Latest Odisha News

BREAKING NEWS

ନନ୍ଦନକାନନର ଦୁଇ ବାଘଛୁଆ ଅସୁସ୍ଥ, ଚେନ୍ନାଇ ବିଶେଷଜ୍ଞଙ୍କ ସହାୟତା ଲୋଡିଲେ କର୍ତ୍ତୃପକ୍ଷ

ଭୁବନେଶ୍ୱର: ନନ୍ଦକାନନ ପ୍ରାଣୀ ଉଦ୍ୟାନରେ ଥିବା ବାଘ ଛୁଆ ଲବ ଓ କୁଶଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସି ନ ଥିବାରୁ କର୍ତ୍ତୃପକ୍ଷ ଚେନ୍ନାଇ ପ୍ରାଣୀ ଉଦ୍ୟାନ ଏବଂ ଭାରତୀୟ ପ୍ରାଣୀ ଚିକିତ୍ସା ପ୍ରତିଷ୍ଠାନର ବିଶେଷଜ୍ଞଙ୍କ ସହାୟତା ଲୋଡିଛନ୍ତି। ଜାନୁଆରୀ ୨୬ ତାରିଖରୁ ଲବର ଛୋଟେଇ ଛୋଟେଇ…

କଙ୍ଗନା ବନାମ ଦିଲ୍‌ଜିତ

ନେୂଆଦିଲ୍ଲୀ: ଦିଲ୍‌ଜିତ ଦୋସାଞ୍ଜ ଏବଂ କଙ୍ଗନାଙ୍କ ମଧ୍ୟରେ ପୁଣିଥରେ ବାକ୍‌ଯୁଦ୍ଧ ‌ଆରମ୍ଭ ହୋଇଯାିଛି। ତେବେ ଏହାର କାରଣ କଣ ରହିଛି? ଦିଲ୍‌ଜିତ୍‌ଙ୍କ ନୂଆ ଗୀତ ସିଙ୍ଗଲ୍ ରିରି (ରିହାନା) ରିଲିଜ୍ ହେବା ପରେ ଏହାକୁ ନେଇ ଦିଲଜିତ ଦୋସାଞ୍ଜ ଏବଂ କଙ୍ଗନା ରାଣାୱତଙ୍କ ମଧ୍ୟରେ ଆଜି ଟ୍ୱିଟରରେ…

ପ୍ରସବର ୬ ଘଣ୍ଟା ପରେ ନବଜାତକକୁ ଧରି ପରୀକ୍ଷା ଦେଲେ ମହିଳା

ଛପରା : ବିହାରର ସାରଣ ଜିଲ୍ଲାର ତରେୟା ରେଫରାଲ ହସ୍ପିଟାଲରେ ଜଣେ ମହିଳା ସକାଳ ୬ଟା ୨୨ ମିନିଟରେ ଶିଶୁକନ୍ୟା ଜନ୍ମ ଦେବାର ୬ ଘଣ୍ଟା ପରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ପରୀକ୍ଷା ଦେଇଛନ୍ତି । ସୂଚନା ଅନୁସାରେ, ନାରାୟଣପୁର ଗାଁର ବାସିନ୍ଦା ମଲିକ ରାୟଙ୍କ ପତ୍ନୀ କୁସୁମ କୁମାରୀ ଇଣ୍ଟର…

ରାହୁଲଙ୍କ ଏମ ମନ୍ତବ୍ୟ ନେଇ ବିଜେପି ମୁହଁ ଖୋଲିଲା, ଏମରେ ମାହାତ୍ମା ଗାନ୍ଧୀ, ମୋତିଲାଲ ମଧ୍ୟ ଅଛନ୍ତି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ନାମ ନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ । ମ୍ୟାନାମାର ବିବାଦ ପ୍ରସଙ୍ଗରେ ସେ କହିଥିଲେ ମୁଁ ବୁଝିପାରୁନି ସବୁ ଏକଚ୍ଛତ୍ରବାଦ ଶାସକଙ୍କ ନାମ କାହିଁକି ଏମରେ ଆରମ୍ଭ । ଏପରି କି ସେ କେତେକ ଶାସକଙ୍କ ନାମ ମଧ୍ୟ ଦେଇଥିଲେ…

ଆସାମ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଖାଦ୍ୟ ଖାଇ,୧୪୦ରୁ ଅଧିକ ଅସୁସ୍ଥ,୧ ମୃତ

ଗୌହାଟି:ଆସାମର କର୍ବି ଆଙ୍ଗଲୋଙ୍ଗ ଜିଲ୍ଲାରେ ଅନୁଷ୍ଠିତ ଏକ ସରକାରୀ କାର୍ଯ୍ୟକ୍ରମରେ ବଣ୍ଟାଯାଇଥିବା ଖାଦ୍ୟ ଖାଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪୦ରୁ ଅଧିକ ଲୋକ୍ ଅସୁସ୍ଥ ହୋଇପଡିଛନ୍ତି ।  ଗତକାଲି ଦିଫୁ ମେଡିକାଲ କଲେଜ ଓ ହସ୍ପିଟାଲର ଉଦଘାଟନୀ ଅଧିବେଶନ ଲାଗି କାର୍ଯ୍ୟକ୍ରମ…

