Latest Odisha News

BREAKING NEWS

ଆଜି ନନ୍ଦନକାନନରେ ପ୍ରାୟ ୧୬ ହଜାର ଲୋକଙ୍କ ଭିଡ ଜମିଲା

ଭୁବନେଶ୍ୱର: ଆଜି ଛୁଟି ଦିନ ହୋଇଥିବାରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଭିଡ ଦେଖିବାକୁ ମିଳିଥିଲା । ପ୍ରାୟ ୧୬ ହଜାର ୪୭୧ ଜଣ ଯାତ୍ରୀ ନନ୍ଦନକାନନରେ ପହଞ୍ଚିଥିଲେ । ତେବେ କରୋନା ସଂକ୍ରମଣ ଭୟ ଥିବାରୁ ପ୍ରବେଶ ଦ୍ୱାରରେ ସାନିଟାଇଜ କରିବା ସହ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି ।…

ମାସେ ପାଇଁ ଆନ୍ଦୋଳନ ସ୍ଥଗିତ ରଖିଲେ ସ୍ବାସ୍ଥ୍ୟକର୍ମୀ

ଭୁବନେଶ୍ୱର : ମାସେ ପାଇଁ ଆନ୍ଦୋଳନ ସ୍ଥଗିତ ରଖିଲେ ସ୍ବାସ୍ଥ୍ୟକର୍ମୀ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ମହାସଂଘର ଆବାହିକା ମମତା ନାୟକ । ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି । ଦାବି ପୂରଣ ନେଇ ପ୍ରତିଶ୍ରୁତି ମିଳିଛି, ତେଣୁ…

ଲାଲକିଲ୍ଲାରେ ଆଜି ପୋଲିସ-ଚାଷୀ ସଂଘର୍ଷର ସାଂଘାତିକ ଚିତ୍ର

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ବିଶେଷ କରି ଲାଲକିଲ୍ଲାରେ ଯେଉଁ ଅପ୍ରୀତିକର ଓ ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଥିଲା, ଧୀରେ ଧୀରେ ତାର ଭିଜୁଆଲ ସାମ୍ନାକୁ ଆସୁଛି । କିଛି ସମୟ ପାଇଁ ଲାଲକିଲ୍ଲାକୁ ଆନ୍ଦୋଳନକାରୀ ଚାଷୀମାନେ ନିଜ ଅକ୍ତିଆରକୁ ନେଇଯାଇଥିଲେ କହିଲେ, କିଛି ଭୁଲ ହେବ ନାହିଁ ।…

୨୦୨୧ରେ ୧୧.୫% ରହିପାରେ ଦେଶର ଆର୍ଥିକ ଅଭିବୃଦ୍ଧି ହାର: ଆଇଏମଏଫ

ନୂଆଦିଲ୍ଲୀ : ଆଗାମୀ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥବ୍ୟବସ୍ଥା ଦ୍ରୁତ ଗତିରେ ଆଗକୁ ବଢିବ । ଦେଶର ଆର୍ଥିକ ଅଭିବୃଦ୍ଧି ରେକର୍ଡ ୧୧.୫ ପ୍ରତିଶତ ଗତିରେ ଆଗକୁ ବଢିବ । ମହାମାରୀ ମଧ୍ୟରେ ବଡ ଅର୍ଥ ବ୍ୟବସ୍ଥାରେ ଭାରତ ଏକମାତ୍ର ଦେଶ ଯିଏ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିବ ଏହା କହିଛି…

ଟ୍ରାକ୍‌ଟର ରାଲିକୁ ପ୍ରତ୍ୟାହାର କଲେ ଚାଷୀ ସଂଗଠନ, ଜାରି ରହିବ ଶାନ୍ତିପୂର୍ଣ୍ଣ ଧାରଣା

ନୂଆଦିଲ୍ଲୀ: ଚାଷୀ ସଂଗଠନର ଟ୍ରାକ୍‌ଟର ରାଲି ପାଇଁ ଆଜି ଗଣତନ୍ତ୍ର ଦିବସରେ ରାଜଧାନୀ ନୂଆଦିଲ୍ଲୀରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବା ପରେ ଏହି ଟ୍ରାକ୍‌ଟର ରାଲିକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି ଚାଷୀ ସଂଗଠନ । ସଂଯୁକ୍ତ କିଷାନ ମୋର୍ଚ୍ଚା କହିଛି, ଟ୍ରାକ୍‌ଟର ରାଲିକୁ…

