Latest Odisha News

BREAKING NEWS

‘ଦେଶ୍‌ କେ ମେଣ୍ଟର୍ସ’ର ବ୍ରାଣ୍ଡ୍‌ ଆମ୍ବାସାଡାର ହେବେ ସୋନୁ ସୁଦ

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ 'ଦେଶ୍‌ କେ ମେଣ୍ଟର୍ସ'ର ବ୍ରାଣ୍ଡ୍‌ ଆମ୍ବାସାଡାର ହେବେ ଅଭିନେତା ସୋନୁ ସୁଦ। ବଲିଉଡ ଅଭିନେତା ସୋନୁ ସୁଦ ଶୁକ୍ରବାର ସକାଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛନ୍ତି। ଏହା ପୂର୍ବରୁ ଅନୁମାନ କରାଯାଉଥିଲା ଯେ ସୋନୁ ପଞ୍ଜାବରେ ଆମ୍…

ବିଗ୍‌ ବିଙ୍କ ଅଙ୍ଗରକ୍ଷୀଙ୍କ ନାଁରେ ଆସିଲା ସାଙ୍ଘାତିକ ଅଭିଯୋଗ

ମୁମ୍ବାଇ: ବାର୍ଷିକ ୧.୫ କୋଟି ଟଙ୍କା ଆୟ କରୁଥିବା ଅଭିଯୋଗ ଆସିବା ପରେ ଅମିତାଭ ବଚ୍ଚନଙ୍କ ଅଙ୍ଗରକ୍ଷୀ ଜିତେନ୍ଦ୍ର ସିନ୍ଦେଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ଉକ୍ତ ଘଟଣାରେ ବିଭାଗୀୟ ତଦନ୍ତ ମଧ୍ୟ ଆରମ୍ଭ କରାଯାଇଛି। ମୁମ୍ବାଇ ପୋଲିସ ବିଭାଗ ସହିତ ସଂଲଗ୍ନ କନଷ୍ଟେବଳ ସିନ୍ଦେ…

ଗାଁର ନାଁ ‘ଏଲୋବେରା’

ରାଞ୍ଚି: ଗାଁର ନାଁ ଏଲୋବେରା। ଗାଁରେ ବହୁ ପରିମାଣର ଏଲୋବେରା ଉତ୍ପାଦନ ହେଉଥିବାରୁ ଏହା ଏଲୋବେରା ଗାଁ ଭାବେ ପରିଚିତ। ଏହି ଗାଁ ଝାଡଖଣ୍ଡର ରାଞ୍ଚିରେ ଅବସ୍ଥିତ। ରାଞ୍ଚିର ନାଗ୍ରି ବ୍ଲକର ଦେଓରୀ ଗାଁର ଲୋକମାନେ ସେମାନଙ୍କର ସମସ୍ତ ପ୍ରାଙ୍ଗଣରେ ଏଲୋବେରା ଚାଷ କରନ୍ତି। "ଏଲୋବେରା ଜେଲର…

ରାଜଧାନୀରେ ରହିଛି ବିଶ୍ୱର ସର୍ବାଧିକ ସିସିଟିଭି କ୍ୟାମେରା

ନୂଆଦିଲ୍ଲୀ: ଦୁନିଆର ଅଧିକାଂଶ ସର୍ବେକ୍ଷଣ ସହର ତାଲିକାରେ ଦିଲ୍ଲୀ ରହିଛି। ଫୋର୍ବସ୍ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବିଶ୍ୱର ସର୍ବାଧିକ ସର୍ବେକ୍ଷଣ ହୋଇଥିବା ୨୦ ଟି ସହର ତାଲିକାରେ ନୂଆଦିଲ୍ଲୀ ପ୍ରଥମ ସ୍ଥାନ ଅଧିକାର କରିଛି। ଖବର ଅନୁଯାୟୀ ଦିଲ୍ଲୀରେ ବର୍ଗ ମାଇଲ ପ୍ରତି…

ଆମେରିକା ଗୋଇନ୍ଦା ବିଭାଗର ଚେତାବନୀ: କାର ବମ ବ୍ଲାଷ୍ଟର ଯୋଜନା କରୁଛନ୍ତି ଆତଙ୍କବାଦୀ !

ୱାଶିଂଟନ: କାବୁଲ ବିମାନ ବନ୍ଦରରେ ଆତଙ୍କବାଦୀମାନେ କାର ବମ ବ୍ଲାଷ୍ଟର ଷଡଯନ୍ତ୍ର ରଚୁଛନ୍ତି ବୋଲି ଆମେରିକା ଗୋଇନ୍ଦା ବିଭାଗ ସତର୍କ କରାଇ ଦେଇଛି । ଗତକାଲି ଆତ୍ମଘାତୀ ଆକ୍ରମଣ ପରେ ସମ୍ପୃକ୍ତ ଅଂଚଳରେ କୋକୁଆ ଭୟ ଖେଳିଯାଇଛି । ଏହି ଆକ୍ରମଣରେ ଆମେରିକାର ୧୨ ମରୀନ କମାଣ୍ଡୋଙ୍କ ସମେତ ୮୦ ଲୋକ…

ପ୍ରତିଦାନ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ମୁକୁନ୍ଦ ଚୌଧୁରୀ ଆଉ ମାନଗୋବିନ୍ଦ ମହାପାତ୍ର  ଉଭୟେ ପିଲାଦିନର ସାଥୀ । ଗୋଟିଏ ଗାଁରେ ଜନ୍ମ । ଏକାଠି ବଢ଼ିଛନ୍ତି ଉଭୟେ। ଉଭୟଙ୍କ ଚେହେରା ପ୍ରାୟ ଏକା ଭଳି । ଉଚ୍ଚତା ପାଖାପାଖି ଛଅ ଫୁଟ୍ । ପାଞ୍ଚ ହାତର ମଣିଷ । ମୁକୁନ୍ଦ ଟିକିଏ ଗୋରା…

କେରଳ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସତର୍କ ସୂଚନା; ଘର ଭିତରେ ବଢୁଛି ସଂକ୍ରମଣ

ନୂଆଦିଲ୍ଲୀ: ସଦ୍ୟତମ ପରିସଂଖ୍ୟାନ ଅନୁଯାୟୀ କେରଳରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଭିନା ଜର୍ଜ କହିଛନ୍ତି। ରାଜ୍ୟ ସରକାର ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ଯେ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, କରୋନା ମାମଲାର…

ରାଜ୍ୟରେ ୮୧୬ ନୂଆ ସଂକ୍ରମିତ ଚିହ୍ନଟ; ୧୦୬ ଛୁଆ ପଜିଟିଭ

ଭୁବନେଶ୍ବର: ରାଜ୍ୟରେ ଖସୁଛି କରୋନା ସଂକ୍ରମଣ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୮୧୬ ଜଣ କରୋନା ଆକ୍ରାନ୍ତ। ଆଜି ୦-୧୮ ବର୍ଷ ଭିତରେ ୧୦୬ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନରୁ ୪୭୫ ଜଣ ପଜିଟିଭ ହୋଇଥିବା ବେଳେ ଓ ଲୋକାଲ୍ କଣ୍ଟାକ୍ଟ କେସ୍…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୧୮ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୮ ସ୍ମୃତି  ଓ ବାସ୍ତବତାକୁ ନେଇ ବଞ୍ଚିବାରେ ମଜା ଅଛି। ଖରାଛାଇର ଖେଳରେ  ମଜ୍ଜି  ଜୀଇଁବାକୁ  ପଡୁଛି । ଜୀବନ ଆଉ କ'ଣ କି ?ହଜିହଜି  ଖୋଜିବା, ପାଇ ହଜାଇବା ପୁଣି  ଖୋଜିବା, ଏସବୁର ଏକ ସୁଶୃଙ୍ଖଳ ସମାହାର ବୋଲି କାହିଁକି…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୨୭-୮-୨୦୨୧ ଶୁକ୍ରବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଅଗଷ୍ଟ ତା ୨୭ ରିଖ ଶୁକ୍ରବାର ସିଂହ ୧୧ ଦିନ ଭାଦ୍ରବ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥି ଅଶ୍ଵିନୀ ନକ୍ଷତ୍ର ମେଷ ଚନ୍ଦ୍ର ଘାତ ବାର- ବିଛା ଧନୁ ଓ ମୀନ ରାଶିର ଘାତ ଚନ୍ଦ୍ର- ମେଷ ରାଶିର ନିଷେଧ ଖାଦ୍ୟ- ବେଲ…