Latest Odisha News

BREAKING NEWS

ଆଜି ପବିତ୍ର ଶ୍ରୀପଞ୍ଚମୀ; ପୁରପଲ୍ଲୀରେ ଚାଲିଛି ଜ୍ଞାନର ଦେବୀ ମାଆ ସରସ୍ୱତୀଙ୍କ ପୂଜାର୍ଚ୍ଚନା

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଶ୍ରୀପଞ୍ଚମୀ। ପୁରପଲ୍ଲୀରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ମାନଙ୍କରେ ବିଦ୍ୟାଦାତ୍ରୀ ଦେବୀ ସରସ୍ୱତୀଙ୍କ ଆରାଧନା  ହୋଇଥାଏ। ହିନ୍ଦୁଧର୍ମରେ ସରସ୍ୱତୀଙ୍କୁ ଜ୍ଞାନର ଦେବୀ ବୋଲି ପରିଗଣିତ କରାଯାଏ । ସେ ଜ୍ଞାନ, ବୁଦ୍ଧି, ବିବେକ, ବିଦ୍ୟାର ଉତ୍ସ ବା…

ଆଉ ଗୋଟିଏ ଦିନ ପରେ ଶେଷ ହେବ ଜାତୀୟ ହସ୍ତତନ୍ତ ମେଳା

ଭୁବନେଶ୍ୱର: ବୟନିକା ଦ୍ୱାରା ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ‘ବିଂଶତମ ଜାତୀୟ ହସ୍ତତନ୍ତ ମେଳା, ୨୦୨୧’ ସମାପ୍ତ ହେବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଲା । ଆଜି ସରସ୍ୱତୀ ପୂଜା ପାଇଁ ସରକାରୀ ଛୁଟି ଥିବାରୁ ମେଳାରେ ଗ୍ରାହକଙ୍କ ଉପସ୍ଥିତି ସହ ଭଲ ବ୍ୟବସାୟ ହେବ ବୋଲି ଆଶା…

୧୪ତମ ଗୁରୁ ଦେବପ୍ରସାଦ ପୁରସ୍କାର ଉତ୍ସବ ଉଦଯାପିତ

ଭୁବନେଶ୍ୱର : ତ୍ରିଧାରା ଅନୁଷ୍ଠାନ ପକ୍ଷରୁ ଆୟୋଜିତ  ୧୪ତମ ଗୁରୁ ଦେବପ୍ରସାଦ ପୁରସ୍କାର ଉତ୍ସବ ଉଦଯାପିତ ହୋଇଯାଇଛି। ଗତ ତିନି ଦଶନ୍ଧି ଧରି ତ୍ରିଧାରା ଅନୁଷ୍ଠାନ ବିଶ୍ୱର ପ୍ରତ୍ୟେକ କୋଣରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ଗୁରୁ ଦେବପ୍ରସାଦ ଦାସଙ୍କ ପରମ୍ପରାକୁ ବଜାୟ ରଖିବାର ପ୍ରୟାସ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୧୬-୨-୨୦୨୧ ମଙ୍ଗଳ ବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଫେବୃୟାରୀ ତା ୧୬ରିଖ ମଙ୍ଗଳ ବାର କୁମ୍ଭ ୫ ଦିନ ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର ଆଜିର ଘାତ ବାର- ମକର ରାଶିର ଆଜିର ଘାତ ଚନ୍ଦ୍ର- ଧନୁ ରାଶି ପୁରୁଷ ଓ ତୁଳା…

ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପ୍ରସ୍ତାବ ଚୂଡ଼ାନ୍ତ

ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଚୂଡାନ୍ତ ହୋଇଛି ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପ୍ରସ୍ତାବ । ୧୯ ଅକ୍ଟୋବର ୨୦୧୯ରେ କ୍ୟାବିନେଟରେ ଏହି ପ୍ରସ୍ତାବ ଅନୁମୋଦନ ହୋଇଥିଲା। ଯେଉଁଥିପାଇଁ ୮୦୦ କୋଟି ଟଙ୍କାର ପ୍ରୋଜେକ୍ଟ ପ୍ରସ୍ତୁତ ହୋଇଥିଲା। ସେପଟେ ବୈଠକ ପରେ ଶ୍ରୀମନ୍ଦିର…

ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ଗୁଜୁରାଟର ୪ଟି ସହରରେ ବଢ଼ିଲା ନାଇଟ୍ କର୍ଫ୍ୟୁ ଅବଧି

