Latest Odisha News

BREAKING NEWS

ମୋଦିଙ୍କ ନିର୍ବାଚନ ଭେଟି: ଆର୍ଥିକ ଅନଗ୍ରସର ଉଚ୍ଚ ଜାତିର ୧୦ % ସଂରକ୍ଷଣକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ : ଆଗାମୀ ଲୋକସଭା ନିର୍ବାଚନର ଉଷ୍ମତା କ୍ରମେ ବୃଦ୍ଧି ପାଇ ଚାଲିଥିବାବେଳେ, କେନ୍ଦ୍ରର ମୋଦି ସରକାର ସୋମବାର ଦିନ ଆର୍ଥିକ ଭାବେ ଅନଗ୍ରସର ଉଚ୍ଚ ଜାତି ଲାଗି ବିଭିନ୍ନ ସରକାରୀ ଚାକିରି କ୍ଷେତ୍ରରେ ୧୦% ସଂରକ୍ଷଣ ବ୍ୟବସ୍ଥାକୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି ।…

ଭୁବନେଶ୍ୱର-ଦିଲ୍ଲୀ ବିମାନ ଭାୟା ଝାରସୁଗୁଡା ଦେଇ ଚଳାଚଳ କରୁ: ମୋଦିଙ୍କୁ ନବୀନଙ୍କ ପତ୍ର

ଭୁବନେଶ୍ୱର : ଦିଲ୍ଲୀ ଓ ଝାରସୁଗୁଡା ମଧ୍ୟରେ ବିମାନ ଚଳାଚଳ କରିବା ନେଇ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବା ଲାଗି ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଏହି ପତ୍ରରେ ନବୀନ ଝାରସୁଗୁଡା ଠାରେ ନବ ଉଦଘାଟିତ ବିମାନ ବନ୍ଦରକୁ…

ଜାନୁଆରୀ ୨୫ରେ ରାହୁଲଙ୍କ ଓଡିଶା ଗସ୍ତ

ଭୁବନେଶ୍ୱର : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଜାନୁଆରୀ ୨୫ ତାରିଖରେ ଓଡିଶା ଗସ୍ତ କରୁଥିବା ନେଇ ସୋମବାର ଦିନ ଓପିସିସି ମୁଖ୍ୟ ନିରଞ୍ଜନ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି । ଚଳିତ ବର୍ଷ ମେ ମାସରେ ରାଜ୍ୟ ବିଧାନସଭା ନିର୍ବାଚନ ସାଙ୍ଗକୁ ଲୋକସଭା ନିର୍ବାଚନ ହେବାର ସମ୍ଭାବନା…

ମହାରଥୀଙ୍କ ଇସ୍ତଫା ପରେ ଅନ୍ୟ ଦୁଇ ବରିଷ୍ଠ ମନ୍ତ୍ରୀଙ୍କୁ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କୃଷି ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ରବିବାର ଦିନ ତାଙ୍କ ପଦରୁ ଇସ୍ତଫା ପ୍ରଦାନ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରୀମଣ୍ଡଳର ଦୁଇଜଣ ବରିଷ୍ଠ ମନ୍ତ୍ରୀଙ୍କୁ ତାଙ୍କର ବିଭାଗର ଦାୟିତ୍ୱ ବଣ୍ଟନ କରିଛନ୍ତି । ରାଜ୍ୟ ଅର୍ଥ…

ଅଷ୍ଟ୍ରେଲିଆ ମାଟିରେ ସିରିଜ୍ ଜିତି ଇତିହାସ ରଚିଲା ବିରାଟ ବାହିନୀ

ସିଡ଼ନୀ: ବିରାଟ କୋହଲୀଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଦଳ ୧୯୪୭ ପରଠାରୁ ପ୍ରଥମ ଥର ଲାଗି ଅଷ୍ଟ୍ରେଲିଆକୁ ନିଜ ମାଟିରେ ପରାସ୍ତ କରି ଐତିହାସିକ ଶୃଙ୍ଖଳା ଜିତି ପାରିଛି । ସ୍ଥାନୀୟ ସିଡ଼ନୀ କ୍ରିକେଟ୍ ଗ୍ରାଉଣ୍ଟରେ ଖେଳାଯାଉଥିବା ବର୍ଷା ବାଧାପ୍ରାପ୍ତ ୪ର୍ଥ ତଥା ଚୂଡ଼ାନ୍ତ ଟେଷ୍ଟ ମ୍ୟାଚ…

ଆସ୍କା: ପୋଲିସ ଏନକାଉଣ୍ଟରରେ ୨ ଅପରାଧୀ ଆହତ

ଆସ୍କା : ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳରେ ସୋମବାର ଦିନ ପୋଲିସ ଏନକାଉଣ୍ଟରରେ ୨ ଅପରାଧି ଆହତ ହୋଇଛନ୍ତି । ଏହି ୨ ଜଣ ଅପରାଧି ସୁନୀଲ ଜେନା ଓ କୃର୍ଷ୍ଣ ଜେନା ବୋଲି ଜଣାପଡିଛି ଏବଂ ଦୁହିଁଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ବ୍ରହ୍ମପୁରର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି…

କେନ୍ଦ୍ରାପଡ଼ା: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ ମୃତ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ଅଁଳାବାଙ୍କ ଛକ ନିକଟରେ ରବିବାର ରାତିରେ ଏକ ଅଜଣା ଗାଡ଼ି ସହ କାର୍ ଧକ୍କା ହେବା ଫଳରେ ୫ ଜଣଙ୍କର ମୃତ୍ୟୁ ହେବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ରାଜନଗର ବ୍ଲକ୍ ସ୍ଥିତ ଗୁପ୍ତି ଗ୍ରାମର ରାଜେଶ ଜେନା,…

ରାଉରକେଲାର ଇଞ୍ଜିନିୟରିଂ ଛାତ୍ରୀ ଝାଡଖଣ୍ଡରେ ଗଣଦୁଷ୍କର୍ମର ଶିକାର

ରାଉରକେଲା : ରାଉରକେଲାର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପିଡିତା ଛାତ୍ରୀ ଜଣଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ନିମନ୍ତେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା…

ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣା: ବାପା ଆଣିଲେ ହତ୍ୟା ଅଭିଯୋଗ, ସ୍ୱାମୀ ଅଟକ

କଟକ : ଓଡିଆ ସିନେମା ତଥା ଟେଲି ଧାରାବାହିକ ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣା ଏକ ନୂଆ ମୋଡ ନେଇଛି । ନିକିତାଙ୍କୁ ହତ୍ୟା କରାଯାଇଥିବା ଭଳି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ବାପା । ମିଳିଥିବା ସୂଚନାନୁଯାୟୀ ନିକିତାଙ୍କ ବାପା ଚାଉଳିଆଗଞ୍ଜ ଥାନାରେ ନିକିତାଙ୍କ ସ୍ୱାମୀ ଓ…

ଦଳର ଭାବମୂର୍ତ୍ତି ଅକ୍ଷୁର୍ଣ୍ଣ ରଖିବାକୁ ମୁଁ ମୋ ନିଜ ଇଚ୍ଛାରେ ଇସ୍ତଫା ଦେଲି: ମହାରଥୀ

ଭୁବନେଶ୍ୱର: ମନ୍ତ୍ରୀପଦରୁ ଇସ୍ତଫା ପ୍ରଦାନ ପରେ ରାଜ୍ୟ କୃଷି ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ରବିବାର ଦିନ ଗଣମାଧ୍ୟମ ଆଗରେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦଳୀୟ ଭାବମୂର୍ତ୍ତି ଅକ୍ଷୁର୍ଣ୍ଣ ରଖିବାକୁ ମୁଁ ନିଜ ଇଚ୍ଛାରେ ଇସ୍ତଫା ପ୍ରଦାନ କରିଛି । ପିପିଲି…