Latest Odisha News

BREAKING NEWS

ସ୍ପେଶାଲ ଅଲିମ୍ପିକ୍ସ ୱାର୍ଲଡ ୱିଣ୍ଟର ଗେମ୍ସର ବ୍ରାଣ୍ଡ୍‌ ଆମ୍ବାସାଡାର ହେବେ ସୋନୁ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ରୁଷିଆରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର ୱିଣ୍ଟର ଅଲିମ୍ପିକ୍ସରେ ଭାରତୀୟ ବ୍ରାଣ୍ଡ୍‌ ଆମ୍ବାସାଡର ଭାବରେ ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ମନୋନୀତ କରାଯାଇଛି। ନିକଟରେ ଏହି ଅଭିନେତା ଏହି ସୁଯୋଗକୁ ନେଇ ନିଜର ଉତ୍ସାହ ବ୍ୟକ୍ତ କରିଛନ୍ତି। ୨୦୨୨ ମସିହାରେ…

ଭାରତର ୱିଣ୍ଟର ଅଲିମ୍ପିଆନ୍‌ଙ୍କ ଉପରେ ଫିଲ୍ମ ନିର୍ମାଣ କରିବେ କୁନାଲ

ନୂଆଦିଲ୍ଲୀ: ନିର୍ମାତା ଭାବରେ କୁନାଲ କପୁର ତାଙ୍କର ପ୍ରଥମ ଚଳଚ୍ଚିତ୍ର ନିର୍ମାଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। ନିକଟରେ ଅଭିନେତା ତାଙ୍କ ପ୍ରଡକ୍ସନ୍ ହାଉସର ଶୁଭାରମ୍ଭ କରିଛନ୍ତି। ନିର୍ମାତା ଭାବରେ ତାଙ୍କର ପ୍ରଥମ ପ୍ରୋଜେକ୍ଟ ବିଷୟରେ ବିବରଣୀ ପ୍ରଦାନ କରିଥିଲେ। କୁନାଲ ଭାରତର ୱିଣ୍ଟର…

ଭାରତରେ କୋଭିଡ-୧୯ ଟିକା ଅନୁମୋଦନ ପ୍ରସ୍ତାବ ପ୍ରତ୍ୟାହାର କଲା ଜନସନ ଆଣ୍ଡ୍‌ ଜନସନ

ନୂଆଦିଲ୍ଲୀ: ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) କହିଛି ଯେ ଜନସନ ଆଣ୍ଡ ଜନସନ ଏହାର ସିଙ୍ଗଲ୍‌ ଡୋଜ୍‌ କୋଭିଡ-୧୯ ଟିକାକୁ ଭାରତରେ ଅନୁମୋଦନ ମାଗିଥିବା ପ୍ରସ୍ତାବକୁ ପ୍ରତ୍ୟାହାର କରି ନେଇଛି। ଜନସନ ଏବଂ ଜନସନ ଏପର୍ଯ୍ୟନ୍ତ ପ୍ରତ୍ୟାହାରର କୌଣସି କାରଣ ଦର୍ଶାଇ ନଥିବା…

ଦାଦନ ଖଟୁଛନ୍ତି ବିଦ୍ୟାର୍ଥୀ, ଦାୟି କିଏ ?

ରାୟଗଡା: ବେଶି ପୁରୁଣା ନୁହେଁ, ମାତ୍ର କିଛି ପୂର୍ବରୁ ସାମ୍ନାକୁ ଆସିଥିଲା ଆନ୍ଧ୍ରର ଗୁଣ୍ଟୁର ଚିଙ୍ଗୁଡି ପ୍ରକ୍ରିୟାକରଣ ସଂସ୍ଥାରେ ଅଘଟଣ । ତଥାପି ନିଘୋଡ ନିଦରେ ଶୋଇଛି ଶ୍ରମ ବିଭାଗ । ଆର୍ଥିକ ଅନାଟନ ହେଉ ଅବା ପାଠପଢା ଖର୍ଚ୍ଚ ବହନ କରିବା ପାଇଁ ବୟସ୍କ ଓ ବିଦ୍ୟାର୍ଥୀମାନେ ବାହାର ରାଜ୍ୟକୁ…

ଡେଲଟା ପ୍ଲସ୍ ପ୍ରଜାତି ବିରୁଦ୍ଧରେ କୋଭାକ୍ସିନ୍ ପ୍ରଭାବଶାଳୀ

ନୂଆଦିଲ୍ଲୀ: ଭାରତ ବାୟୋଟେକ୍‌ର କରୋନା ବିରୋଧୀ ଟିକା କୋଭାକ୍ସିନ୍ କରୋନା ଅନ୍ୟ ପ୍ରଜାତି ଡେଲଟା ପ୍ଲସ୍ ବିରୁଦ୍ଧରେ ପ୍ରଭାବଶାଳୀ ବୋଲି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଛି। କୋଭାକ୍ସିନ୍ ଭାରତର ପ୍ରଥମ ସ୍ବଦେଶୀ…

