Latest Odisha News

BREAKING NEWS

ସ୍ୱଚ୍ଛ ଶକ୍ତିର ଅନୁସନ୍ଧାନରେ ଭାରତ ନେତୃତ୍ୱ ନେବା ଜରୁରୀ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : ଘରୋଇ ଆବଶ୍ୟକତା ନୁହେଁ, ବିଶ୍ୱସ୍ତରୀୟ ଆଶା ପୂରଣ କରିବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଭାରତୀୟ ତୈଳ ଓ ଗ୍ୟାସ କ୍ଷେତ୍ର । ଏଫଆଇପିଆଇ ପୁରସ୍କାର ୨୦୨୦ ସମାରୋହରେ ଯୋଗ ଦେଇ ଏହା କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଲୋକଙ୍କ ପାଇଁ…

ଭଡାରେ କାର ନେଲେ, ଡ୍ରାଇଭରକୁ ମର୍ଡର କଲେ

କୋରାପୁଟ: ଭୁବନେଶ୍ୱରରୁ ଗାଡି ଭଡା ନେଇ ଯାଇଥିବା ଡ୍ରାଇଭରଙ୍କୁ କୋରାପୁଟରେ ନିର୍ମମ ଭାବେ ହତ୍ୟା । ମୃତକଙ୍କ ନାଁ ସୁଧୀର କୁମାର ସାହୁ ବୋଲି ଜଣାପଡିଛି । ସେ ଦୁଇ ଦିନ ତଳେ ଦୁଇ ଜଣ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱରରୁ କୋରାପୁଟ ଯାଇଥିବା ବେଳେ ଗତକାଲିଠାରୁ ତାଙ୍କ ଫୋନ ସୁଇଚ ଅଫ୍ ଆସିଥିଲା ।…

ଦେଶରେ ଟିକା ନେଲେଣି ୨୩ ଲକ୍ଷ ସ୍ବାସ୍ଥ୍ୟକର୍ମୀ

ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ସାରା ଦେଶରେ ଜାରି ରହିଛି ଟିକାକରଣ । ବର୍ତ୍ତମାନ ସୁଦ୍ଧା ୨୩ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟସେବା କର୍ମଚାରୀ ଟିକା ନେଇ ସାରିଲେଣି । ଆଜି ପ୍ରାୟ ୩ ଲକ୍ଷ ହିତାଧିକାରୀ ଟିକା ନେଇଛନ୍ତି । ଟିକା ନେବା ପରେ ଏଯାଏଁ କେବଳ ୦.୦୦୦୭ ପ୍ରତିଶତ ଲୋକ ଡାକ୍ତରଖାନାରେ…

ଅନୁଗୁଳ ନାଲକୋ ପ୍ଲାଂଟର ସଂପ୍ରସାରଣ ପାଇଁ ପୁଞ୍ଜିନିବେଶର ଦ୍ୱାର ଫିଟିଲା: ଧର୍ମେନ୍ଦ୍ର ପ୍ରଧାନ  

ଅନୁଗୁଳ: ଅନୁଗୁଳ ଜିଲ୍ଲାର ନ୍ୟାସନାଲ ଆଲୁମିନିୟମ କମ୍ପାନୀ (ନାଲକୋ) ଆଲୁମିନିୟମ ପ୍ଲାଂଟ ସଂପ୍ରସାରଣର ପ୍ରକଳ୍ପ ଗୁଡିକ ପାଇଁ ଭାରତ ସରକାରଙ୍କ ଖଣି ଓ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ସବୁ ପଦକ୍ଷେପ ନିଆଯାଉଛି ବୋଲି ଗତ ଜାନୁଆରୀ ୪ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ସମ୍ବନ୍ଧରେ…

ଆଦିବାସୀ ମେଳା-୨୦୨୧ : ଭର୍ଚୁଆଲ୍‌ ମୋଡ୍‌ରେ ଜିନିଷ କିଣିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ସୁବିଧା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସାଧାରଣତନ୍ତ୍ର ଦିବସରେ ସ୍ଥାନୀୟ ୟୁନିଟ୍‌-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆଠାରେ ଆଦିବାସୀ ମେଳା-୨୦୨୧ ଉଦ୍‌ଘାଟିତ ହୋଇଯାଇଛି । ଓଡ଼ିଶାର ସଂସ୍କୃତି, ଜାତୀୟତା ଓ ଅସ୍ମିତା ନିର୍ମାଣରେ ଜନଜାତିଙ୍କର ମହତ୍ତ୍ୱପୂର୍ଣ୍ଣ…

