Latest Odisha News

BREAKING NEWS

ଜଳ ଜୀବନ ମିଶନର ନୂଆ ପାଇଲଟ୍ ପ୍ରୋଜେକ୍ଟ ‘ପେ ଜଳ ସର୍ବେକ୍ଷଣ’, ଭୁବନେଶ୍ୱର ସମେତ ଦେଶର ୧୦ ସହର ସାମିଲ୍

ନୂଆଦିଲ୍ଲୀ: ଜଳ ଜୀବନ ମିଶନରେ ପାଇଲଟ୍ ପ୍ରକଳ୍ପ ଭାବେ ‘ପେ ଜଳ ସର୍ଭେକ୍ଷଣ’ ଆରମ୍ଭ ହୋଇଛି । ଏହି ପାଇଲଟ୍ ପ୍ରକଳ୍ପକୁ ଗୃହ ଓ ନଗରଉନ୍ନୟନ ସଚିବ ଦୁର୍ଗା ଶଙ୍କର ମିଶ୍ର ଶୁଭାରମ୍ଭ କରିଛନ୍ତି । ସହରରେ ‘ପେ ଜଳ ସର୍ଭେକ୍ଷଣ’ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଏହାଦ୍ୱାରା ଜଳର ସମାନ ବଣ୍ଟନ…

ମଧ୍ୟପ୍ରଦେଶ ବସ୍ ଦୁର୍ଘଟଣା ନେଇ ଶୋକ ପ୍ରକାଶ କଲେ ମୋଦି, ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ସିଧିରେ ବସ ଦୁର୍ଘଟଣା ନେଇ ଦେଶରେ ଶୋକର ଛାୟା ଖେଳି ଯାଇଛି । ପ୍ରଧାନମନ୍ତ୍ରୀ ମୋଦି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି ମୋଦି । …

୮୯ ବର୍ଷରେ ଇଂଲଣ୍ଡ ବିପକ୍ଷରେ ଭାରତର ବୃହତ ବିଜୟ

ଚେନ୍ନାଇ: ୮୯ ବର୍ଷ ପରେ ଇଂଲଣ୍ଡ ବିପକ୍ଷରେ ଭାରତର ଏହା ବୃହତ ବିଜୟ । ଭାରତ ୩୧୭ ରନରେ ଦ୍ୱିତୀୟ କ୍ରିକେଟ ଟେଷ୍ଟକୁ ଜିତି ନେଇଛି । ଏହି ମ୍ୟାଚର ଅନ୍ୟ ରେକର୍ଡ ନିମ୍ନରେ ଦିଆଗଲା । ୧. ପଦାର୍ପଣ ଟେଷ୍ଟରେ ଭାରତ ପକ୍ଷରୁ ଷଷ୍ଠ ଖେଳାଳି ଭାବେ ଅକ୍ଷର ପଟେଲ ୫ ଉଇକେଟ ହାସଲ କରିଛନ୍ତି । ତାଙ୍କ…

ଗଜପତି ସଡ଼କ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା

ଭୁବନେଶ୍ୱର: ଗଜପତି ଜିଲ୍ଲାର ଆର୍.ଉଦୟଗିରିରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ଏଥିସହ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୨ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି । ମୃତକଙ୍କ ପରିବାର ବର୍ଗଙ୍କୁ ୨…

ଇତିହାସ ରଚିଲେ ଭାରତୀୟ ଛାତ୍ରୀ:ଅକ୍ସଫର୍ଡ ୟୁନିଭର୍ସିଟି ଛାତ୍ରସଂଘର ସଭାପତି ନିର୍ବାଚିତ ହେଲେ ରଶ୍ମୀ ସାମନ୍ତ

ଇଂଲଣ୍ଡ: ବ୍ରିଟେନର ବିଶ୍ୱବିଖ୍ୟାତ ଅକ୍ସଫର୍ଡ ୟୁନିଭର୍ସିଟି ଛାତ୍ରସଂଘର ସଭାପତି ନିର୍ବାଚିତ ହୋଇ ଇତିହାସ ରଚିଛନ୍ତି ଭାରତୀୟ ଛାତ୍ରୀ ରଶ୍ମୀ ସାମନ୍ତ । ରଶ୍ମୀ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଯିଏ ଏହି ପଦବୀରେ ଅଧିଷ୍ଠିତ ହୋଇଛନ୍ତି । ଅକ୍ସଫର୍ଡ ବିଶ୍ୱବିଦ୍ୟାଳୟର ୨୦୨୧ ଛାତ୍ର ସଂସଦର…

ପରାଜୟର ମଧୁର ପ୍ରତିଶୋଧ ନେଲା ଭାରତ, ୩୧୭ ରନରେ ଇଂଲଣ୍ଡକୁ ହରାଇଲା

ଚେନ୍ନାଇ: ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତ ୩୧୭ ରନରେ ଇଂଲଣ୍ଡକୁ ପରାସ୍ତ କରି ପ୍ରଥମ ଟେଷ୍ଟ ପରାଜୟର ମଧୁର ପ୍ରତିଶୋଧ ନେଇଛି । ୪୮୨ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ୧୬୪ ରନରେ ଅଲଆଉଟ ହୋଇ ଯାଇଥିଲା । ଅକ୍ଷର ପଟେଲ ପଦାର୍ପଣ ଟେଷ୍ଟରେ ୫ଉଇକେଟ ହାସଲ କରିଛନ୍ତି । ରବିଚନ୍ଦ୍ରନ…

ପ୍ରଭୁ ଗଣେଶଙ୍କୁ ଅବମାନନା କଲେ ରିହାନା

ନୂଆଦିଲ୍ଲୀ: ପୁଣି ବିବାଦରେ ଅନ୍ତର୍ଜାତୀୟ ସିଙ୍ଗର୍ ରିହାନା । ହେଲେ ଏଥର ଚାଷୀ ଆନ୍ଦୋଳନକୁ ନେଇ ମନ୍ତବ୍ୟ ପାଇଁ ନୁହେଁ । ବରଂ ଏକ ବିଭ୍ରାନ୍ତିକର ଫଟୋ ପାଇଁ ରିହାନା ବିବାଦ ଘେରକୁ ଆସିଛନ୍ତି । when @PopcaanMusic said “me nuh wan ya wear no lingerie tonight fa me girl”…

ମେ’ ୧୮ରେ ଖୋଲିବ ବଦ୍ରୀନାଥ ମନ୍ଦିର କବାଟ: ଘୋଷଣା ହେଲା ଶୁଭ ମୁହୂର୍ତ୍ତ

ଡେରାଡୁନ: ଉତ୍ତରାଖଣ୍ଡ ଚମୋଲିର ଗଢଵାଲ ଜିଲ୍ଲାରେ ସ୍ଥିତ ଦେଶର ପ୍ରସିଦ୍ଧ ବଦ୍ରୀନାଥ ମନ୍ଦିର କବାଟ ମେ’୧୮ ତାରିଖ ସକାଳେ ଖୋଲାଯିବ । ବସନ୍ତ ପଞ୍ଚମୀ ଅବସରରେ ନରେନ୍ଦ୍ର ନଗର ରାଜମହଲରେ ମନ୍ଦିର କବାଟ ଖୋଲିବାକୁ ଶୁଭ ମୁହୂର୍ତ୍ତ ଘୋଷଣା କରାଯାଇଛି । ମେ’ ୧୮ ତାରିଖ ସକାଳ ୪ଟା ୧୫ ମିନିଟରେ…

ପ୍ରବଚନ ଦେଇପାରିବେ ସାରଥୀ, ହାଇକୋର୍ଟ ଦେଲେ ଅନୁମତି

କଟକ: ସାରଥୀ ଅନୁଗାମୀଙ୍କ ପାଇଁ ଖୁସି ଖବର । କାରଣ ସାରଥୀଙ୍କୁ ପ୍ରବଚନ ବେଦାକୁ ଆଜି ଅନୁମତି ଦେଇଛନ୍ତି ହାଇକୋର୍ଟ । ଜୁଲାଇ ମାସରୁ ସେ ପ୍ରବଚନ ଦେବେ । ସର୍ବାଧିକ ୨୦୦ ଭକ୍ତଙ୍କୁ ନେଇ ସେ ପ୍ରବଚନ ସଭା କରିପାରିବେ ବୋଲି କୋର୍ଟ କହିଛନ୍ତି । ପ୍ରବଚନ ଦେବା ପାଇଁ ଅନୁମତି ଦେବାକୁ କୋର୍ଟଙ୍କ…

ସାମ୍ବାଦିକତା ନାଁରେ ହାଇପ୍ରୋଫାଇଲ୍ ଦଲାଲି

ଭୁବନେଶ୍ୱର: ଦିନକୁଦିନ ନକଲି ସାମ୍ବାଦିକଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି । ମାତ୍ର କେଇଜଣ ନକଲି ସାମ୍ବାଦିକଙ୍କ ପାଇଁ ବଦନାମ ହେଉଛି ସାମ୍ବାଦିକ ଓ ସାମ୍ବାଦିକତା । ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ କେଳଙ୍କାରୀ । ପୁଣିଥରେ ଜଣେ ନକଲି ସାମ୍ବାଦିକର କଳା କାରନାମା ପଦାରେ ପଡିଛି ।…