ରାଜ୍‌ଙ୍କ ଗିରଫଦାରୀକୁ ନେଇ ନୀରବତା ଭାଙ୍ଗିଲେ ଶିଳ୍ପା; କହିଲେ…

ମୁମ୍ବାଇ: ପର୍ଣ୍ଣ ରାକେଟ୍‌ ମାମଲାରେ ରାଜ କୁନ୍ଦ୍ରାଙ୍କ ଗିରଫଦାରୀ ପରେ ପ୍ରଥମ ଥର ପାଇଁ ନୀରବତା ଭାଙ୍ଗିଛନ୍ତି ବଲିଉଡ ଅଭିନେତା ଶିଳ୍ପା ଶେଟ୍ଟୀ। ସେ କହିଛନ୍ତି ସେ ବର୍ତ୍ତମାନ ଚୁପ୍ ଅଛନ୍ତି ଏବଂ ଆଗକୁ ବି ଚୁପ୍ ରହିବେ ଏବଂ ସମୟ ସହିତ ସତ୍ୟ ସମସ୍ତଙ୍କ ସାମ୍ନାରେ ଆସିବ। ଶିଳ୍ପା ଏକ…

ଆଫଗାନିସ୍ତାନ କାନ୍ଧାର ବିମାନବନ୍ଦରରେ ରକେଟ ଆକ୍ରମଣ

କାବୁଲ: ଆଫଗାନିସ୍ତାନର କାନ୍ଧାର ବିମାନବନ୍ଦରରେ ଆଜି ୨ଟି ରକେଟ ଆକ୍ରମଣ ହୋଇଛି । ରନେୱେ ଏହି ୨ଟି ରକେଟ ପଡିବା ପରେ ବିସ୍ଫୋରଣ ହୋଇଥିଲା । ତେବେ ଏହି ଘଟଣାରେ କେହି ଆହତ ହୋଇ ନାହାନ୍ତି । ଏହି ଆକ୍ରମଣ ପଛରେ ତାଲିବାନ ହାତ ଥିବା ସନ୍ଦେହ କରାଯାଉଛି । ଏବେ ଆଫଗାନ ସୁରକ୍ଷାକର୍ମୀଙ୍କ ସହ…

ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକଙ୍କ ନାଁରେ ଆସିଲା ସାଙ୍ଘାତିକ ଅଭିଯୋଗ

ମୁମ୍ବାଇ: ଟୋକିଓ ଅଲିମ୍ପିକ୍ସରେ ଇସ୍ରାଏଲ୍ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିବା ପରେ ସୋମବାର ଅନୁ ମଲିକ ଟ୍ୱିଟର ଟ୍ରୋଲ୍‌ ହୋଇଥିବା ଦେଖିବାକୁ ମିଳିଛି। ଇସ୍ରାଏଲ୍ ଜିମ୍ନାଷ୍ଟ ଆର୍ଟେମ୍ ଡଲଗୋପିଆଟ୍ କଳାତ୍ମକ ଜିମ୍ନାଷ୍ଟିକ୍ସରେ ଇସ୍ରାଏଲର ସର୍ବପ୍ରଥମ ଅଲିମ୍ପିକ୍ ପଦକ ଜିତିବା ପରେ ରୀତିନୀତି…

ଆସିଲା ଫିଲ୍ମ ‘ବେଲ୍‌ ବଟମ୍‌’ ରିଲିଜ ଡେଟ୍‌

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷୀତ ଅକ୍ଷୟ କୁମାରଙ୍କ ଅଭିନୀତ ବେଲ୍ ବଟମ୍ ଅଗଷ୍ଟ ୧୯ ରେ ମୁକ୍ତିଲାଭ କରିବ। ଏହି ଫିଲ୍ମ ଥ୍ରୀଡି ରେ ମୁକ୍ତିଲାଭ କରିବ। ଏହାପୂର୍ବରୁ ଏହା ଜୁଲାଇ ୨୭ରେ ରିଲିଜ ହେବାର ଯୋଜନା ଥିଲା। ଅକ୍ଷୟ କୁମାର ସୋସିଆଲ ମିଡିଆରେ ଫିଲ୍ମର ନୂଆ ରିଲିଜ୍ ତାରିଖ ଘୋଷଣା…

କାଲିଠୁ ଭକ୍ତଙ୍କ ଲାଗି ଖୋଲିବ ମା’ ବିରଜାଙ୍କ ମନ୍ଦିର

ଯାଜପୁର: ପ୍ରାୟ ତିନି ମାସର ବ୍ୟବଧାନ ପରେ ଯାଜପୁର ସହରର ମା ବିରଜା ମନ୍ଦିର ଖୋଲିବାକୁ ଯାଉଛି। ଅଗଷ୍ଟ ୩ରୁ ମାଙ୍କ ଦର୍ଶନ କରିପାରିବେ ଭକ୍ତ। ଯାଜପୁର କଲେକ୍ଟର ଚକ୍ରବର୍ତ୍ତୀ ସିଂ ରାଠୋର ସୋମବାର କହିଛନ୍ତି ଯେ "ଭକ୍ତମାନଙ୍କୁ କରୋନା ନିୟମାବଳୀକୁ କଡାକଡି ପାଳନ କରି ମନ୍ଦିର ଭିତରକୁ…