ଅକ୍ସଫୋର୍ଡ ଆଷ୍ଟ୍ରାଜେନେକା ଟିକା ର ପ୍ରଥମ ମାତ୍ରା କରୋନାଭାଇରସ୍ ସଂଚାରଣକୁ ପ୍ରାୟ ୬୭ ପ୍ରତିଶତ ହ୍ରାସ କରିପାର‌େ

ନୂଆଦିଲ୍ଲୀ: ଅକ୍ସଫୋର୍ଡ ୟୁନିଭରସିଟିର ଏକ ନୂତନ ଅଧ୍ୟୟନ ଅନୁଯାୟୀ, ଦୁଇ-ଡୋଜ୍ ଅକ୍ସଫୋର୍ଡ / ଆଷ୍ଟ୍ରା ଜେନେକା ଟିକାରେ କରୋନାଭାଇରସ୍ ସଂଚାରଣ ମାତ୍ରା ପ୍ରାୟ ୬୭ ପ୍ରତିଶତ ହ୍ରାସ ହୋଇପାରେ ଏବଂ ମାରାତ୍ମକ ଭୂତାଣୁ ବିସ୍ତାରକୁ ନିୟନ୍ତ୍ରଣ କରିବାରେ ଏହାର ଏକ ମହତ୍ବପୂର୍ଣ୍ଣ ପ୍ରଭାବ…

ପୁରୁଣା ଗାଡି ଉପରେ ଲାଗୁ ହେବ ଗ୍ରୀନ୍ ଟ୍ୟକ୍ସ , କେନ୍ଦ୍ର ସରକାର ଜାରି କଲେ ନିର୍ଦ୍ଦେଶାବଳୀ 

ଭୁବନେଶ୍ବର: ଓଡିଶା ସମେତ ଦେଶର ଅନ୍ୟାନ୍ୟ ରାଜ୍ୟରେ ପ୍ରଦୂଷଣ ହ୍ରାସ କରିବା ଲାଗି ପୁରୁଣା ଗାଡି ଉପରେ ଗ୍ରୀନ ଟାକ୍ସ ଲାଗୁ ପାଇଁ କେନ୍ଦ୍ର ସରକାର ଚିଠି ଲେଖିଛନ୍ତି । କେତେ ବର୍ଷର ପୁରୁଣା ଗାଡି ଉପରେ କେତେ ଟଙ୍କାର ଟାକ୍ସ ଲାଗୁ ହେବ ତାହା ମଧ୍ୟ ଏଥିରେ ସ୍ପଷ୍ଟ କରାଯାଇଛି । …

ନିଆରା ଢ଼ଙ୍ଗରେ ତେଜପ୍ରତାପଙ୍କ ମଥୁରା ପରିକ୍ରମା

ମଥୁରା: ଲାଲୁ ପ୍ରସାଦ ଯାଦବଙ୍କ ପୁତ୍ର ତେଜପ୍ରତାପ ଯାଦବ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଚାହିଁଥାନ୍ତି । ତେବେ ତାଙ୍କ ଉଦ୍ୟମ ଅବଶ୍ୟ ମନୋରଞ୍ଜନର ଖୋରାକ ଯୋଗାଇଥାଏ । ତେଜପ୍ରତାପ ଯମୁନା କୂଳରେ ଇ-ସାଇକେଲ ଧରି ବୁଲୁଥିବାରୁ ଦେଖିବାକୁ ମିଳିଥିଲା । ବ୍ୟାଟେରୀ ସାଇକେଲରେ ସେ…

ବଦଳିବ ନୃସିଂହନାଥ ଓ ହରିଶଙ୍କର ମନ୍ଦିରର ରୂପ, ହାଇଲେଭର ଟିମ୍ କଲେ ଅନୁଧ୍ୟାନ

ଭୁବନେଶ୍ୱର: ନୃସିଂହନାଥ ଓ ହରିଶଙ୍କର ମନ୍ଦିର ଓ ଏହାର ପାରିପାଶ୍ୱର୍ିକ ପରିବେଶର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏକ ହାଇଲେଭଲ ଟିମ୍ ସ୍ଥାନ ପରିଦର୍ଶନ କରିଛନ୍ତି । ଏହି ଟିମ୍‌ରେ ୫ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ, ମୁଖ୍ୟ ଶାସନ ସଚିବ ସୁରେଶ…

କୋଭିଡ୍‌ ଟିକା ନେଇ ଆଉ ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ; ରାଞ୍ଚି

ନୂଆଦିଲ୍ଳୀ: ଝାଡଖଣ୍ଡର ରାଞ୍ଚିସ୍ଥିତ ମେଦାନ୍ତ ଡାକ୍ତରଖାନାର ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ ବୁଧବାର ସକାଳେ କୋଭିଶିଲ୍ଡ ଟିକା ଦିଆଯିବାର ଦୁଇ ଦିନ ପରେ ତାଙ୍କର ମୃତ୍ୟୁ ଘଟିଛି। ମେଦାନ୍ତ ରାଞ୍ଚିର ଏଣ୍ଡୋସ୍କୋପି ବିଭାଗରେ କାର୍ଯ୍ୟ କରୁଥିବା ମନୁ ପହାନଙ୍କୁ ଫେବୃଆରୀ ୨ରେ ଟିକା ନେଇଥିଲେ।…