Latest Odisha News

BREAKING NEWS

ସ୍ନେହର ବନ୍ଧନ

ମଞ୍ଜୁବାଳା ପଣ୍ଡାଙ୍କ ସ୍ମୃତିର ଫରୁଆରୁ  ରାକ୍ଷୀ ପୂର୍ଣ୍ଣିମାର ଢେର୍ ଆଗରୁ ମନପସନ୍ଦର ରାକ୍ଷୀ କିଣି ଲଫାପାରେ ଭରି ରାଉରକେଲାରେ ରହୁଥିବା ଭାଇନା ଓ ସାନ ଦି' ଭାଇଙ୍କ ପାଇଁ ପଠେଇ ଦିଏ ମୁଁ। ଏତେଦୂରରୁ ମୁଁ ଯିବା ସମ୍ଭବ ହୁଏନି ବୋଲି ସେଠି ରହୁଥିବା ମୋ ଉପର ଭଉଣୀ ମୋ ତରଫରୁ ସେମାନଙ୍କୁ…

ସରକାରୀ ଡିଗ୍ରୀ କଲେଜ ରିଫ୍ରେସର୍ କୋର୍ସ, ସେପ୍ଟେମ୍ବର ୧ରୁ ପଂଜିକରଣ ଆରମ୍ଭ

ଭୁବନେଶ୍ୱର: ଖୁବଶୀଘ୍ର ରାଜ୍ୟର ୫୮ଟି ସରକାରୀ ଡିଗ୍ରୀ କଲେଜରେ ନିଯୁକ୍ତ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ପାଇଁ ରିଫ୍ରେସର୍ କୋର୍ସ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ତରଫରୁ ସମସ୍ତ ପ୍ରସ୍ତୁତି ବିଧିବଦ୍ଧ ଭାବେ ଶେଷ ହୋଇଛି। ରିଫ୍ରେସର୍ କୋର୍ସରେ ସାମିଲ ହେବା ପାଇଁ ଅନଲାଇନ୍…

ସୁନ୍ଦରଗଡ଼ କୁତ୍ରାରେ ଜନଶୁଣାଣିକୁ ବିରୋଧ, ପୋଲିସ ବିକ୍ଷୋଭକାରୀ ମୁହାଁମୁହିଁ

ସୁନ୍ଦରଗଡ : ସୁନ୍ଦରଗଡ଼ କୁତ୍ରାରେ ଜେ ଏସ ଡବ୍ଲୁର ଶିବା ସିମେଣ୍ଟ କାରଖାନା ସମ୍ପସାରଣ ଜନଶୁଣାଣିକୁ ବିରୋଧ । ଆଜି ତେଲିଘନା ଓ କନ୍ଦେଇମୁଣ୍ଡା ଗ୍ରାମବାସୀଙ୍କୁ ନେଇ ପ୍ରଶାସନ ପକ୍ଷରୁ ହୋଇଥିବା ଜନଶୁଣାଣିକୁ ବିରୋଧ କରାଯାଇଛି । ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ବିଶ୍ବଜିତ…

ଚଳିତ ବର୍ଷ ଯୁକ୍ତ ଦୁଇରେ କମିବ ୩୦ ପ୍ରତିଶତ ସିଲାବସ

ଭୁବନେଶ୍ବର : ମହାମାରୀ ସମୟରେ ପରୀକ୍ଷା ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ନେଇ ସିଲାବସ ଏକାଡେମିକ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଯୁକ୍ତ ଦୁଇରେ ହ୍ରାସ ହେବ ସିଲାବସ । ଏ ବର୍ଷ ୩୦ ପ୍ରତିଶତ ସିଲାବସ ହ୍ରାସ କରିବାକୁ ନିଷ୍ପତ୍ତି ହୋଇଛି । ନିଷ୍ପତ୍ତି…

ଶୌଚ ସମୟରେ ବଜ୍ରାଘାତ, ଟଳିପଡିଲେ ମହିଳା

ଗୁଣୁପୁର: ଅକାଳରେ ଚାଲିଗଲା ନୀରିହ ଜୀବନ । ବଜ୍ରାଘାତରେ ରାମନାଗୁଡା ବ୍ଲକ ରାମଗିରି ଗାଁରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ଆଜି ମଧ୍ୟାହ୍ନରେ ପ୍ରବଳ ବର୍ଷା ସହ ଘଡଘଡି ମଧ୍ୟରେ ଜଣେ ମହିଳାଙ୍କ ଉପରେ ତୀବ୍ର ମାତ୍ରାରେ ବଜ୍ରାଘାତ ହୋଇଥିଲା । ମୃତ ମହିଳାଙ୍କ ପରିଚୟ ୨୭ ବର୍ଷୀୟା ସୁନିଳା…

ତୃତୀୟ ପର୍ଯ୍ୟାୟରେ ଆଉ ୧୦ଟି ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ତୃତୀୟ ପର୍ଯ୍ୟାୟରେ ଆଉ ୧୦ଟି ବିଦ୍ୟାଳୟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ସ୍କୁଲର ଲୋକାର୍ପଣ କରିଛନ୍ତି । ସମସ୍ତ ବିଦ୍ୟାଳୟକୁ ପର୍ଯ୍ୟାୟକ୍ରମେ ଉଦଘାଟନ କରାଯାଉଥିବା ବେଳେ, ଆଜି ଆଉ ୧୦ଟି ବିଦ୍ୟାଳୟ…

[ଭିଡିଓ] ମହଙ୍ଗା ପଡିଲା ସୋସିଆଲ ମିଡିଆ ମସ୍ତି

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଟସନ୍ ଦେଖାଇବା ଜଣେ ମହିଳା ପୋଲିସ କର୍ମଚାରୀଙ୍କୁ ମହଙ୍ଗା ପଡିଛି । ଉତ୍ତରପ୍ରଦେଶ ଆଗ୍ରା ଅଂଚଳର ମହିଳା ପୋଲିସ କନେଷ୍ଟବଳ ପ୍ରିୟଙ୍କା ମିଶ୍ରା । ଖାକି ପୋଷାକ ପିନ୍ଧି ରଭଲଭର ଧରି ପ୍ରସ୍ତୁତ କରିଥିଲେ ଏକ ସର୍ଟ ଭିଡିଓ । ତେବେ ଭିଡିଓଟିକୁ ସେ ଇନଷ୍ଟାଗ୍ରାମରେ…

କାବୁଲ ବିମାନ ବନ୍ଦରରେ ଆତ୍ମଘାତୀ ବିସ୍ଫୋରଣ !

କାବୁଲ: କାବୁଲ ବିମାନବନ୍ଦରରେ ଆଜି ବଡ ଧରଣର ବିସ୍ଫୋରଣ ଘଟିଛି । ଏହା ଏକ ଆତ୍ମଘାତୀ ବିସ୍ଫୋରଣ ବୋଲି ଅନୁମାନ କରାଯାଉଛି । ତେବେ ଏହି ବିସ୍ଫୋରଣ ନେଇ ସଠିକ ତଥ୍ୟ ଆସିପାରି ନାହିଁ । ବିଭିନ୍ନ ୱେବସାଇଟରେ ପ୍ରକାଶିତ ଖବର ଅନୁସାରେ ୧୦ଜଣ ବ୍ୟକ୍ତି ଏଥିରେ ମୃତ୍ୟୁବରଣ କରିଥିବା ସନ୍ଦେହ…

ଓଡ଼ିଶୀ ନୃତ୍ୟରେ ଝୁମିଲେ ବିଦେଶୀ

ସାନ୍‍ଫ୍ରାନ୍‍ସିସ୍‍କୋ: ଓଡ଼ିଶୀ ନୃତ୍ୟରେ ଝୁମିଲେ ବିଦେଶୀ ।  ନିକଟରେ ‘ରଙ୍ଗ ପୂଜା’ ଶୀର୍ଷକ ସଂସ୍କୃତିଙ୍କର ମଞ୍ଚ ପ୍ରବେଶ କାର୍ଯ୍ୟକ୍ରମ କାଲିଫର୍ଣ୍ଣିଆର କବ୍ୱରଲେ ଥେଟରଠାରେ ଅନୁଷ୍ଠିତ ହୋଇଥିଲା । ସାନ୍‍ଫ୍ରାନ୍‍ସିସ୍‍କୋ ସ୍ଥିତ ଜ୍ୟୋତି କଳାମନ୍ଦିର ତରଫରୁ ଆୟୋଜିତ ଏହି ଏକକ ନୃତ୍ୟ…

ଭାରତରେ ନ୍ୟୁଜ ୱେବସାଇଟ ବନ୍ଦ କଲା ୟାହୁ

ନୂଆଦିଲ୍ଲୀ:ୟାହୁ ଭାରତରେ ତାର ନ୍ୟୁଜ ୱେବସାଇଟକୁ ବନ୍ଦ କରି ଦେଇଛି । ଏଗୁଡିକ ମଧ୍ୟରେ ୟୁାହୁ ନ୍ୟୁଜ, ୟାହୁ କ୍ରିକେଟ, ଫାଇନାନ୍ସ, ଏଂଟରଟେନମେଂଟ ଓ ମେକର୍ସ ଇଣ୍ଡିଆ ସାମିଲ । ତେବେ ୟାହୁ ଇ-ମେଲ ଓ ସର୍ଚ୍ଚ ସେବା ପୂର୍ବଭଳି ଜାରୀ ରହିବ । ୟାହୁ ୱେବସାଇଟ ପକ୍ଷରୁ ବିଧିବଦ୍ଧ ଭାବେ ଏ ନେଇ…