Latest Odisha News

ଟ୍ୱିଟରରେ ‘ଭାରତ ରତ୍ନ’ରେ ସମ୍ମାନିତ କରିବା ଅଭିଯାନକୁ ନେଇ ଏମିତି କହିଲେ ରତନ ଟାଟା

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦେଶର ଜଣାଶୁଣା ଶିଳ୍ପପତି ରତନ ଟାଟାଙ୍କ ବିଷୟରେ ଟ୍ୱିଟରରେ ଏକ ଅଭିଯାନ ଚାଲିଛି। ରତନ ଟାଟାଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବାର ଦାବି ଉଠିଛି। ବହୁ ସଂଖ୍ୟକ ଲୋକ ଟ୍ୱିଟରରେ ଏଭଳି ଟ୍ୱିଟ୍ କରୁଛନ୍ତି। ଏ ନେଇ ରତନ ଟାଟାଙ୍କ ପ୍ରତିକ୍ରିୟା ସାମ୍‌ନାକୁ ଆସିଛି।…

ଜିଲ୍ଲାପାଳଙ୍କ ୟୁଟର୍ଣ୍ଣ, କହିଲେ, କୋଭିଡ୍‌ ଟୀକା ନ ନେଲେ କଟିବନି ଦରମା

କଟକ: ବଦଳିଲା କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । କୋଭିଡ୍‌ ଟୀକା ନ ନେଲେ ଦରମା କଟିବ ବୋଲି ଜାରି ହୋଇଥିବା ନିର୍ଦ୍ଦେଶ ୨୪ ଘଣ୍ଟା ମଧ୍ୟରେ ବଦଳିଯାଇଛି । ବିଭିନ୍ନ ମହଲରୁ ସମାଲୋଚନା ପରେ ସ୍ପଷ୍ଟୀକରଣ ଦେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଟୀକା ନ ନେଲେ ଦରମା କଟାଯିବ ନାହିଁ ବୋଲି ସୂଚନା…

ଫିଲ୍ମ ‘ରାଧେ ଶ୍ୟାମ’ର ପ୍ରି-ଟିଜର ରିଲିଜ୍; ଲଭର୍‌ ବଏ୍‌ ଲୁକ୍‌ରେ ନଜର ଆସିଲେ ପ୍ରଭାସ

ନୂଆଦିଲ୍ଲୀ: 'ବାହୁବଲୀ' ମେଗା ଷ୍ଟାର ପ୍ରଭାସ ବର୍ତ୍ତମାନ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ରାଧେ ଶ୍ୟାମ୍‌' ପାଇଁ ଚର୍ଚ୍ଚାରେ ଅଛନ୍ତି। ପ୍ରଭାସଙ୍କ ପ୍ରଶଂସକମାନେ ଦୀର୍ଘ ଦିନ ଧରି ଫିଲ୍ମ ରିଲିଜକୁ ଅପେକ୍ଷା କରି ରହିଥିଲେ। ଏଥି ସହିତ 'ରାଧେ ଶ୍ୟାମ'ର ନିର୍ମାତାମାନେ ଫିଲ୍ମର ଏକ ଛୋଟ…

ଗୁଜୁରାଟରେ ବିଜେପିକୁ ପରାସ୍ତ କରିବାକୁ ସାମର୍ଥ୍ୟ କେବଳ ଆପ୍‌ ପାଖରେ ରହିଛି; ମନୀଷ ସିସୋଦିଆ

ନୂଆଦିଳ୍ଲୀ: ସ୍ଥାନୀୟ ନିର୍ବାଚନ ପୂର୍ବରୁ ଅହମ୍ମଦାବାଦରେ ଏକ ରୋଡ୍ ସୋ ଆରମ୍ଭ କରି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଶନିବାର ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଗୁଜୁରାଟରେ ଶାସକ ଭାରତୀୟ ଜନତା ପାର୍ଟିକୁ ପରାସ୍ତ କରିବାର ସାମର୍ଥ୍ୟ କେବଳ ଆମ୍ ଆଦମୀ ପାର୍ଟି ନିକଟରେ ରହିଛି।…

ଭାଙ୍ଗୁଛନ୍ତି ଘର, ନଷ୍ଟ କରୁଛନ୍ତି ଫସଲ : ତେଲକୋଇରେ ଥମୁନି ହାତୀ ଉପଦ୍ରବ

ତେଲକୋଇ: ଥମୁନି ହାତୀ ଉପଦ୍ରବ । କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ୍‌ ଅଞ୍ଚଳରେ ହାତୀ ଉପଦ୍ରବ ବଢିବାରେ ଲାଗିଛି । ଯାହାକୁ ନେଇ ସ୍ଥାନୀୟଲୋକଙ୍କ ମନରେ ଅସନ୍ତୋଷ ଓ ଭୟ ସୃଷ୍ଟି ହୋଇଛି । ଖବର ଅନୁଯାୟୀ, ହାତୀ ପଲ ଅଞ୍ଚଳରେ କେତେବେଳେ କାହା ଘର ଭାଙ୍ଗୁଛନ୍ତି ତ ଆଉ…

ସନ୍ନି ଲିଓନଙ୍କୁ ଜେରା କଲା କ୍ରାଇମ୍ ବ୍ରାଞ୍ଚ !

