ଅକାମୀ ହାତ ବଳରେ ସାକ୍ଷୀଙ୍କୁ ହରାଇ ସୋନମ ହେଲେ ଜାତୀୟ ରେସଲିଂ ଚାମ୍ପିୟନ
ଚଣ୍ଡୀଗଡ: ଜାତୀୟ ରେସଲିଂ ଚାମ୍ପିୟନଶିପରେ ହରିୟାଣାର ୧୮ ବର୍ଷୀୟା ସୋନମ ମଲିକ ନୂତନ ଚାମ୍ପିୟନ ହୋଇଛନ୍ତି । ଫାଇନାଲରେ ସେ ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜେତା ସାକ୍ଷୀ ମଲିକଙ୍କୁ ପରାସ୍ତ କରିଥିଲେ । ଯେଉଁ ପାରାଲାଇଜଡ ହାତ ଯୋଗୁ ସେ ରେସଲିଂ ଛାଡିବେ ବୋଲି ଚିନ୍ତା କରୁଥିଲେ ସେଥିଯୋଗୁ ସେ ଏହି…