Latest Odisha News

BREAKING NEWS

ଗେହେନାଙ୍କୁ ୧୫ ଲକ୍ଷ ଲାଞ୍ଚ ମାଗିଥିଲେ ମୁମ୍ବାଇ ପୋଲିସ!

ମୁମ୍ବାଇ: ଚଳିତ ବର୍ଷ ପ୍ରାରମ୍ଭରେ ପର୍ଣ୍ଣ ରକେଟ୍‌ ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀ ଗେହାନା ବଶିଷ୍ଟ ଦାବି କରିଛନ୍ତି ଯେ ତାଙ୍କୁ ଗିରଫ କରିବାକୁ ଆସିଥିବା ମୁମ୍ବାଇ ପୋଲିସର ଟିମ୍ ତାଙ୍କୁ ଗିରଫଦାରୀରୁ ବଞ୍ଚିବା ପାଇଁ ୧୫ ଲକ୍ଷ ଟଙ୍କା ଲାଞ୍ଚ ଦେବାକୁ ଦାବି କରିଛି। ଫେବୃଆରୀ ୨୦୨୧ ରେ…

ସହରରେ ବିଶୁଦ୍ଧ ଜଳ ଯୋଗାଣ

ପୁରୀ : ପୁରୀରେ ଶୁଭାରମ୍ଭ ହୋଇଥିଲା ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନା। ମୁଖ୍ୟମନ୍ତ୍ରୀ ବିଧିବଦ୍ଧ ଭାବେ ଏହାକୁ ଲୋକାର୍ପଣ କରିଥିଲେ। ଆଜି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ପୁରୀ ଗସ୍ତରେ ଆସି ଜଳର ମାନ ପରଖିବା ସହ ସମିକ୍ଷା କରିଛନ୍ତି। ପ୍ରଥମ ସହର ଭାବେ ପୁରୀରେ ଆରମ୍ଭ ହୋଇଥିବା ଏହି…

ଘର ଭିତରୁ ଲୁଟପାଟ , ଟଙ୍କା ସହ ସୁନା ଗହଣା ଚୋରି

ରାୟଗଡା: ସହରରେ ବଡଧରଣର ଚୋରି  ୩୦ ଲକ୍ଷ ଟଙ୍କା ସମେତ ୧୦୦ ଗ୍ରାମ ସୂନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ । ରାୟଗଡା ସହରର ରୟତ କୋଲନୀ ଷଷ୍ଠ ଲେନରେ ବଡଧରଣର ଚୋରି । ଗୃହ ମାଲିକ ଓ ପରିବାର ଲୋକ ଗାଁକୁ ଯାଇଥିବା ସମୟରେ ଏହି ଚୋରି ଘଟିଛି । ଦୁର୍ବୃତମାନେ ସାଇ ଗଣେଶ ଶର୍ମା ନାମକ ଜଣେ…

ଆଗକୁ ଭୟଙ୍କର ସଂକ୍ରମଣର କାରଣ ହୋଇପାରେ ଡେଲ୍‌ଟା ପ୍ରଜାତି

ନୂଆଦିଲ୍ଲୀ: କରୋନାଭାଇରସର ପ୍ରମୁଖ ପ୍ରଜାତି ଡେଲ୍‌ଟା ଅନ୍ୟ ସମସ୍ତ ପ୍ରଜାତି ଅପେକ୍ଷା ଅଧିକ ସଂକ୍ରାମକ ବୋଲି ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ ଏହା ଚିକେନ୍ପକ୍ସ ଭଳି ସହଜରେ ବିସ୍ତାର ହୋଇପାରେ। ପ୍ରଥମେ ଏହି ରିପୋର୍ଟ ପ୍ରକାଶ କରିଥିବା ୱାଶିଂଟନ୍ ପୋଷ୍ଟ ଅନୁଯାୟୀ ଡକ୍ୟୁମେଣ୍ଟରେ…

ଶିଳ୍ପାଙ୍କ ସମର୍ଥନରେ ବାହାରିଲେ ନିର୍ମାତା ହନସଲ ମେହେଟ୍ଟା; କହିଲେ…

ନୂଆଦିଲ୍ଲୀ: ବିଶିଷ୍ଟ ଶିଳ୍ପପତି ରାଜ କୁନ୍ଦ୍ରାଙ୍କ କଳା କାର୍‌ନାମାର ପର୍ଦ୍ଦାଫାସ୍‌ ହେବା ପରେ ସୋସିଆଲ୍‌ ମିଡିଆରେ ରାଜଙ୍କ ଏହି ଅଶ୍ଳୀଳ କାରବାରରେ ଶିଳ୍ପାଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠୁଛି। ତେବେ ଶିଳ୍ପା ଏହି କ‌ାର୍ଯ୍ୟ ସହ ଜଡ଼ିତ ନୁହନ୍ତି ବୋଲି ଖୋଲାଖୋଲି ଭାବେ କହିସାରିଲେଣି।…