ଭାରତରେ ପହଞ୍ଚିଲା ଆଉ ୩ଟି ରାଫେଲ ବିମାନ

ନୂଆଦିଲ୍ଲୀ : ଭାରତରେ ପହଞ୍ଚିଲା ବାୟୁସେନାର ବାହୁବଳୀ । ଫ୍ରାନ୍ସରୁ ଉଡ଼ାଣ ଭରି ଆଜି ଭାରତରେ ପହଞ୍ଚିଛି ଆଉ ୩ଟି ରାଫେଲ ଯୁଦ୍ଧ ବିମାନ । ଫ୍ରାନ୍ସରୁ ପ୍ରାୟ ୭ ହଜାର କିଲୋମିଟର ଯାତ୍ରା କରିବା ପରେ ଭାରତରେ ଅବତରଣ କରିଛି ଏହି ଲଢୁଆ ଯୁଦ୍ଧ ବିମାନ । ଏହି ଯାତ୍ରା ସମୟରେ ଆକାଶରେ ଇନ୍ଧନ…

ଓଟିଟିରେ ରିଲିଜ ହୋଇପାରେ ସାଇନାଙ୍କ ବାୟୋପିକ୍‌

ମୁମ୍ବାଇ: ଭାରତର ସୁନାମଧନ୍ୟ ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲଙ୍କ ବାୟୋପିକ ଉପରେ ଆଧାରିତ ଫିଲ୍ମ ଓଟିଟିରେ ରିଲିଜ ହୋଇପାରେ । ସାଇନା ନାମକ ଏହି ଫିଲ୍ମରେ ପରିଣୀତି ମୂଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଗତ ବର୍ଷ ଏହି ଫିଲ୍ମ ରିଲିଲ ହେବାକୁ ଥିଲେ ମଧ୍ୟ କରାନା ମହାମାରୀ ଯୋଗୁ ଏହା…

ଚାଷୀ ସଙ୍ଗଠନକୁ ଦୋଷ ଦେଲେ ଦିଲ୍ଲୀ ପୋଲିସ କମିଶନର

ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ହିଂସାକାଣ୍ଡ ଘଟଣାରେ ଚାଷୀ ନେତାଙ୍କୁ ଦାୟୀ କଲେ ଦିଲ୍ଲୀ ପୋଲିସ କମିଶନର । ହିଂସା ପାଇଁ ଚାଷୀନେତା ଦାୟୀ ବୋଲି କହିଛନ୍ତି ଦିଲ୍ଲୀ ପୋଲିସ କମିଶନର । ଜାନୁଆରୀ ୨୬ରେ ଟ୍ରାକ୍ଟର ରାଲି ପାଇଁ ଅନୁମତି ଦେବାକୁ ରାଜିନଥିଲା ପୋଲିସ । କିନ୍ତୁ…

୧୦ ବର୍ଷ ମଧ୍ୟରେ ଭାରତ ମାଟିରେ ଇଂଲଣ୍ଡ ଏକମାତ୍ର ବିଦେଶୀ ଟିମ୍ ଭାବେ ଜିତିଛି ଟେଷ୍ଟ ସିରିଜ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ଟେଷ୍ଟ ସିରିଜ ଜିତିଥିବା ଭାରତୀୟ କ୍ରିକେଟ ଦଳର ମନୋବଳ ଉଚ୍ଚରେ ରହିଛି । ତେବେ ଘରୋଇ ମାଟିରେ ଇଂଲଣ୍ଡ ବିପକ୍ଷରେ ସିରିଜ ଜିତିବା ଦଳ ପାଇଁ ଏତେଟା ସହଜ ହେବ ନାହିଁ । ଏହାର ମୂଖ୍ୟ କାରଣ ହେଲା ଭାରତ ମାଟିରେ ଇଂଲଣ୍ଡର ରେକର୍ଡ ଏତେଟା ଖରାପ…

ବିନା JEEରେ ଇଞ୍ଜିନିୟରିଂ, ଚଳିତ ବର୍ଷ ବିନା ଏଣ୍ଟ୍ରାନ୍ସରେ କରିହେବ ଇଞ୍ଜିନିୟରିଂରେ ଆଡମିଶନ୍

ଭୁବନେଶ୍ୱର: ଚଳିତ ବର୍ଷ ବିନା ଏଣ୍ଟ୍ରାସରେ ପଢ଼ିବେ ପିଲା । ବିନା ଏଣ୍ଟ୍ରାନ୍ସରେ କରି ହେବ ଇଞ୍ଜିନିୟରିଂ ଆଡ଼ମିଶନ୍ । କରୋନା ପାଇଁ AICTE ଏହି ଗାଇଡ୍ଲାଇନ୍ ଜାରି କରିଛି । ଓଡିଶାରେ ମଧ୍ୟ ଏହାକୁ ଲାଗୁ କରିବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି…