Latest Odisha News

BREAKING NEWS

୧୦ ଫୁଟ ପାହାଡ଼ ତଳକୁ ଖସିଲା ବସ୍, ଭାଗ୍ୟ ଭଲ ବସରେ କେହି ଯାତ୍ରୀ ନଥିଲେ

ଦିଗପହଣ୍ଡି: ୧୦ ଫୁଟ ପାହାଡ଼ ତଳକୁ ଖସିଲା ଯାତ୍ରୀବାହୀ ବସ୍ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବୁରତାଲରେ ଏହି ଦୁର୍ଘଟଣା ହୋଇଛି । ଭାରସାମ୍ୟ ହରାଇ ବୁରତାଲ ଏକ୍ସପ୍ରେସ ନାମକ ବସଟି ପାହାଡ଼ ତଳକୁ ଖସି ପଡ଼ିଲା । ଏଥିରେ ବସ ହେଲପର ଗୁରୁତର ହୋଇଛନ୍ତି । ସେତେବେଳେ ହେଲପର ରଜନୀକାନ୍ତ…

ଅଟୋକୁ ଧକ୍କା ଦେଲା ଡମ୍ପର, ମହିଳା ଓ ଶିଶୁ ମୃତ

ବୌଦ୍ଧ: ବୌଦ୍ଧର ମନମୁଣ୍ଡା-କଣ୍ଟାମାଳ ରାସ୍ତା ଗୋପାଳମାଳ ଛକରେ ଏକ ଅଟୋକୁ ଧକ୍କା ଦେଇଛି ପିଚୁ ବୋଝେଇ ଡମ୍ପର। ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମହିଳା ଓ ତାଙ୍କର ପୁଅ ଏବଂ ଝିଅର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାବ୍ୟତୀତ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ତେବେ…

ଦେଶରୁ ୨୪ ଘଣ୍ଟାରେ ୧୫ ହଜାର କରୋନା ପଜିଟିଭ୍ ଚିହ୍ନଟ, ୧୯ ହଜାର ସୁସ୍ଥ

ନୂଆଦିଲ୍ଲୀ: ଦେଶରେ କମିଛି ଦୈନିକ କରୋନା ସଂକ୍ରମଣ । ବଢୁଛି ସୁସ୍ଥଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରେ ୭ ଲକ୍ଷରୁ ଅଧି କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୧୫ହଜାର ୨୨୩ ନୂଆ ଆକ୍ରାନ୍ତ । ଏହି ସମୟରେ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ୧୯ହଜାର ୯୬୫ ସଂକ୍ରମିତ । ଦେଶରେ…

ପ୍ରେମପତ୍ର

ଆଜି ଆମ ସମସ୍ତଙ୍କର ପ୍ରିୟ କଥାକାର ଡ. ପ୍ରତିଭା ରାୟଙ୍କ ଜନ୍ମଦିନ! ଏଇ ଅବସରରେ ଆସନ୍ତୁ ପଢିବା ତାଙ୍କର ଏକ ଚମତ୍କାର ଗଳ୍ପ... ପ୍ରତିଭା ରାୟ (୧୯୪୪) ସମକାଳୀନ ଓଡ଼ିଆ କଥାସାହିତ୍ୟର ସର୍ବାଧିକ ଜନାଦୃତ ଲେଖିକା; ଯିଏ ଭାରତୀୟ ମୂଲ୍ୟବୋଧକୁ ଉପଜୀବ୍ୟ କରି ସାଧାରଣ ମଣିଷର ବ୍ୟଥା-ବେଦନାକୁ…

ସେୟାର ବଜାରରେ ଉତ୍ସାହ: ପ୍ରଥମ ଥର ୫୦ ହଜାର ଟପିଲା ସେନସେକ୍ସ

ନୂଆଦିଲ୍ଲୀ: ସେୟାର ବଜାରରେ ଜବରଦସ୍ତ ଉତ୍ସାହ । ଆଜି କାରବାର ଆରମ୍ଭରୁ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା ସେନସେକ୍ସ । ପ୍ରଥମ ଥର ବମ୍ବ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ୫୦ ହଜାର ପାର କରିଛି । ସେହିପରି ନିଫଟ୍ ସୂଚକାଙ୍କ ଟପିଥିଲା ୧୪ ହଜାର । ବିଏସଇ ସୂଚକାଙ୍କ ୨୨୩ ପଏଣ୍ଟ ବଢ଼ି ୫୦ହଜାର ୧୫ ପାର…

