Latest Odisha News

BREAKING NEWS

ଓଡ଼ିଆ କଣ୍ଠଶିଳ୍ପୀ ସୁଧା ମିଶ୍ରଙ୍କୁ ମିଳିବ ପ୍ରଣବ ପରମ୍ପରା ସମ୍ମାନ

ଭୁବନେଶ୍ୱର : ବିଶ୍ୱ ମାତୃଭାଷା ଦିବସର ପୂର୍ବ ଦିନ ସମ୍ଭାବନା ପକ୍ଷରୁ ଓଡ଼ିଆ କଣ୍ଠଶିଳ୍ପୀ ସୁଧା ମିଶ୍ରଙ୍କୁ ପ୍ରଣବ ପରମ୍ପରା ସମ୍ମାନରେ ସମ୍ବର୍ଦ୍ଧିତ କରାଯିବ ବୋଲି ସମ୍ଭାବନାର ପରିଚାଳନା ଟ୍ରଷ୍ଟି ଦେବପ୍ରସାଦ ପରିଜା ସୂଚନା ଦେଇଛନ୍ତି। ଜୟଦେବ ଭବନ ପରିସରରେ ହେବାକୁ ଥିବା ଏହି…

ଅନୁଗୁଳ ଷ୍ଟେସନରେ ୧୩ ଯୋଡ଼ା ସ୍ୱତନ୍ତ୍ର ଟ୍ରେନର ସମୟରେ ପରିବର୍ତ୍ତନ, ଜାଣନ୍ତୁ ସବିଶେଷ ତଥ୍ୟ…

ଅନୁଗୁଳ: ଅନୁଗୁଳ ଷ୍ଟେସନ ଠାରେ ବିଶେଷ ଟ୍ରେନ ଗୁଡିକର ସମୟ ସାରଣୀରେ ପରିବର୍ତ୍ତନ କରାଯାଉଛି। ଅନୁଗୁଳ ଓ କେରେଜଙ୍ଗ ଷ୍ଟେସନ ମଧ୍ୟରେ ଦୋହରୀକରଣ କାର‌୍ୟ୍ୟ ସମ୍ପାଦନ ସହ କାର୍ଯ୍ୟକ୍ଷମ ଦୃଷ୍ଟିକୋଣରୁ ଟ୍ରେନ ପରିଚାଳନା ସୁବିଧା ପାଇଁ ଅନୁଗୁଳ ଷ୍ଟେସନରେ ସ୍ପେଶାଲ ଟ୍ରେନର ସମୟ ସଂଶୋଧନ…

ନନ୍ଦନକାନନରେ ଆରମ୍ଭ ହେଲା ଟଏ୍ ଟ୍ରେନ୍ ସେବା

ଭୁବନେଶ୍ୱର: ନନ୍ଦନକାନନରେ ପର୍ଯ୍ୟଟକ ମାନଙ୍କ ଲାଗି ଟଏ୍ ଟ୍ରେନ୍ ସେବା ପୁନଃ ଆରମ୍ଭ ହୋଇଛି। ଯାହା ଏବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଅନ୍ୟତମ ଆକର୍ଷଣ ପାଲଟିଛି। ଟଏ୍ ଟ୍ରେନ୍ ସେବା ପାଇଁ ୮୦ ଟଙ୍କା ଟିକେଟ୍ ରହିଛି। ଏହି ପ୍ରାଣୀ ଉଦ୍ୟାନରେ ୬ଟି ଖେଳନା ଟ୍ରେନ୍ ଅଛି ଯାହା ପର୍ଯ୍ୟଟକ…

ଧୁମ୍‌-୪ରେ ଲେଡି ଭିଲେନ୍

ମୁମ୍ବାଇ: ବଲିଉଡର ପପୁଲାର ଫ୍ରାଂଚାଇଜି ଧୁମ୍ ନିଜର ଚତୁର୍ଥ ପାର୍ଟ ପାଇଁ ଯୋଜନା ଚଳାଇଛି । ପୂର୍ବରୁ ଏହି ଫିଲ୍ମର ତିନୋଟି ପାର୍ଟରେ ମେଲ୍ ଭିଲେନ୍ ଥିଲାବେଳେ ଆଗକୁ କିନ୍ତୁ ବ୍ୟତିକ୍ରମ ଦେଖାଯିବ । କାହିଁକି ନା ଧୁମ୍‌-୪ରେ ଦର୍ଶକଙ୍କ ସାମ୍ନାକୁ ଆସିବେ ଜଣେ ଫିମେଲ୍ ଭିଲେନ୍ । ଖବର ଆସିଛି…

ଯାଜପୁରରୁ ହାତୀ ଦାନ୍ତ ଜବତ, ତିନି ଗିରଫ

ଯାଜପୁର: ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସଟିଏଫ୍‌) ଆଜି କବାଟବନ୍ଧ ଛକନିକଟ ବ୍ରାହ୍ମଣୀ ବ୍ରିଜ ନିକଟରେ ଚଢଉ କରି ତିନିଟି ହାତୀ ଦାନ୍ତ ଜବତ କରିଛି । ଏଥି ସହ ତିନି ଜଣଙ୍କୁ ଗିରଫ କରିଛି । ଏମାନେ ହେଲେ କେନ୍ଦୁଝର ଭଗବାନପୁରର ପୀତବାସ ବାରିକ, ବଡ଼ବିଲର ଆନନ୍ଦ ମହାକୁଡ଼ ଓ ଯାଜପୁର କଣ୍ଟାବନ୍ଧର…

ଇସ୍ତଫା ଦେଲେ ଟିଏମସିର ରାଜ୍ୟସଭା ସାଂସଦ ଦୀନେଶ ତ୍ରିବେଦୀ

ନୂଆଦିଲ୍ଲୀ:ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ଆଜି ତୃଣମୂଳ କଂଗ୍ରେସର ସିନିୟର ନେତା ଦୀନେଶ ତ୍ରିବେଦୀ ରାଜସଭାରୁ ଇସ୍ତଫା ଦେଇଛନ୍ତି । ଏହା ମମତା ବାନାର୍ଜୀଙ୍କ ପ୍ରତି ଏକ ବଡ ଧକ୍କା ସଦୃଶ । ମୁଁ ଅଣ ନିଃଶ୍ୱାସୀ ହୋଇ ପଡିଥିଲି । ରାଜ୍ୟରେ ହିଂସା ରୋକିବାରେ ବ୍ୟକ୍ତିଗତ ଭାବେ ବିଫଳ । ଆମେ…

ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିରରୁ ବାଇ-ଲ ତୁରନ୍ତ ପ୍ରତ୍ୟାହାର ଲାଗି ଦାବି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏକାମ୍ର କ୍ଷେତ୍ରର ଦୁଇ ମନ୍ଦିର ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିରରୁ ପ୍ରସ୍ତାବିତ ବାଇ-ଲ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି । ଏ ନେଇ ସେ ଟ୍ୱିଟ୍ କରିଛନ୍ତି । Central Govt should immediately withdraw the…

ମାତ୍ର କେଇ ସେକେଣ୍ଡର କାହାଣୀ

ଭୁବନେଶ୍ୱର: ଜୀବନ ମୃତ୍ୟୁର ଖେଳ ତ ସବୁବେଳେ ଚାଲେ । ହେଲେ ଶେଷରେ ମୃତ୍ୟୁ ହିଁ ବିଜୟଲାଭ କରିଥାଏ । ହେଲେ ଆମ ମଧ୍ୟରୁ ବହୁତ କମ ଲୋକ ଥିବେ, ଯିଏ କି ମୃତ୍ୟୁକୁ ଅତି ନିକଟରୁ ଦେଖିଥିବେ । ଏହିଭଳି ଏକ ଘଟଣାର ସିସିଟିଭି ଫୁଟେଜ ଆମ ହାତରେ ଲାଗିଛି । ଯାହାକୁ ଦେଖିଲେ ଆପଣ ବି ଭାବିବେ, ସତରେ…

ଆଇପିଏଲ ନିଲାମ ପାଇଁ ଶର୍ଟଲିଷ୍ଟ ଜାରି

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍ ୧୪ତମ ସିଜନ ପାଇଁ ଖେଳାଳିଙ୍କ ମିନ ଅକ୍ସନ ୧୮ ଫେବୃୟାରୀରେ ହେବ । ଏଥିପାଇଁ ୧୬୪ ଭାରତୀୟ ଓ ୧୨୮ ବିଦେଶୀ ଖେଳାଳିଙ୍କ ଶର୍ଟଲିଷ୍ଟ କରାଯାଇଛି । ୧. ଆଫଗାନିସ୍ତାନର ସ୍ପିନ ବୋଲର ନୂର ଅହମ୍ମଦ ସବୁଠାରୁ ଯୁବ ଖେଳାଳି(୧୬ବର୍ଷ) ଭାବେ ନିଲାମ ପ୍ରକ୍ରିୟାରେ…

କବିତା : ଅନ୍ୟମନସ୍କ ବେଳାର ସାଥୀ

✍️ ସଞ୍ଜିତା ପ୍ରଧାନ   ତୋ ମସ୍ତିଷ୍କ ଅରଣ୍ୟରେ କେତେ ଶବ୍ଦ ବୃକ୍ଷ ସାଇତି ରଖିଛୁ କହିଲୁ ? ଏମିତି ଲେଖିଚାଲିଛୁ ଯେ ଲେଖିବା ବନ୍ଦ ହେଉନି.. ମତେ ତୋର ଆଙ୍ଗୁଳି ନିର୍ଦ୍ଦେଶରେ ହୃଦୟ ଭାବନାରେ ଛନ୍ଦି କେତେ ଦୌଡାଇବୁ  ? ମୁଁ ଥକି ଯାଉଛି ହେଲେ ଦେଖୁଛି ତୁ ତୋ ଭାବନାରେ ରହିଛୁ !…