Latest Odisha News

BREAKING NEWS

କୋଟିଆରେ ଆନ୍ଧ୍ରର ନିର୍ବାଚନକୁ ନେଇ ଚିନ୍ତା ପ୍ରକଟ କଲେ ଧର୍ମେନ୍ଦ୍ର, କହିଲେ- ‘ମୁଖ୍ୟମନ୍ତ୍ରୀ ପଦକ୍ଷେପ ନିଅନ୍ତୁ’

ଭୁବନେଶ୍ୱର: ଓଡ଼ିଶା ଭୂଇଁରେ ଆନ୍ଧ୍ରର ନିର୍ବାଚନ । କୋରାପୁଟ ଜିଲ୍ଲାର ସୀମାନ୍ତ କୋଟିଆରେ ଶନିବାର ବଳପୂର୍ବକ ଫୋର୍ସ ଲଗାଇ ଆନ୍ଧ୍ର ସରକାର ନିର୍ବାଚନ କରାଇଛନ୍ତି । ସୁପ୍ରିମକୋର୍ଟଙ୍କ ନୋଟିସ୍ ସତ୍ତ୍ୱେ ଆନ୍ଧ୍ର ପ୍ରଶାସନ କୋଟିଆରେ ଭୋଟିଂ କରାଇଥିବା ବେଳେ ଏହାକୁ ଚିନ୍ତାର ବିଷୟ ବୋଲି…

ଟିକାକରଣ ଯୋଗୁ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଛି; ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଶନିବାର ଦିନ କରୋନାଭାଇରସ୍ ବିରୁଦ୍ଧରେ ୮୪,୮୦୦ଟି ଟିକାକରଣ କରାଯାଇଛି। ନିକଟ ଅତୀତରେ ଟିକାକରଣ କରିଥିବା ମୋଟ ତିନି ଜଣଙ୍କର ଗତ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଟିକାକରଣ କରାଯାଇଥିବା ମାମଲାରେ ମୃତ୍ୟୁ ସଂଖ୍ୟା…

ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ପିଟା ଖାଇଲା ଯୁବକ

କେନ୍ଦୁଝର: ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକଙ୍କୁ ଉତ୍ତମ ମଧ୍ୟମ ଦେଇଛନ୍ତି ଗାଁ ଲୋକ । ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଛି…

ଗ୍ରେଟା ଟୁଲକିଟ୍ ମାମଲା, ବେଙ୍ଗଳୁରୁରୁ ୨୧ ବର୍ଷୀୟା ଜଳବାୟୁ ସଂରକ୍ଷକ ଦିଶା ରବି ଗିରଫ

ନୂଆଦିଲ୍ଲୀ: ଗ୍ରେଟା ଥନବର୍ଗ ଟୁଲକିଟ୍ ମାମଲାରେ ଦିଲ୍ଲୀ ପୋଲିସର ସାଇବର ସେଲ୍ ବେଙ୍ଗଳୁରୁରୁ ଦିଶା ରବିକୁ ଗିରଫ କରିଛି । ୨୧ ବର୍ଷୀୟା ଜଳବାୟୁ ସଂରକ୍ଷକ ଦିଶା ରବିକୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଫ୍ରାଇଡେ ଫର୍ ଫ୍ୟୁଚର କ୍ୟାମ୍ପେନର ପ୍ରତିଷ୍ଠାତା ଦିଶା ରବିଙ୍କୁ ଶନିବାର ଗିରଫ କରାଯାଇଛି…

ଖୁବ୍‌ ଶୀଘ୍ର ଶାହାରୁଖ୍‌ଙ୍କ ‘ପଠାନ୍’ ପାଇଁ‌ ସୁଟିଂ ଆରମ୍ଭ କରିବେ ସଲ୍‌ମାନ

ନୂଆଦିଲ୍ଲୀ: ସୁପରଷ୍ଟାର ସଲମାନ ଖାନ ବିଗ୍ ବସ୍ ୧୪ ସିଜିନ୍‌ ଶେଷ ହେବା ପରେ ତାଙ୍କ ଆକ୍ସନ୍ ଥ୍ରୀଲର ମୁଭି 'ପଠାନ୍‌'ରେ ଘନିଷ୍ଠ ବନ୍ଧୁ ଶାହରୁଖ ଖାନଙ୍କ ସହ ସହଯୋଗ କରିବେ ବୋଲି ଘୋଷଣା କରିଛନ୍ତି। 'ପଠାନ'ରେ ସଲମାନଙ୍କର ଏକ ବିଶେଷ ଭୂମିକା ରହିଛି, ଯାହାର ଶୁଟିଂ ବର୍ତ୍ତମାନ ଚାଲିଛି। ୟଶ…

ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରଥମ ଇନିଂସରେ ଟିମ୍ ଇଣ୍ଡିଆ ୩୨୯ ରନରେ ଅଲଆଉଟ୍

