Latest Odisha News

BREAKING NEWS

ଲଦାଖ ସୀମାରୁ ଟ୍ୟାଙ୍କ ପଛକୁ ହଟାଇଲା ଚୀନ

ନୂଆଦିଲ୍ଲୀ : ବୁଝାମଣା ପରେ ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟରୁ ସୈନ୍ୟ ପ୍ରତ୍ୟାହାର କାର୍ଯ୍ୟ ଆରମ୍ଭ କରିଛନ୍ତି ଭାରତ ଓ ଚୀନ । ଉଭୟ ଦେଶ ପାଙ୍ଗୋଙ୍ଗ ହ୍ରଦର ଉଭୟ ପାର୍ଶ୍ୱରେ ମୁତୟନ କରିଥିବା ଟ୍ୟାଙ୍କ ଓ ଯୁଦ୍ଧ ଯାନବାହନକୁ ପଛକୁ ହଟାଉଛନ୍ତି । ବୁଝାମଣା ଅନୁଯାୟୀ, ପ୍ରଥମ ଦଫାରେ ଭାରତୀୟ…

ହିଞ୍ଜିଳିକାଟୁରେ ୨୮ କୋଟି ଟଙ୍କାର ୧୪ଟି ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଗଞ୍ଜାମକୁ ମୁଖ୍ୟମନ୍ତ୍ରୀଙ୍କ ନୂଆ ଗିଫ୍ଟ । ହିଞ୍ଚିଳିକାଟୁରେ ୨୮ କୋଟି ଟଙ୍କାର ୧୪ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହିଞ୍ଜିଳିକାଟୁ RMC ପରିସରରେ ୧୬ କୋଟି ୭୭ ଲକ୍ଷ ୪୧ ହଜାର ଟଙ୍କାରେ ନିର୍ମିତ ଉପଖଣ୍ଡ ଚିକିତ୍ସାଳୟ, ୩ କୋଟି ୨୧ ଲକ୍ଷ…

ଦେଶରେ ମହଙ୍ଗା ହେଲା ବିମାନ ଯାତ୍ରା

ନୂଆଦିଲ୍ଲୀ : ଦେଶରେ ଆଜିଠୁ ମହଙ୍ଗା ହେଲା ବିମାନ ଯାତ୍ରା । ବିମାନ ଯାତ୍ରୀଙ୍କ ଏଣିକି ଦେବାକୁ ପଡ଼ିବ ଅଧିକ ୩୦% ଅର୍ଥ । ବର୍ଦ୍ଧିତ ଭଡ଼ା ମାର୍ଚ୍ଚ ୩୧ ତାରିଖ ଯାଏଁ ଜାରି ରହିବ । ଏନେଇ ନିର୍ଦ୍ଦେଶନାମା ଜାରି କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ନୂଆ ନିର୍ଦ୍ଦେଶନାମା…

ଦେଶଦ୍ରୋହ ଅପରାଧରେ ଈଶ୍ୱର ବେହେରାକୁ ଆଜୀବନ କାରାଦଣ୍ଡ

ବାଲେଶ୍ୱର : ଦେଶଦ୍ରୋହ ଅପରାଧରେ ଈଶ୍ୱର ଦୋଷୀ ସାବ୍ୟସ୍ତ । ପାକିସ୍ତାନକୁ ପ୍ରତିରକ୍ଷା ବିଭାଗର ଗୁପ୍ତତଥ୍ୟ ଦେବା ଅଭିଯୋଗରେ ବାଲେଶ୍ୱର ଏଡିଜେ କୋର୍ଟ ଈଶ୍ୱର ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ସଜା ଶୁାଣାଇଛନ୍ତି । ତାଙ୍କ ବିରୋଧରେ ୧୨୦ ଏ, ବି, ୧୨୧ ସେକ୍ସନ ୩ ଓ ସେକ୍ସନ ୪…

ରିକ୍ସା ଚାଳକଙ୍କ ଝିଅ ଫେମିନା ମିସ୍ ଇଣ୍ଡିଆ ୨୦୨୦ ରନର୍ସ ଅପ୍

ନୂଆଦିଲ୍ଲୀ :ରିକ୍ସା ଚାଳକଙ୍କ ଝିଅ ଫେମିନା ମିସ୍ ଇଣ୍ଡିଆ ୨୦୨୦ ରନର୍ସ ଅପ୍ । ମାନ୍ୟା ସିଂହଙ୍କ ଏହି ଯାତ୍ରା ବହୁତ ସଂଘର୍ଷମୟ ଥିଲା। ମିସ ଇଣ୍ଡିଆ ମଞ୍ଚ ଯାଏଁ ପହଞ୍ଚିବା ତାଙ୍କ ପାଇଁ ସହଜ ନଥିଲା । ଇନଷ୍ଟାଗ୍ରାମରେ ସେ ନିଜ କାହାଣୀ ସେୟାର କରିଛନ୍ତି। କିଭଳି ଜଣେ ରିକ୍ସା ଚାଳକଙ୍କ ଝିଅ…

ରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ ଅଭିଯାନରେ ମୁସଲମାନ ସମ୍ପ୍ରଦାୟକୁ ଯୋଡିବାକୁ ନିଷ୍ପତ୍ତି : କାଲିଠୁ ଆରମ୍ଭ…

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ମୁସଲମାନ ସମ୍ପ୍ରଦାୟ ଠାରୁ ପାଣ୍ଠି ସଂଗ୍ରହ କରିବ ଆରଏସଏସ । ପାଣ୍ଠି ସଂଗ୍ରହ ଅଭିଯାନରେ ମୁସଲମାନ ସମ୍ପ୍ରଦାୟକୁ ଯୋଡିବାକୁ ନିଷ୍ପତ୍ତି ନିଆଯାଇଛି । ସଂଘ ସହ ଜଡିତ ରାଷ୍ଟ୍ରୀୟ ମୁସଲମାନ ମଞ୍ଚ ନାମକ ସଂଗଠନ ମନ୍ଦିର ନିର୍ମାଣ ପାଇଁ ମୁସଲମାନ…

ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣାରେ ସିପିଙ୍କ ପ୍ରେସମିଟ୍, କହିଲେ ‘ବିବାହ ବିବାଦରୁ ହୋଇଥିଲା…

ଭୁବନେଶ୍ୱର: ଭରତପୁର-ଚନ୍ଦକା ଦାଶପୁରରେ ମହିଳାଙ୍କର ମୁଣ୍ଡବିହୀନ ମୃତଦେହ ମିଳି ଘଟଣାରେ ଆଜି ପର୍ଦ୍ଦାଫାଶ ହୋଇଛି । ବିବାହ ବିବାଦକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି । ପୂର୍ବରୁ ମୁଣ୍ଡବିହୀନ ଶରୀର…

ତପୋବନ ଟନେଲରେ ପାଣି ଭର୍ତ୍ତି, ଉଦ୍ଧାର କାର୍ଯ୍ୟ ସ୍ଥଗିତ

ଚମୋଲୀ: ତପୋବନ ଟନେଲ୍‌ରେ ପାଣି ଭରି ରହିଛି । ଏଥିପାଇଁ ରେସ୍କ୍ୟୁ ଅପରେସନକୁ ଏବେ ସ୍ଥଗିତ ରଖାଯାଇଛି । ଏବେ ସୁଦ୍ଧା ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇସାରିଛି । ସେପଟେ ୧୭ରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି। ୫ମ ଦିନରେ ମଧ୍ୟ ତପୋବନ ଟନେଲରେ ଫସିଥିବା ୩୦ରୁ ଅଧିକ…

ମୁଁ ଖୁସି ଯେ ଭୁବନେଶ୍ୱରବାସୀ ମୋ ଅନୁପସ୍ଥିତି ଅନୁଭବ କରୁଛନ୍ତି: ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ସ୍ଥାନରେ ଅପରାଜିତା ଷଡଙ୍ଗୀ ନିଖୋଜ ଥିବା ନେଇ ପୋଷ୍ଟର ମାରିବାର କିଛି ଘଣ୍ଟା ପରେ ସାଂସଦ ଅପରାଜିତା କହିଛନ୍ତି ଯେ ସାଂସଦରେ ଚାଲିଥିବା ବଜେଟ ଅଧିବେଶନରେ ଯୋଗ ଦେବା ମୋର କର୍ତ୍ତବ୍ୟ । ସେ ଆସନ୍ତା ୧୫ ତାରିଖରେ ଭୁବନେଶ୍ୱର ଫେରୁଥିବା ସୂଚନା ଦେଇଛନ୍ତି ।…

ଗଞ୍ଜେଇ କାରବାର ପର୍ଦ୍ଦାଫାସ କଲା ପୋଲିସ, ୪ଗିରଫ

ଢେଙ୍କାନାଳ: ଗଞ୍ଜେଇ କାରବାର ପର୍ଦ୍ଦାଫାସ କଲା ପୋଲିସ । ଢେଙ୍କାନାଳ ଶକ୍ତି ସୁଗାର ମିଲ୍‌ ନିକଟରୁ ୩୪ କେଜି ଗଞ୍ଜେଇ ଜବତ କରିବା ସହ ୪ଜଣଙ୍କୁ ଗିରଫ କରିଛି ଟାଉନ୍‌ ଥାନା ପୋଲିସ । କନ୍ଧମାଳରୁ ଭୁବନେଶ୍ୱର ଦେଇ କୋଲକାତା ହେଉଥିଲା ଗଞ୍ଜେଇ ଚାଲାଣ । ବିଶେଷ ସୁତ୍ରରୁ ସୂଚନା ପାଇ ବୁଧବାର…