ହିଂସାକାଣ୍ଡ ପରେ ସ୍ୱାଭାବିକ ହେଲା ରାଜଧାନୀ ଦିଲ୍ଲୀ

ନୂଆଦିଲ୍ଲୀ : ସାଡଧାରଣତନ୍ତ୍ର ଦିବସରେ ଅଶାନ୍ତ ହୋଇ ପଡ଼ିଥିବା ଜାତୀୟ ରାଜଧାନୀ ଦିଲ୍ଲୀରେ ସ୍ୱାଭାବିକ ହୋଇଛି ସ୍ଥିତି । କୃଷି ଆଇନକୁ ବିରୋଧ କରି ଚାଷୀମାନେ ଟ୍ରାକ୍ଟର ରାଲି ବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲା । ପୋଲିସ ଲାଠିଚାର୍ଜ କରିବା ସହ ଲୁହାବୁହା ଗ୍ୟାସ ପ୍ରୟୋଗ କରିଥିଲା ।…

ସିଆରପିଏଫରେ ଯୋଗ ଦେବେ କର୍ଲାମୁଣ୍ଡାର ଝିଅ ସୌମ୍ୟାରାଣୀ, ଛୁଟିଲା ଶୁଭେଚ୍ଛାର ସୁଅ

କର୍ଲାମୁଣ୍ଡା : ସିଆରପିଏଫରେ ଯୋଗ ଦେବେ କର୍ଲାମୁଣ୍ଡା ଝିଅ ସୌମ୍ୟାରାଣୀ । କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସି.ଆର.ପି.ଏଫ)ରେ ଯୋଗ ଦେବା ପାଇଁ ସେ ଯୋଗ୍ୟ ବିବେଚିତ ହୋଇଛନ୍ତି । ବ୍ଲକର ସରଗୁଲ ଗାଁର ପ୍ରଭାତ କୁମାର ହୋତା ଓ ଶାନ୍ତିପ୍ରିୟା ହୋତାଙ୍କ ଝିଅ ସୌମ୍ୟାରାଣୀ । ତାଙ୍କ ବୟସ ୨୦…

ଉଦଘାଟିତ ହେଲା ଆଦିବାସୀ ମେଳା, ପ୍ରଥମ ଥର ପାଇଁ ଇ ମାର୍କେଟିଂ ବ୍ୟବସ୍ଥା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଲା ରାଜ୍ୟସ୍ତରୀୟ ଆଦିବାସୀ ମେଳା । ଭର୍ଚୁଆଲ ମୋଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଥିଲେ । ଏହା ଫେବ୍ରୁଆରୀ ୯ ତାରିଖ ଯାଏଁ ଚାଲିବ । ଦିନ ୧୧ଟାରୁ ସନ୍ଧ୍ୟା ୭ଟା ଯାଏଁ ମେଳା ଚାଲିବ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଇ ମାର୍କେଟିଂର…

ଗଣତନ୍ତ୍ର ଦିବସରେ ମୋଦି ପିନ୍ଧିଥିବା ପଗଡି ତାଙ୍କୁ କିଏ ଉପହାର ଦେଇଥିଲା ଜାଣନ୍ତି ?

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିନ୍ଧିଥିବା ପଗଡିକୁ ନେଇ ଏବେ ଚର୍ଚ୍ଚା । ସେ ଏକ ସ୍ୱତନ୍ତ୍ର ପ୍ରକାର ପଗଡି ପିନ୍ଧିଥିବାରୁ ଏହି ଚର୍ଚ୍ଚା ହେଉଛି । ଏହି ପଗଡିଟି ସେ ଉପହାର ସ୍ୱରୂପ ପାଇଛନ୍ତି । ଲାଲ ରଙ୍ଗର ଏହି ପଗଡିରେ ହଳଦିଆ ରଙ୍ଗର ଡଟ୍ ଥିଲା,…

ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ ହେବେ ପ୍ରତିଷ୍ଠିତ ଆଇଟି କମ୍ପାନୀର ମାଲିକ : ସମାଜ ପାଇଁ ନିଜକୁ କରିଛନ୍ତି…

ଚେନ୍ନାଇ : ତାମିଲନାଡୁର ଉଦ୍ୟୋଗପତି ଶ୍ରୀଧର ଭେମ୍ବୁଙ୍କୁ ସମ୍ମାନସୂଚକ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରିବା ପାଇଁ ଘୋଷଣା କରାଯାଇଛି । ସମାଜ ପ୍ରତି ନିଷ୍ଠାପର ସେବା ଏବଂ ନିଜର ଉତ୍ସର୍ଗୀକୃତ ମନୋଭାବ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ । ଶ୍ରୀଧରଙ୍କର ବିଭିନ୍ନ ଦେଶରେ ବ୍ୟବସାୟିକ…