Latest Odisha News

BREAKING NEWS

ଭାରତୀୟ ହକି ଟିମର ୟୁରୋପ ଗସ୍ତ ୨୧ରେ

ନୂଆଦିଲ୍ଲୀ:କରୋନା ମହାମାରୀ ଯୋଗୁ ପ୍ରାୟ ୧ ବର୍ଷ ଧରି ଭାରତୀୟ ହକି ଟିମ୍ ଆନ୍ତର୍ଜାତୀୟ ମ୍ୟାଚ ଖେଳି ନ ଥିଲା । ଏବେ ପୁନର୍ବାର ଟିମ୍ ଇଣ୍ଡିଆ ଆନ୍ତର୍ଜାତୀୟ ମ୍ୟାଚ ପାଇଁ ସଜବାଜ ହେବା ଆରମ୍ଭ କରିଛି । ଫେବୃୟାରୀ ୨୧ରେ ଭାରତୀୟ ଦଳ ୟୁରୋପ ଗସ୍ତରେ ଯିବ । ୧୭ ଦିନିଆ ଏହି ଗସ୍ତରେ ୨୨ଜଣିଆ ଦଳ…

ଅଶାନ୍ତ ବେଲୁଚିସ୍ତାନରେ ପୁଣି ଆକ୍ରମଣ: ୫ ପାକ୍ ସେନା ନିହତ

କରଚୀ: ପାକିସ୍ତାନର ବେଲୁଚିସ୍ତାନରେ ଅଶାନ୍ତିର ନିଆଁ ଜଳିବାରେ ଲାଗିଛି । ଶନିବାର ପାକ୍ ସେନାଙ୍କ ଉପରେ ଆକ୍ରମଣ କରାଯାଇଛି । ଏଥିରେ ୫ ପାକ୍ ସେନା ମୃତ୍ୟୁବରଣ କରିଛନ୍ତି । ସପ୍ତାହକ ମଧ୍ୟରେ ଏ ଭଳି ୨ଟି ଆକ୍ରମଣ ସନ୍ଦିଗ୍ଧ ବ୍ୟକ୍ତିମାନେ କରିଛନ୍ତି । ସେମାନଙ୍କ ପରିଚୟ ସ୍ପଷ୍ଟ ହୋଇନି ।…

ଷ୍ଟାର୍ ପ୍ଲସ୍‌ରେ ପ୍ରସାରିତ ସୋ ‘ପାଣ୍ଡ୍ୟା ଷ୍ଟୋର୍’ ସେଟ୍‌ରେ ଅଗ୍ନିକାଣ୍ଡ

ମୁମ୍ବାଇ: ଫେବୃଆରୀ ୨୦ ଅର୍ଥାତ୍‌ ଶନିବାର ମୁମ୍ବାଇର ଷ୍ଟାର୍ ପ୍ଲସ୍‌ରେ ପ୍ରସାରିତ ହେଉଥିବା ସୋ 'ପାଣ୍ଡ୍ୟା ଷ୍ଟୋର୍' ସେଟ୍‌ରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ସେଟ୍‌ରେ ଏକ ଅଂଶ ନିଆଁରେ ପୋଡି ଯାଇଥିବା ସୂଚନା ମିଳିଛି। ଘଟଣା ସମୟରେ କଳାକାରମାନେ ସେଟରେ ଉପସ୍ଥିତ ନଥିଲେ ଏବଂ ଏପର୍ଯ୍ୟନ୍ତ…

ରାଜ୍ୟରେ ବଦଳିଲା ପାଗ, ଆସନ୍ତା ୨୪ ଘଣ୍ଟାରେ ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର ଉପକୂଳବର୍ତ୍ତି ଆନ୍ଧ୍ର ଉପରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ପ୍ରଭାବରେ ପାଗରେ ପରିବର୍ତ୍ତନ ହୋଇଛି । ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପ୍ ଝିପ୍ ବର୍ଷା ହେବାସହ ପାଗ କୋହଲା ରହିଛି । ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଓ ଏହାର ଆଖପାଖ ଅଞ୍ଚଳରେ…

୧୧ ମାସ ମଧ୍ୟରେ ମାସ୍କ ଉଲ୍ଲଂଘନକାରୀଙ୍କ ଠାରୁ ୩୧ କୋଟି ଟଙ୍କା ସଂଗ୍ରହ କରିଛି ମୁମ୍ବାଇ ପୋଲିସ

ମୁମ୍ବାଇ: ମୁମ୍ବାଇ ପୋଲିସ ଚଳିତ ବର୍ଷ ମାର୍ଚ୍ଚ ୨୦୨୦ ରୁ ଫେବୃଆରୀ ମଧ୍ୟରେ ୩୧ କୋଟିରୁ ଅଧିକ ଜୋରିମାନା ସଂଗ୍ରହ କରିଛି ଯେଉଁମାନେ କୋଭିଡ-୧୯ ପ୍ରୋଟୋକଲକୁ ଖଣ୍ଡନ କରିଛନ୍ତି ଏବଂ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧି ନାହାଁନ୍ତି। ରିପୋର୍ଟ କରିଛି ମାର୍ଚ୍ଚ ୨୦୨୦ ରୁ ଫେବୃଆରୀ ୧୯,…

ଦେଶଦ୍ରୋହ ମାମଲାରେ ମେହବୁବା ମୁଫ୍‌ତିଙ୍କୁ ଅଦାଲତ ନୋଟିସ୍‌

ଜୈନପୁର: ପିଡିପି ନେତା ତଥା ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କୁ ଅଦାଲତ ନୋଟିସ୍‌ । ରାଜଦ୍ରୋହ ବା ତ୍ରିରଙ୍ଗାକୁ ନେଇ ମର୍ଯ୍ୟଦାହୀନ ଟିପ୍ପଣୀ ଦେବା ଅଭିଯୋଗରେ ଦାଖଲ ହୋଇଥିବା ଯାଚିକା ଉପରେ କୋର୍ଟ ଶୁଣାଣି କରିଛନ୍ତି ।  ଏନେଇ ଜୈନପୁରର ଜିଲ୍ଲା ଜର୍ଜ ମଦନ…

ସୋନମ ବାଙ୍ଗଚୁକ ସେନାର ଯବାନଙ୍କ ପାଇଁ ତିଆରି କଲେ ନିଆରା ଟେଂଟ

ଲଦାଖ: ଯାହାଙ୍କ ଜୀବନକୁ ନେଇ ନିର୍ମିତ ହୋଇଥିଲା ଥ୍ରୀ ଇଡିଏଟ୍ସ, ସେ ପୁନର୍ବାର ସରକାର ଓ ସେନାଙ୍କ ସହାୟତା ପାଇଁ ହାତ ବଢ଼ାଇଛନ୍ତି । ଆପଣମାନେ ଠିକ୍ ଜାଣି ପାରିଛନ୍ତି, ସେ ହେଲେ ସମାଜସେବୀ ସୋନମ ବାଙ୍ଗଚୁକ୍ । ହାଡଭଙ୍ଗା ଶୀତରେ ସେନାର ଯବାନମାନଙ୍କୁ ରକ୍ଷା କରିବା ପାଇଁ ସେ ପ୍ରସ୍ତୁତ…

ରୁଷିଆରେ ତୃତୀୟ କରୋନା ଟିକା CoviVacକୁ ମିଳିଲା ମଞ୍ଜୁରୀ

ମସ୍କୋ: ବିଶ୍ୱରେ ପ୍ରଥମ କୋଭିଡ୍-୧୯ ଟିକାକରଣ ଆରମ୍ଭ କରିଥିବା ଦେଶ ରୁଷ, ଶନିବାର ଦିନ ଦେଶରେ ତୃତୀୟ କରୋନା ଭାଇରସ୍ ଟିକାକୁ ଅନୁମୋଦନ କରିଛି। ତେବେ, ଏହି ଟିକା CoviVac ର କ୍ଲିନିକାଲ୍ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ଏହି ଟିକାର ଉତ୍ପାଦନ ଚୁମାକୋଭ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ…

ନିଜ ଘରେ ବେଆଇନ ହୋର୍ଡ଼ିଂ ଲଗାଇଥିବା ଅଭିଯୋଗରେ ଅଭିନେତା ମୋହନ ବାବୁଙ୍କୁ ୧ ଲକ୍ଷ ଟଙ୍କା ଜରିମାନା

ହାଇଦ୍ରାବାଦ:ତେଲୁଗୁ ଫିଲ୍ମ ଅଭିନେତା ମୋହନ ବାବୁଙ୍କ ଉପରେ ଜିଏଚଏମସିର ଏନଫୋର୍ସମେଣ୍ଟ ଭିଜିଲାନ୍ସ ଏବଂ ବିପର୍ଯ୍ୟୟ ପରିଚାଳନା ନିର୍ଦ୍ଦେଶାଳୟ ୧ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି । ଚଳଚ୍ଚିତ୍ର ନଗର ସ୍ଥିତ ନିଜ ବାସଭବନ କାନ୍ଥରେ ଚଳଚ୍ଚିତ୍ର ବିଜ୍ଞାପନ ପୋଷ୍ଟର ଲଗାଇବା ଅଭିଯୋଗରେ ତାଙ୍କ…

ପାଣି ପାଇଁ ହା ହା କାର ଆମେରିକାବାସୀ, ବରଫ ତରଳାଇ ପିଉଛନ୍ତି ପାଣି

ନୂଆଦିଲ୍ଲୀ: ଆମେରିକାର ଟେକ୍ସାସ୍‌ରେ ପାଖାପାଖି ଦେଢ଼ କୋଟି ଲୋକଙ୍କୁ ଜଳ ସଙ୍କଟର ସାମ୍ନା କରିବାକୁ ପଡ଼ୁଛି । ରାଜ୍ୟରେ ୧୦-୧୧ ଫେବୃଆରୀରେ ଆସିଥିବା ବରଫ ଝଡ଼ରେ ଇଲେକ୍ଟ୍ରିସିଟି ଗ୍ରିଡ୍‌ ଫେଲ୍‌ ହୋଇଯାଇଛି । ଯେଉଁ କାରଣରୁ ଲକ୍ଷ ଲକ୍ଷ ଘର କିଛି ଦିନ ପର୍ଯ୍ୟନ୍ତ ଅନ୍ଧାରରେ ରହିଥିବା…