ଚେନ୍ନାଇ: ଦ୍ୱିତୀୟ ଟେଷ୍ଟରେ ଭାରତ ୩୨୯ ରନରେ ଅଲଆଉଟ୍ ହୋଇଛି । ଗତକାଲିର ଅସମାପ୍ତ ୬ ଓ୍ୱିକେଟରେ ୩୦୦ ରନରୁ ଖେଳ ଆରମ୍ଭ କରି ଟିମ୍ ଇଣ୍ଡିଆ ଆଜି ମାତ୍ର ୨୯ ରନ୍ ଯୋଡ଼ିଥିଲା । ଏହି ୨୯ ରନ୍ ଭିତରେ ୪ଟି ଓ୍ୱିକେଟ ଖସାଇଥିଲେ ଇଂଲଣ୍ଡ ବୋଲର । ଗୋଟିଏ ଓଭରରେ ଅକ୍ଷର ପଟେଲ ଓ ଇଶାନ୍ତ ଶର୍ମାଙ୍କ…

ନିର୍ବାଚନ ପୂର୍ବରୁ CAAକୁ ନେଇ ରାଜନୀତି, କେରଳରେ ସଂଶୋଧିତ ଆଇନ୍ ଲାଗୁ ହେବନାହିଁ କହିଲେ ବିଜୟନ

ଥିରୁଅନନ୍ତପୁରମ୍: କେରଳରେ ଆଗକୁ ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ପୂର୍ବରୁ ସଂଶୋଧିତ ନାଗରିକତା ଆଇନକୁ ନେଇ ଆରମ୍ଭ ହୋଇଛି ଭୋଟ୍ ରାଜନୀତି । ଗୋଟିଏ ପଟେ କୋଭିଡ୍ ଟିକାକରଣ ସରିବା ପରେ ଦେଶରେ ସଂଶୋଧିତ ନାଗରିକା ଆଇନ୍ ଲାଗୁ ହେବା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ।…

ଆଜିଠୁ ଆରମ୍ଭ ହେବ ‘କୁମ୍ଭ ବୈଠକ’

ନୂଆଦିଲ୍ଲୀ: ରବିବାର ଦିନ ବୃନ୍ଦାବନରେ ୪୦ ଦିନିଆ କୁମ୍ଭ ବୈଠକ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଉତ୍ତରପ୍ରଦେଶର ହରିଦ୍ୱାରରେ ଫେବୃଆରୀ ଶେଷରେ ହେବାକୁ ଥିବା ବୃହତ୍‌ କୁମ୍ଭ ମେଳା ଉତ୍ତରାଖଣ୍ଡ ବ୍ରିଜ୍‌ ତିର୍ଥ ବିକାଶ ପରିଷଦ ଦ୍ୱାରା ଏହି ମେଳା ଆୟୋଜିତ ହେଉଛି। ପ୍ରଥମ ଶୁଭ ସ୍ନାନ…

ପୁଲୱାମା ଆକ୍ରମଣର ସହିଦଙ୍କ ସ୍ମୃତିରେ ବିରାଟ ତ୍ରିରଙ୍ଗା ଯାତ୍ରା

ଭୁବନେଶ୍ୱର: ଜମ୍ମୁ କଶ୍ମୀର ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ଆଜି ୨ ବର୍ଷ ପୁରିଛି  । ସହିଦ ବୀର ଯବାନଙ୍କୁ ମନେ ପକାଉଛି ସାରା ଦେଶ । ଏହି ଅବସରରେ ଭୁବନେଶ୍ୱରରେ ବିରାଟ ତ୍ରିରଙ୍ଗା ଯାତ୍ରାର ଆୟୋଜନ କରାଯାଇଛି । ଭୁବନେଶ୍ୱର ଉତ୍କଳ ଷ୍ଟୁଡେଣ୍ଟ ଆସୋସିଏସନ ପକ୍ଷରୁ ବାଣୀବିହାରରୁ…

କାବୁ ପାଉଛି କରୋନା: ୨୪ ଘଣ୍ଟାରେ ଦେଶରୁ ୧୨ ହଜାର ପଜିଟିଭ୍, ୧୧ ହଜାର ସୁସ୍ଥ, ୯୨ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ଚେନ୍ ଭାଙ୍ଗୁଛି । ଦୈନିକ ସଂକ୍ରମଣ ଖସୁଛି । ସୁସ୍ଥ ହାର ବଢୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ଆଉ ୧୨ହଜାର ୧୯୪ ଜଣ ନୂଆ ଆକ୍ରାନ୍ତ । ଏହି ସମୟରେ ସୁସ୍ଥ ହୋଇଛନ୍ତି ୧୧ହଜାର ୧୦୬ ସଂକ୍ରମିତ । ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା…