Latest Odisha News

BREAKING NEWS

ସପ୍ତାହର ପ୍ରଥମ ଦିନରୁ ମହଙ୍ଗା ମାଡ଼, ବଢ଼ିଲା ଏଲପିଜି ସହ ତୈଳଦର

ନୂଆଦିଲ୍ଲୀ: ସପ୍ତାହ ଆରମ୍ଭରୁ ଦରବୃଦ୍ଧି । ଗୃହିଣୀଙ୍କ ମୁଣ୍ଡରେ ଚଡ଼କ । ସପ୍ତାହ ଆରମ୍ଭର ପ୍ରଥମ ଦିନରୁ ଦେଶବାସୀଙ୍କ ଉପରେ ମହଙ୍ଗା ମାଡ଼ର ଆଉ ଏକ ପ୍ରହାର ପଡ଼ିଛି । ରୋଷେଇ ସିଲିଣ୍ଡର ଦାମ ୫୦ ଟଙ୍କା ବୃଦ୍ଧି ପାଇଛି । ସେହିଭଳି ପେଟ୍ରୋଲ ଓ ଡିଜେଲ ଦର ମଧ୍ୟ ୨୬ ପଇସା ପ୍ରତି ଲିଟର ପିଛା…

କଂଗ୍ରେସର ଓଡ଼ିଶା ବନ୍ଦ, ବିଭିନ୍ନ ସ୍ଥାନରେ କର୍ମୀଙ୍କ ପିକେଟିଂ

ଭୁବନେଶ୍ୱର: ତୈଳଦର ବୃଦ୍ଧି ପ୍ରତିବାଦ ଓ ଅନ୍ୟ ପ୍ରସଙ୍ଗକୁ ଆଜି ଓଡ଼ିଶା କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ ୭ଟାରୁ ଦିନ ଗୋଟାଏ ଯାଏ ବନ୍ଦ ଡାକରା ଦେଇଛି ଦଳ । ସକାଳୁ ସକାଳୁ ରାଜଧାନୀରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । କଂଗ୍ରେସର ଓଡ଼ିଶା ବନ୍ଦ ପାଳନ ଯୋଗୁଁ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୧୫-୨-୨୦୨୧ ସୋମବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଫେବୃୟାରୀ ତା ୧୫ରିଖ ସୋମବାର କୁମ୍ଭ ୪ଦିନ ମାଘ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ଉତ୍ତର ଭାଦ୍ର ନକ୍ଷତ୍ର ମୀନ ଚନ୍ଦ୍ର ଆଜିର ଘାତ ବାର- ମିଥୁନ ରାଶିର ଆଜିର ଘାତ ଚନ୍ଦ୍ର- ଧନୁ ରାଶି ପୁରୁଷ ଓ ତୁଳା…

ଓଡ଼ିଆ ଟିଭି ଚାନେଲ ନନ୍ଦିଘୋଷ ପକ୍ଷରୁ ଜାତି ନନ୍ଦିଘୋଷ କନକ୍ଳେଭ ଆୟୋଜିତ

ଭୁବନେଶ୍ୱର : ଓଡ଼ିଆ ଟିଭି ଚାନେଲ ନନ୍ଦିଘୋଷର ବର୍ଷପୂର୍ତ୍ତି ଉପଲକ୍ଷେ  'ଜାତି ନନ୍ଦିଘୋଷ କନକ୍ଳେଭ'  ଆୟୋଜିତ ହୋଇଯାଇଛି ।   ଏହି ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ଼ଃ ) ମନୋଜରଞ୍ଜନ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପ୍ରଫେସର ନାୟକଙ୍କ…

୫୦ ଟଙ୍କା ବଢ଼ିଲା ଏଲପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ : ମହଙ୍ଗା ହେଲା ଏଲପିଜି ଗ୍ୟାସ୍‌ ସିଲିଣ୍ଡର । ଏବେ ସିଲିଣ୍ଡର ପିଛା ଦର ୫୦ ଟଙ୍କା ମହଙ୍ଗା ହୋଇଛି । ସବସିଡି ଗ୍ୟାସ୍‌ ସିଲିଣ୍ଡରରେ ଏହି ମୂଲ୍ୟ ବୃଦ୍ଧି ହୋଇଥିବା ବେଳେ, ରବିବାର ମଧ୍ୟ ରାତ୍ରରୁ ନୂଆଦିଲ୍ଲୀରେ ନୂଆ ଦର ଲାଗୁ ହେବ ବୋଲି ଘୋଷଣା କରାଯାଇଛି । ବର୍ଦ୍ଧିତ ଦର କେବଳ…

କାଲି ୭ ଘଣ୍ଟା ପାଇଁ ଗଡ଼ିବନି ମୋ ବସ୍

ଭୁବନେଶ୍ବର : ଆସନ୍ତାକାଲି ୬ ଘଣ୍ଟିଆ ଓଡ଼ିଶା ବନ୍ଦ କରୁଛି କଂଗ୍ରେସ । ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦରକୁ ବୃଦ୍ଧି କରି ବନ୍ଦ ପାଳନ କରାଯାଉଛି । ଏହି ସମୟରେ ଦୋକାନ ବଜାର ସହ ଗାଡି ଚଳାଚଳ ବନ୍ଦ ରହିବ । ବନ୍ଦକୁ ଦୃଷ୍ଟିରେ ରଖି ଆସନ୍ତାକାଲି ୭ ଘଣ୍ଟା ପାଇଁ ଗଡିବନି ମୋ ବସ୍ । ଏନେଇ…

ତୈଳଦର ବୃଦ୍ଧି ପ୍ରସଙ୍ଗରେ ସଞ୍ଜୟ ଦାସବର୍ମାଙ୍କ ଦାବି : ବର୍ଦ୍ଧିତ ସେସ୍ ପ୍ରତ୍ୟାହାର କରୁ କେନ୍ଦ୍ର

ଭୁବନେଶ୍ବର : ଗତ ୬ ବର୍ଷ ଭିତରେ ଦେଶରେ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ହୁ ହୁ ହୋଇ ବଢ଼ିଚାଲିଛି । କୋଭିଡ଼ ମହାମାରୀ ପରେ ଗରିବ, ମଧ୍ୟବିତ୍ତ ଶ୍ରେଣୀ ଲୋକ ଦରବୃଦ୍ଧି ଯୋଗୁ ବେଶି ହନ୍ତସନ୍ତ ହେଉଛନ୍ତି । ପେଟ୍ରୋଲ୍, ଡିଜେଲ୍ ଓ ପେଟ୍ରୋଲିୟମ୍ ଉତ୍ପାଦ ଉପରେ ନୂତନ ସେସ୍ ଲାଗୁ ଯୋଗୁ ଦରଦାମ୍…

ଓଡ଼ିଶାର ୨୫ ନଗର ଓ ସହରକୁ ସଂପ୍ରସାରିତ ହେଲା ଜିଓ ଫାଇବର୍ ବ୍ରଡବ୍ୟାଣ୍ଡ୍ ସେବା

ଭୁବନେଶ୍ୱର: ଦେଶର ସର୍ବାଧିକ ଲୋକପ୍ରିୟ ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଜିଓ ଫାଇବର୍ ସମ୍ପ୍ରତି ଓଡ଼ିଶାର ୨୫ଟି ପ୍ରମୁଖ ନଗର ଓ ସହରର ଗୁରୁତ୍ୱପୂର୍ଣ୍ଣ ଅଂଚଳରେ ସେବା ପ୍ରଦାନ ଆରମ୍ଭ କରିଛିି। ନିକଟରେ ଖୋର୍ଦ୍ଧା, ବ୍ରହ୍ମପୁର, ବାଲେଶ୍ୱର ଏବଂ ଜୟପୁର ସହରରେ ଜିଓଫାଇବର ବ୍ରଡବ୍ୟାଣ୍ଡ୍…

ନୂଆ ରୂପରେ ଆସୁଛନ୍ତି ଅଭିନେତା ଲିକୁନ ଚୌଧୁରୀ

ଭୁବନେଶ୍ୱର: ଟେଲି ପରଦାର ଲୋକପ୍ରିୟ କଳାକାର ଲିକୁନ ଚୌଧୁରୀ ଏକ ନୂଆ ରୂପରେ ଆସୁଛନ୍ତି । ତରଙ୍ଗରେ ପ୍ରସାରିତ ମଙ୍ଗଳମୂର୍ତ୍ତି ପ୍ରଡକ୍ସନର ନୂଆ ସିରିୟଲ ସିନ୍ଦୁରର ଅଧିକାରରେ ଏକ ଭିନ୍ନ ଚରିତ୍ରରେ ତାଙ୍କୁ ଦେଖିବାକୁ ମିଳିବ । ଏହି ସିରିଏଲରେ ତାଙ୍କ ଚରିତ୍ରର ନାମ ମିଠୁ ରହିଛି । ଛୋଟ ବେଳୁ…

କରୋନାରୁ ସୁସ୍ଥ ହେଲେ ଆଉ ୧୦୩ ଜଣ ଆକ୍ରାନ୍ତ

ଭୁବନେଶ୍ବର : କରୋନାକୁ ନେଇ ଖୁସି ଖବର । ରାଜ୍ୟରେ ସୁସ୍ଥ ହୋଇ ଘରକୁ ଫେରିଲେ ୧୦୩ ଜଣ କରୋନା ଆକ୍ରାନ୍ତ । କଟକରୁ ୧୬ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ, ସୁନ୍ଦରଗଡ଼ରୁ ୧୬, ବରଗଡ଼ରୁ ୧୨, ଝାରସୁଗୁଡ଼ାରୁ ୧୧, ଅନୁଗୁଳରୁ ୧୦ ଜଣ ସୁସ୍ଥ ହୋଇ ଫେରିଛନ୍ତି । ସେହିପରି ସମ୍ବଲପୁରରୁ ୬,…