଳୀନ ସେବା ଏଥିରୁ ବାଦ ପଡିବ । ସେପଟେ ଆସନ୍ତା ୨୮ତାରିଖ ଯାଏଁ ପୁନେର ସବୁ ସ୍କୁଲ ଓ…

୯ମ ଥର ପାଇଁ ଅଷ୍ଟ୍ରେଲିଆନ ଓପନ ଜିତିଲେ ଜୋକୋଭିଚ

ମେଲବୋର୍ଣ୍ଣ: ସର୍ବିୟାର ନୋଭାକ ଜୋକୋଭିଚ ୯ମ ଥର ପାଇଁ ଅଷ୍ଟ୍ରେଲିଆନ ଓପନ ଟେନିସ ଟାଇଟଲ ହାସଲ କରିଛନ୍ତି । ଫାଇନାଲରେ ସେ ରୁଷିଆର ଡେନିୟଲ ମେଦଭେଦେଭଙ୍କୁ ୭-୫, ୬-୨ ଓ ୬-୦ ସେଟରେ ପରାସ୍ତ କରିଥିଲେ । ଜୋକୋଭିଚଙ୍କ ଏହା ୧୮ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି । ଏହି ତାଲିକାରେ…

ଦାଦା ସାହେବ ଫାଲକେ ଫିଲ୍ମ ଫେଷ୍ଟିଭାଲ: ବାଜି ମାରିଲେ ଅକ୍ଷୟ, ଦୀପିକା

ମୁମ୍ବାଇ: ଦାଦା ସାହେବ ଇଂଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛନ୍ତି । ଏହାର ୫ମ ସଂସ୍କରଣରେ ତାହ୍ନାଜୀ ଦି ଅନସଙ୍ଗ ୱାରିୟର ଶ୍ରେଷ୍ଠ ଫିଲ୍ମ ବିବେଚିତ ହୋଇଛି । ଅକ୍ଷୟ କୁମାର ଲକ୍ଷ୍ମୀ ପାଇଁ ଏବଂ ଦୀପିକା ପାଦୁକୋନ ଛପାକ ଫିଲ୍ମ ନିମନ୍ତେ ଶ୍ରେଷ୍ଠ…

ଟେକଅଫ୍ ପରେ ବିମାନ ଇଞ୍ଜିନରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତୀଲେ ୨୪୧ ଯାତ୍ରୀ

ନ୍ୟୁୟର୍କ: ଆମେରିକା କଲରାଡୋରେ ଭୟଙ୍କର ବିମାନ ଦୁର୍ଘଟଣା । ଏକ କାମର୍ସିୟାଲ ବିମାନର ଇଞ୍ଜିନରେ ନିଆଁ ଲାଗିବାରୁ ଏମର୍ଜେନ୍ସି ଲ୍ୟାଣ୍ଡିଙ୍ଗ କରାଯାଇଛି । ରନୱେରୁ ଉଡାଣ ଆରମ୍ଭ କରିବା ପରେ ବିମାନର ଗୋଟିଏ ଇଞ୍ଜିନରେ ନିଆଁ ଲାଗିଯାଇଥିଲା । ପାଇଲଟ ଉପସ୍ଥିତି ବୁଦ୍ଧି ଖଟାଇ ବିମାନକୁ…

ଏଥର ସଂକ୍ରମଣରେ ପଡିବ ଶିକୁଳି, କରୋନା ପାଇଁ ଓଡିଶା ଆଲର୍ଟ

ଭୁବନେଶ୍ୱର: ଓଡିଶା ଛାତିରେ ପଶିଲା ଛତିଶଗଡର ଛନକା । ମହାରାଷ୍ଟ୍ର , ଛତିଶଗଡ ଓ ଅନ୍ୟ ରାଜ୍ୟର ସଂକ୍ରମଣର ସ୍ପିଡ୍‌କୁ ଦେଖି ଓଡିଶାରେ ବ୍ରେକ୍ ଲଗାଇବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ । ରାଜ୍ୟ ସରକରା ପୁଣି ଜାରି କରିଛନ୍ତି କଟକଣା । ଏସ୍‌ଆରସି ଏକ ଚିଠିରେ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବା…

ଜଲେଶପଟ୍ଟା ଆଶ୍ରମ ମୁଖ୍ୟଙ୍କୁ ହତ୍ୟା ଧମକ ଘଟଣାରେ ଜଣେ ଗିରଫ

ବାଲିଗୁଡା : ଜଲେଶପଟ୍ଟା ଆଶ୍ରମ ମୁଖ୍ୟ ଜୀବନ ମୁକ୍ତାନନ୍ଦ ପୁରୀଙ୍କୁ ଙ୍କୁ ହତ୍ୟା ଧମକ ଅଭିଯୋଗ ଘଟଣାରେ ଜଣେ ଗିରଫ । ରାୟଗଡା ବିଷମକଟକ ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କରିଛି ତୁମୁଡିବନ୍ଧ ପୋଲିସ । କନ୍ଧମାଳ ଏସପିଙ୍କ ଏହି ସୂଚନା ଦେଇଛନ୍ତି । ଗିରଫ ବ୍ୟକ୍ତିର ନାଁ ମହାଦେବ ବାବା । ସେ…

ସୋସିଆଲ ମିଡିଆରେ ଭାଇରାଲ ହେଉଛି ‘ଶ୍ବେତା ମାଇକ ଅନ୍ ହେ’…

ନୂଆଦିଲ୍ଲୀ: କିଛି ଦିନ ହେବ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି 'ଶ୍ବେତା ମାଇକ ଅନ୍ ହେ' ଭଳି ହାସଟ୍ୟାଗ୍। ବର୍ତ୍ତମାନ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଏହି ଶ୍ୱେତା କିଏ? ଶ୍ୱେତା ହେଉଛି ସେହି ମହିଳା ଯିଏ ନିଜ ଘରୁ ଜୁମ୍ ମିଟିଂ ଆଟେଣ୍ଡ୍ କରିଥିଲେ। ହେଲେ ସେ ଅନ୍ୟ‌ ଏକ ଫୋନ୍…

ପୋଲିସ ଏନକାଂଉଟରରେ ଟଳିଲା କାସଗଂଜ ସିପାହୀଙ୍କୁ ମାରିଥିବା ହତ୍ୟାକାରୀ

କାସଗଂଜ: କାସଗଂଜରେ ପୋଲିସ ସିପାହୀଙ୍କୁ ପିଟି ପିଟି ମାରିଥିବା ମୁଖ୍ୟ ଅଭିଯୁକ୍ତ ମୋତି ସିଂ ରବିବାର ପୋଲିସ ଏନକାଂଉଟରରେ ଟଳି ପଡିଛି । ମୋତି ଉପରେ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ରଖା ଯାଇଥିଲା । ଏସଏଚଓ ଉପରେ ଆକ୍ରମଣ କରି ଛଡାଇ ନେଇଥିବା ପିସ୍ତଲକୁ ମଧ୍ୟ ପୋଲିସ ଜବତ କରିଛି ।…