ରାଷ୍ଟ୍ରପତି ଗାଦିରେ ବସିବା ପରେ ଆକ୍ସନ ମୁଡରେ ବାଇଡେନ୍, ବଦଳାଇଲେ ଟ୍ରମ୍ପଙ୍କ ଏସବୁ ଫୈସଲା

ଓ୍ୱାଶିଂଟନ: ଆମେରିକାରେ ଆରମ୍ଭ ହୋଇଛି ବାଇଡେନ୍ ଯୁଗ । ଦେଶରେ ୪୬ତମ ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜୋ ବାଇଡେନ୍ । କାର୍ୟ୍ୟଭାର ଗ୍ରହଣ କରିବା ପରେ ଆକ୍ସନ ମୁଡକୁ ଆସିଛନ୍ତି ନୂଆ ରାଷ୍ଟ୍ରପତି । ପ୍ରଥମ ଦିନରେ ଅନେକ କାର୍ଯ୍ୟକାରୀ ନିର୍ଦ୍ଦେଶନାମାରେ ସେ ଦସ୍ତଖତ କରିଛନ୍ତି…

କୋରାଇ ବ୍ଲକର ଅଚଳାବସ୍ଥା ନେଇ ତେଜିଲା ଅସନ୍ତୋଷ

ଯାଜପୁର : ଯାଜପୁର ଜିଲ୍ଲା କୋରାଇ ବ୍ଲକରେ ଦିର୍ଘଦିନ ହେବ ଲାଗିରହିଛି ଅଚଳାବସ୍ଥା। ବିଗତ ୨ ବର୍ଷ ୮ ମାସ ହେବ ବସିନି ପଞ୍ଚାୟତ ସମିତି ବୈଠକ। ବୈଠକ କରିବା ପାଇଁ ବିଡିଓ ଙ୍କ ନିକଟରେ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ବିଡିଓ ଏହାକୁ କାର୍ଯ୍ୟକାରୀ କରୁ ନାହାନ୍ତି। ଫଳରେ ଏହାକୁ ନେଇ…

ବ୍ରହ୍ମପୁରରୁ ସାଢ଼େ ୪ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଯୁବକ ଗିରଫ

ବ୍ରହ୍ମପୁର: ଖେଳ ପଡ଼ିଆ ପାଖରେ ବ୍ରାଉନସୁଗର ଧରି ଗରାଖକୁ ଅପେକ୍ଷା କରିଥିଲା ବେପାରୀ । ହଠାତ୍ ପୋଲିସ ପହଞ୍ଚି କାବୁ କଲା । ଜବତ ହୋଇଛି ପ୍ରାୟ ୪୫ ଗ୍ରାମ୍ ଧଳା ଜହର । ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ପଡ଼ିଆରୁ ଏହି ବ୍ରାଉନସୁଗର ଜବତ କରିଛି ପୋଲିସ । ଜବତ ବ୍ରାଉନସୁଗରର ଆନୁମାନିକ…

ବ୍ରହ୍ମପୁରରେ ଠାବ ହେଲା ନକଲି ହଳଦୀ ଓ ଲଙ୍କା ଗୁଣ୍ଡ କାରଖାନା

ବ୍ରହ୍ମପୁର: ପ୍ରଥମେ କଟକ, ପରେ ଭୁବନେଶ୍ୱର ଏବଂ ପର୍ଯ୍ୟାୟକ୍ରମେ ଯାଜପୁର, ଭଦ୍ରକ , ଆଉ ଏବ ଗଞ୍ଜାମ ଜିଲ୍ଲାରୁ ଠାବ ହୋଇଛି ନକଲି ଖାଦ୍ୟ ପ୍ରସ୍ତୁତି ସାମଗ୍ରୀର କାରଖାନା । ବ୍ରହ୍ମପୁର ବଡ଼ବଜାର ଅଞ୍ଚଳରୁ ନକଲି ହଳଦୀ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ତିଆରି କରୁଥିବା କାରଖାନା ଧରିଛି ପୋଲିସ ।…

ବାଇଡେନ୍ ଓ କମଳା ହାରିସଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି ଜୋ ବାଇଡେନ୍ । ଉପରାଷ୍ଟ୍ରପତି ଭାବରେ କମଳା ହାରିସ ଶପଥ ନେଇଛନ୍ତି । ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ୍ କରି ମୋଦି ଲେଖିଛନ୍ତି, ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ…