ଆନ୍ଧ୍ର-ଓଡିଶା ସୀମା ବିବାଦ: ଫେବୃଆରୀ ୧୯ରେ ସୁପ୍ରିମକୋର୍ଟରେ ଶୁଣାଣି
ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା କୋଟିଆ ପଞ୍ଚାୟତରେ ନିର୍ବାଚନ ନେଇ ଫେବୃଆରୀ ୧୯ରେ ସୁପ୍ରିମକୋର୍ଟରେ ଓଡିଶା ସରକାରଙ୍କ ଆବେଦନ ଉପରେ ଶୁଣାଣି ହେବ।
ଏହା ପୂର୍ବରୁ ରାଜ୍ୟ ସରକାର କୋରାପୁଟ ଜିଲ୍ଲାପାଳଙ୍କୁ ସମସ୍ତ ଦସ୍ତାବିଜ ଏକଜୁଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।…