ଆଜି ‘ପରାକ୍ରମ ଦିବସ’ ଉଦଘାଟନୀ ସମାରୋହରକୁ ସମ୍ବୋଧନ କରିବେ ପିଏମ୍ ମୋଦୀ
କୋଲକାତା: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ଅବସରରେ ଆୟୋଜିତ ଅନେକ କାର୍ଯ୍ୟକ୍ରମରେ ଉଦ୍ଘାଟନ ତଥା ଅଂଶଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଶନିବାର କୋଲକାତାରେ ପହଞ୍ଚିଛନ୍ତି। ଭିକ୍ଟୋରିଆ ମେମୋରିଆଲ ହଲରେ ସଂନ୍ଧ୍ୟା ପ୍ରାୟ ୫ ଟା ଠାରୁ 'ପରାକ୍ରମ…