ନୂଆଦିଲ୍ଲୀ : କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ଗୁଜୁରାଟ ସରକାରଙ୍କ ବଡ଼ ନିଷ୍ପତ୍ତି । ସଂକ୍ରମଣକୁ ରୋକିବା ପାଇଁ ଗୁଜୁରାଟର ୪ଟି ସହରରେ ନାଇଟ୍ କର୍ଫ୍ୟୁ ଅବଧି ବଢ଼ାଇ ଦିଆଯାଇଛି । ଫେବ୍ରୁଆରି ୨୮ ତାରିଖ ପର୍ଯ୍ୟନ୍ତ ଗୁଜୁରାଟର ୪ଟି ସହରରେ ଲାଗୁ ହେବ ନାଇଟ କର୍ଫ୍ୟୁ ।…

ଫିଙ୍ଗର-୪ ଅଂଚଳରୁ ସୈନ୍ୟ ପ୍ରତ୍ୟାହାର କଲା ଚୀନ

ନୂଆଦିଲ୍ଲୀ: ଭାରତ-ଚୀନ ବିବାଦ ଧିରେ ଧିରେ ଶାନ୍ତ ପଡିବାରେ ଲାଗିଛି । ସୋମବାର ପୂର୍ବ ଲଦାଖର ପାଙ୍ଗୋଙ୍ଗ ହ୍ରଦର ଉତର କୂଳରେ ଥିବା ଫିଙ୍ଗର-୪ ଅଂଚଳରୁ ଚୀନ ସୈନ୍ୟ ପ୍ରତ୍ୟାହାର କରିଛି । ନିକଟରେ ଡିଏନଗେଜମେଂଟ ପାଇଁ ବୈଠକ ହୋଇଥିବା ଏବଂ ଉଭୟ ଦେଶ ରାଜି ହୋଇଥିଲେ । ପୂର୍ବରୁ ଫିଙ୍ଗର ୫ରୁ ୮…

କୋଟିଆ ସମସ୍ୟା ନେଇ ବିଶ୍ବ ଓଡ଼ିଶା ସମାଜର ଉଦବେଗ ପ୍ରକାଶ

ଭୁବନେଶ୍ବର : କୋଟିଆ ଗ୍ରାମପୁଞ୍ଜ ମାମଲା ନେଇ ଉଦବେଗ ପ୍ରକାଶ କରିଛି ବିଶ୍ବ ଓଡ଼ିଶା ସମାଜ । ଅନଲାଇନ୍ ଦ୍ବାରା ‘ବିଓସ’ର ପ୍ରତମ କାର୍ଯ୍ୟକାରୀ କମିଟି ବୈଠକରେ ଆନ୍ଧ୍ରପ୍ରଦେଶ ଦ୍ବାରା କୋଟିଆ ଗ୍ରାମଗୁଡିକୁ କାରସାଦି କରି ନିର୍ବାଚନ ଆଳରେ ନିଜ ରାଜ୍ୟ ସହ ମିଶାଇବା ପାଇଁ ଘୃଣ୍ୟ ଉଦ୍ୟମ…

ନାଗେଶ ଟ୍ରଫି ଦୃଷ୍ଟିହୀନ କ୍ରିକେଟ:ଓଡିଶା-ଆନ୍ଧ୍ରପ୍ରଦେଶ ଟାଇଟଲ ମୁକାବିଲା

ଭୁବନେଶ୍ୱର: ବାଙ୍ଗାଲୋରରେ ଚାଲିଥିବା ନାଗେଶ ଟ୍ରଫି ଦୃଷ୍ଟିହୀନ କ୍ରିକେଟରେ ଓଡିଶା ୪୨ ରନରେ କର୍ଣ୍ଣାଟକକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ମଙ୍ଗଳବାର ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ପ୍ରଥମ ସଂସ୍କରଣରେ ଆନ୍ଧ୍ରପ୍ରଦେଶକୁ ହରାଇ ଓଡିଶା ଚାମ୍ପିୟନ…

ହାତୀ ମୃତ୍ୟୁ ନେଇ ଉଦବେଗ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : କଳାହାଣ୍ଡିର କର୍ଲାପାଟ ବନ୍ୟଜନ୍ତୁ ଅଭୟାରଣ୍ୟରେ ଘଟୁଥିବା ହାତୀ ମୃତ୍ୟୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଆଜି ଭିଡିଓ କନଫରେନ୍ସ ଯୋଗେ ସମୀକ୍ଷା କରିବା ସହ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ପଶୁସଂପଦ ବିଭାଗ ମିଳିତ ଭାବେ ପଦକ୍ଷେପ ନେଇ…