ଭଁସାଲୀଙ୍କ ଫିଲ୍ମରେ ସଲମାନଙ୍କ ସ୍ଥାନରେ ଶାହାରୁଖ ଅଭିନୟ କରିବେ !
ମୁମ୍ବାଇ: ଦୀର୍ଘ ୨୦ ବର୍ଷ ଅପେକ୍ଷା କରିବା ପରେ ସଞ୍ଜୟ ଲୀଲା ଭଁସାଲୀ ତାଙ୍କ ପ୍ରିୟ ହିରୋ ସଲମାନ ଖାଁଙ୍କୁ ନେଇ ଇନସାଆଲ୍ଲାହ ନାମକ ଫିଲ୍ମ କରିବା ପାଇଁ ପ୍ରସ୍ତୁତି ସାରିଥିଲେ । ଏଥିପାଇଁ ହିରୋଇନ ଭାବେ ଆଲିୟା ଭଟ୍ଟଙ୍କୁ ମଧ୍ୟ ସାଇନ କରାଯାଇଥିଲା । ଶେଷ ମୂହର୍ତରେ ସଲମାନ ଏହି ଫିଲ୍ମ…