Latest Odisha News

BREAKING NEWS

ପେଗାସସ୍ ମାମଲା ତଦନ୍ତ କରିବ କମିଟି, ସୁପ୍ରିମକୋର୍ଟଙ୍କୁ ଅବଗତ କଲା କେନ୍ଦ୍ର

ନୂଆଦିଲ୍ଲୀ: ପେଗାସସ୍ ମାମଲା ତଦନ୍ତ ପାଇଁ ଗଠନ ହେବ କମିଟି । ଏଥିପାଇଁ ବିଶେଷଜ୍ଞ କମିଟି ଗଠନ କରାଯିବ । ଏନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି କେନ୍ଦ୍ର ସରକାର । ଦୁଇ ପୃଷ୍ଠା ସମ୍ବଳିତ ସତ୍ୟପାଠ ଦାଖଲ କରିଛନ୍ତି । ଗୁପ୍ତରେ ତଥ୍ୟ ସଂଗ୍ରହ କିମ୍ବା କାହା ଉପରେ ନଜର ରଖଯାଇଥିବା…

ଟ୍ୱିନ୍‌ ସିଟିରେ ବଜ୍ରପାତ ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ସୋମବାର ଦିନ ଅପରାହ୍ନ ୩.୩୦ ପର୍ଯ୍ୟନ୍ତ ଟ୍ୱିନ୍‌ ସିଟିରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି। ଏହାସହିତ ରାଜ୍ୟର ୧୦ ଟି ଜିଲ୍ଲାର କେତେକ ସ୍ଥାନରେ ବଜ୍ରପାତ ସହିତ ହାଲୁକା ମଧ୍ୟମ ଧରଣର ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ…

କରୋନା ଭୟରେ ୨୦ ବର୍ଷ ପରେ ଗୁମ୍ଫାରୁ ବାହାରି ଟିକା ନେଲେ ବ୍ୟକ୍ତି

ନୂଆଦିଲ୍ଲୀ: କରୋନା ଭୂତାଣୁରୁ ସୁରକ୍ଷା ପାଇଁ ଲୋକଙ୍କ ମଧ୍ୟରେ ଟିକାକରଣ ଅଭିଯାନକୁ ନେଇ ସଚେତନତା ପ୍ରସାର କରାଯାଉଛି। ଏସବୁ ମଧ୍ୟରେ ଜଣେ ୭୦ ବର୍ଷ ବୟସ୍କ ବ୍ୟକ୍ତି ଟିକା ନେଇ ସମାଜ ପାଇଁ ଏକ ଉଦାହରଣ ପାଲଟିଛନ୍ତି। ବାସ୍ତବରେ, ଏହି ବ୍ୟକ୍ତି ସାଇବେରିଆର ଏକ ଗୁମ୍ଫାରେ ରହୁଥିଲେ। ପ୍ରାୟ ୨୦…

ଆଗକୁ ଶିଶୁଙ୍କ ସଂକ୍ରମଣ ସଂଖ୍ୟା ବଢ଼ିବା ସମ୍ଭାବନା ରହିଛି: ଡିଏମଇଟି

ଭୁବନେଶ୍ୱର: ରାଜ୍ୟରେ ଶିଶୁ ସଂକ୍ରମିତଙ୍କ ସଂଖ୍ୟା ବଢିଛି । ଗତ ୨୪ ଘଣ୍ଟାରେ ୧୮ ବର୍ଷରୁ କମ୍ ୧୦୪ ଜଣ ଶିଶୁଙ୍କ କରୋନା ସଂକ୍ରମିତ ହୋଇଛନ୍ତି । ଶିଶୁଙ୍କର ସିଭିଅରିଟି କମ୍ ରହିଛି । ସଂକ୍ରମଣ ଉପର ମୁଁହା ହେଲେ କୌଣସି ଲହର ଆସିଲା ବୋଲି ଜଣା ପଡିବ । ଏବେ ସେମିତି ଅବସ୍ଥା ନାହିଁ ବୋଲି…

ଆର୍‌ ବାଲ୍କିଙ୍କ ଫିଲ୍ମରେ ସନ୍ନିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ: ଚିନି କମ୍ ଏବଂ ପ୍ୟାଡ୍ ମ୍ୟାନ୍ ଭଳି ଚର୍ଚ୍ଚିତ ଚଳଚ୍ଚିତ୍ର ପାଇଁ ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ଆର ବାଲ୍କି ଏକ ନୂଆ ଚଳଚ୍ଚିତ୍ର ନିର୍ମାଣ ପାଇଁ ପ୍ରସ୍ତୁତ ହେଉଛନ୍ତି। ଚଳଚ୍ଚିତ୍ରର ଶୀର୍ଷକ ଏଯାଏଁ ସ୍ପଷ୍ଟ ହୋଇନାହିଁ। ତେବେ ଏଥିରେ କେଉଁ ଷ୍ଟାର୍‌କାଷ୍ଟମାନେ ନଜର ଆସିବେ ତାର…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କ ସମେତ ୫ ଜଣଙ୍କୁ କ୍ରାଇମବ୍ରାଞ୍ଚର ଜେରା

ପାରଳାଖେମୁଣ୍ଡି: ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତଦନ୍ତକୁ ତ୍ୱରାନ୍ୱିତ କରିଛି କ୍ରାଇମବ୍ରାଞ୍ଚ । ସୌମ୍ୟଙ୍କ ସରରକାରୀ କ୍ୱାର୍ଟର୍ସରୁ ସାଇଣ୍ଟିଫିକ୍ ତଥ୍ୟ ପ୍ରମାଣ ଯୋଗାଡ କରିବା ପରେ ଆରମ୍ଭ ହୋଇଛି ଜେରା । ଆଜି ପାରଳାଖେମୁଣ୍ଡି ଥାନାପେ ୫ ଜମଙ୍କୁ ଜେରା ଚାଲିଛି ।…

ଆଫ୍‌ଗାନିସ୍ତାନରେ ତାଲିବାନୀଙ୍କ ରାଜୁତି; ବଦଳିବ ଦେଶର ନାଁ

ନୂଆଦିଲ୍ଲୀ: ତାଲିବାନ ଆଫ୍‌ଗାନିସ୍ତାନର ରାଜଧାନୀ କାବୁଲରେ ପ୍ରବେଶ ପରେ ଆଫଗାନିସ୍ତାନର ରାଷ୍ଟ୍ରପତି ଭବନକୁ ମଧ୍ୟ ନିଜ ନିୟନ୍ତ୍ରଣକୁ ନେଇଛି ତାଲିବାନ। ରିପୋର୍ଟ ଅନୁଯାୟୀ ରାଜଧାନୀ କାବୁଲର ରାଷ୍ଟ୍ରପତି ଭବନ ଭିତରେ ତାଲିବାନ ଯୁଦ୍ଧବିମାନର ଏକ ବଡ଼ ଦଳ ଦେଖିବାକୁ ମିଳିଥିଲା।…

ପୁରୀ ସ୍ୱର୍ଗଦ୍ୱାରରେ ଆଜିଠୁ ଜିଲ୍ଲା ବାହାର ଲୋକ କରିପାରିବେ ଶବ ସତ୍କାର

ପୁରୀ: ଆଜିଠୁ ପୁରୀ ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାର ଲୋକଙ୍କର ଶବ ସତ୍କାର କରିପାରିବେ ଆତ୍ମୀୟ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଜାରି କରିଥିବା କଟକଣାକୁ କୋହଳ କରିଛି । କେବଳ କୋଭିଡ୍ ନେଗେଟିଭ୍ ରିପୋର୍ଟ ଥିବା ବ୍ୟକ୍ତିଙ୍କର ଶବ ସତ୍କାର କରିପାରିବେ । ଅନ୍ତିମ…

ଆଫଗାନିସ୍ତାନର ଏଭଳି ସଙ୍କଟ ପାଇଁ ବାଇଡେନ୍‌ ଦାୟୀ; ଟ୍ରମ୍ପ୍‌

ୱାଶିଂଟନ୍: ଆଫଗାନିସ୍ତାନ ସରକାର ପତନ ପରେ ତାଲିବାନ ଆଫଗାନିସ୍ତାନର ରାଜଧାନୀ କାବୁଲକୁ ନିଜ ନିୟନ୍ତ୍ରଣକୁ ଆଣିବା ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଫ୍‌ଗାନିସ୍ତାନର ଏଭଳି ସଙ୍କଟ ପାଇଁ ଜୋ ବାଇଡେନ୍‌ଙ୍କୁ ଦାୟୀ କରିଛନ୍ତି ଏବଂ ବାଇଡେନ୍‌ ଇସ୍ତଫା ଦିଅନ୍ତୁ ବୋଲି…

ସ୍କୁଲକୁ ପଢ଼ିବାକୁ ଆସିଲେ ନବମ ଶ୍ରେଣୀ ପିଲା

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ନବମ ଶ୍ରେଣୀରେ ପାଠପଢ଼ା । କରୋନା ସଂକ୍ରମଣ କମିବା ପରେ ସ୍ଥିତିକୁ ଦୃଷ୍ଟିରେ ରଖି କ୍ଲାସରୁମରେ ପାଠପଢ଼ା ଆରମ୍ଭ ହୋଇଛି । ଅଭିଭାବକଙ୍କ ଅନୁମତି ନେଇ ପିଲାମାନେ ଆସିଛନ୍ତି ସ୍କୁଲ । ସକାଳ ୯ଟାରୁ କ୍ଲାସ ଆରମ୍ଭ ହୋଇଥିବା ବେଳେ ସାଢ଼େ ୧୨ଟାରେ ସରିବ…