କୋଚି(କେରଳ): କେରଳ ଯାଇ ଫସିଗଲେ ଅଭିନେତ୍ରୀ ସନ୍ନି ଲିଓନ । ନିକଟରେ ତାଙ୍କୁ କେରଳ କ୍ରାଇମ୍ ବ୍ରାଞ୍ଚ ଜେରା କରିଛି । ତାଙ୍କ ବିରୋଧରେ ଆସିଛି ଠକେଇ ଭଳି ସଙ୍ଗୀନ ଅଭିଯୋଗ । ପୋଲିସ ରିପୋର୍ଟ ଅନୁଯାୟୀ ସନ୍ନିଙ୍କ ବିରୋଧରେ ୨୯ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ଆସିବା ପରେ ତାଙ୍କୁ କେରଳ…

ଦିଲଜିତ ଦୋସାଞ୍ଜଙ୍କ ଭାଇରାଲ୍‌ ସଙ୍ଗ୍‌ “RiRi”ର ଭିଡିଓ ରିଲିଜ

ନୂଆଦିଳ୍ଲୀ: ଦିଲଜିତ ଦୋସାଞ୍ଜ ତାଙ୍କର ସର୍ବଶେଷ ଭାଇରାଲ ଗୀତ "RiRi" ର ଭିଡିଓ ରିଲିଜ କରିଛନ୍ତି। ଦିଲଜିତ କିଛି ଦିନ ପୂର୍ବରୁ କୃଷକଙ୍କ ବିରୋଧକୁ ରିହାନ୍ନାଙ୍କ ସମର୍ଥନକୁ ସମର୍ଥନ କରି ଏହି ଗୀତର ଅଡିଓ ସେୟାର କରିଥିଲେ। ଦିଲଜିତ ଦୋସାଞ୍ଜ ଆଜି ତାଙ୍କର ନୂତନ ଗୀତ "RiRi"ର ଭିଡିଓ…

ରାଜ୍ୟରେ ଆଉ ୮୨ ନୂଆ କରୋନା ଆକ୍ରନ୍ତ ଚିହ୍ନଟ

ଭୁବନେଶ୍ବର : ଆଜି ରାଜ୍ୟରୁ ଆଉ ୮୨ ନୂଆ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୯ ଜଣ ସଂଗରୋଧରୁ ଏବଂ ସ୍ଥାନୀୟ ଅଞ୍ଚଳରୁ ୩୩ ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୫୪୮କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର…

ଜୋମାଟୋ ସହ ହାତ ମିଶାଇଲେ ସରକାର

ନୂଆଦିଲ୍ଲୀ : ରୋଡ୍ ସାଇଡ୍ ଭେଣ୍ଡର୍ସଙ୍କୁ ସାହାଯ୍ୟ କରିବାକୁ ମୋଦି ସରକାରଙ୍କ ବଡ ପଦକ୍ଷେପ । ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍ ଭେଣ୍ଡର୍ସ ଆତ୍ମନିର୍ଭର ନିଧି ଅର୍ଥାତ ପିଏମ୍ ସ୍ୱନିଧି ସ୍କିମ୍ ଅନୁସାରେ ସହରୀ ବିକାଶ ମନ୍ତ୍ରାଳୟ ଅନଲାଇନ ଫୁଡ୍ ଅର୍ଡର୍ ଓ ହୋମ୍ ଡେଲିଭରୀ କମ୍ପାନୀ ଜୋମାଟୋ ସହ…

ମହାମାରୀ ମୁକାବିଲାରେ ରୁଷ୍‌ର‌ ‘ସ୍ପୁଟ୍‌ନିକ୍‌ ‌ଭି’ ଟିକା ଅଧିକ ପ୍ରଭାବଶାଳୀ

ନୂଆଦିଲ୍ଲୀ: ସୂଚନା ଅନୁଯାୟୀ ଏହି ସପ୍ତାହରେ ଲାନସେଟ୍ ମେଡିକାଲ୍ ଜର୍ଣ୍ଣାଲରେ ପ୍ରକାଶିତ ସମୀକ୍ଷା ଫଳାଫଳ ପରେ ଦେଶଗୁଡିକ ସ୍ପୁଟ୍‌ନିକ୍‌ ଭି ଯୋଗାଣ ପାଇଁ ଧାଡିରେ ବାନ୍ଧିଛନ୍ତି। ଋଷର ଏହି ଟିକା ମାରାତ୍ମକ ଭୂତାଣୁ ପାଇଁ ଅଧିକ ପ୍ରଭାବଶାଳୀ ପ୍ରମାଣିତ ହୋଇଛି। ଏହାଛଡା ଚୀନ୍…