ଭୁବନେଶ୍ୱରରେ ସ୍ବିଗି ସେବା ବ୍ୟାହତ, ଜାଣନ୍ତୁ କାହିଁକି
ଭୁବନେଶ୍ୱର: ଗତ ଏକ ସପ୍ତାହ ଧରି ଡେଲିଭରି ବଏ୍ ମାନେ ଷ୍ଟ୍ରାଇକରେ ରହିଥିବା ଯୋଗୁଁ ଭୁବନେଶ୍ୱରରେ ସ୍ବିଗି ସେବା ବନ୍ଦ କରାଯାଇଛି।
ତେବେ ସେମାନେ ଦାବି କରିଛନ୍ତି ଯେ, କରୋନା ମହାମାରୀ ଯୋଗୁଁ ଯେଉଁ ସବୁ ସୁବିଧା ବନ୍ଦ କରାଯାଇଥିଲା ସେସବୁ ପୁଣି ଦିଆଯାଉ।
ଅର୍ଡରରେ କିମି. ପ୍ରତି ୪…