ଅନ୍‌ଲାଇନ୍‌ ଗେମ୍‌ ଯୋଗୁ ଚାଲିଗଲା ନାବାଳକର ଜୀବନ

ଭୋପାଳ: କାଳ ହେଲା ଅନ୍‌ଲାଇନ୍‌ ଗେମ୍‌। ଅକାଳରେ ଚାଲିଗଲା ୧୩ ବର୍ଷ ବାଳକର ଜୀବନ। ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାରେ ଏକ ଅନଲାଇନ ଗେମ୍‌ରେ ୪୦,୦୦୦ ଟଙ୍କା ହରାଇବା ପରେ ଜଣେ ୧୩ ବର୍ଷର ବାଳକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଛତ୍ରପୁରର ଶାନ୍ତି ନାଗରରେ ନିଜ ପରିବାର ସହିତ…

ଭାରତ ବିପକ୍ଷ ସିରିଜରୁ ଓହରିଲେ ବେନ ଷ୍ଟୋକ୍ସ

ଲଣ୍ଡନ: ଭାରତ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ କ୍ରିକେଟ ସିରିଜ ପୂର୍ବରୁ ଇଂଲଣ୍ଡ ଟିମକୁ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ ଏହି ସିରିଜରୁ ଓହରି ଯାଇଛନ୍ତି । ସେ କ୍ରିକେଟରୁ କିଛି ଦିନ ବ୍ରେକ ନେବା ପାଇଁ ନିଷ୍ପତି ନେଇଛନ୍ତି । ଏପରିକି ଟି୨୦ ବିଶ୍ୱକପରେ ମଧ୍ୟ…

ଓଡ଼ିଶାକୁ ତୁରନ୍ତ ସାର ଯୋଗାଇବାକୁ ପ୍ରତିଶ୍ରୁତି ଦେଲେ କେନ୍ଦ୍ରମନ୍ତ୍ରୀ, ଭେଟିଲେ ବିଜେଡି ସାଂସଦ

ନୂଆଦିଲ୍ଲୀ: ଖରିଫ ଋତୁରେ ଓଡ଼ିଶାକୁ ନିଅଣ୍ଟିଆ ସାର ଯୋଗାଣ ହୋଇଛି । କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖି ଅବଗତ କରାଇଥିବା ବେଳେ ତାଙ୍କୁ ଭେଟି ଆଲୋଚନା କରିଛନ୍ତି ବିଜେଡି ସାଂସଦ । ଦିଲ୍ଲୀରେ ଆଜି ବିଜେଡି ସାଂସଦଙ୍କ ପ୍ରତିନିଧି ଦଳ…

ସାମ୍‌ନାକୁ ଆସିଲା ବିଗ୍‌ ବସ୍‌ ଓଟିଟିର ପ୍ରଥମ ପ୍ରତିଯୋଗୀଙ୍କ ନାଁ

ମୁମ୍ବାଇ: ଅଗଷ୍ଟ ୮ରେ ଭୁଟ୍‌ରେ ବିଗ୍ ବସ୍ ସିଜିନ ୧୫ ଓଟିଟିରେ ମୁକ୍ତିଲାଭ କରିବ। ଓଟିଟି ପ୍ଲାଟଫର୍ମରେ ଶୋ ଆରମ୍ଭ ହେବା ପୂର୍ବରୁ ନିର୍ମାତାମାନେ ଶୋ’ର ପ୍ରଥମ ପ୍ରତିଯୋଗୀଙ୍କ ନାଁ ଘୋଷଣା କରିଛନ୍ତି। ଗାୟିକା ନେହା ଭାସିନ୍ ବିବି ଓଟିଟିର ପ୍ରଥମ ପ୍ରତିଯୋଗୀ ଭାବେ ସାମ୍‌ନାକୁ ଆସିଛନ୍ତି।…

ରାମଚରଣଙ୍କ ସହ ଆରସି୧୫ରେ ଅଭିନୟ କରିବେ କିଆରା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ତାଙ୍କ ୨୯ତମ ଜନ୍ମଦିବସରେ ରାମଚରଣଙ୍କ ଆରସି୧୫ ଫିଲ୍ମ ସାଇନ କରିଛନ୍ତି । ଏହା ମୋ ଜନ୍ମ ଦିନର ସବୁଠାରୁ ବଡ ଉପହାର କହିଲେ ଭୁଲ ହେବନି ବୋଲି କିଆରା କହିଛନ୍ତି । ଶଙ୍କରଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମ ନିର୍ମିତ ହେବ । ତେଲୁଗୁ, ତାମିଲ ଓ ହିନ୍ଦୀ…