Latest Odisha News

BREAKING NEWS

ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌

ୱାଶିଂଟନ୍‌: ଆମେରିକା ଇତିହାସରେ ଯୋଡି ହୋଇଛି ଆଉ ଏକ ନୂଆ ଫର୍ଦ୍ଦ। ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଜୋ ବାଇଡେନ। ଏଥିସହ ଭାରତୀୟ ବଂଶୋଦ୍ଭବ କମଲା ହ୍ୟାରିସ ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ମଧ୍ୟ ଶପଥ ନେଇଛନ୍ତି। ଶପଥ ଗ୍ରହଣ ଅବସରରେ ବାଇଡେନ…

ମନ୍ଦାକିନୀ ମହୋତ୍ସବ ଉଦ୍‌ଘାଟିତ

ଭୁବନେଶ୍ୱର : ଓଡ଼ିଆ ନବବର୍ଷ ବିଷୁବ ପଣା ସଂକ୍ରାନ୍ତି ଅବ୍ୟବହିତ ପୂର୍ବରୁ ହେବାକୁ ଯାଉଥିବା ନମାମୀ ମନ୍ଦାକିନୀ ତଥା ମନ୍ଦାକିନୀ ମହୋତ୍ସବ ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱରଠାରେ ବିଭିନ୍ନ ନଦୀଙ୍କୁ ସ୍ମରଣ ଓ ପୂଜ୍ୟ ମହାପୁରୁଷ ତଥା ଭାରତର ପ୍ରଥମ ସହିଦ ଜୟୀରାଜଗୁରୁ ପାଇକ…

ରାଉରକେଲାରୁ ସେକ୍ସ ରାକେଟ ଠାବ, ରାଣୀ ମହୁମାଛି ଗିରଫ

ରାଉରକେଲା: ସେକ୍ସ ରାକେଟ ଚାଲିଥିବା ବେଳେ ଚଢ଼ାଉ କଲା ପୋଲିସ। ରାଣୀ ମହୁମାଛି ସମେତ ୪ଜଣ ଗିରଫ। ରାଉରକେଲା ସେକ୍ଟର-୧୩ରେ ଚଢ଼ାଉ କରି ସେକ୍ସ ରାକେଟ ଠାବ କରିଛି ପୋଲିସ। A-୧୯୧ କ୍ୱାର୍ଟରରେ ଚଢ଼ାଉ କରି ଦୁଇ ମହିଳା ରାଣୀ ମହୁମାଛିଙ୍କୁ ଗିରଫ କରିଛି ସେକ୍ଟର-୧୫ ଥାନା ପୋଲିସ। ଗିରଫ ମହିଳା…

ପୁରସ୍କୃତ ହେଲେ ଲକ୍‌ଡାଉନ୍ ରେସିପି ଓ କରୋନା କ୍ରିଏଟିଭିଟି ବିଜେତା

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ଅଗଣିତ ଲୋକଙ୍କୁ ଏକ ନୂଆ ଅନୁଭୂତି ଦେଇଥିଲା ଅଗ୍ରଣୀ ନ୍ୟୁଜ୍ ୱେବ୍‌ସାଇଟ୍ ଓଡିଶା ସମ୍ବାଦ ଏବଂ ଓଡିଶା ବାଇଟ୍ସ । ଅନୁଷ୍ଠିତ ହୋଇଥିଲା ଲକ୍‌ଡାଉନ୍ ରେସିପି ଓ କରୋନା କ୍ରିଏଟିଭିଟି ନାମକ ଦୁଇଦୁଇଟି ଅନ୍‌ଲାଇନ୍ ଇଭେଣ୍ଟ । ଗତବର୍ଷ ଏପ୍ରିଲ୍ ମାସର ଶେଷ…

ପରମାଣୁ କ୍ଷମତା ସମ୍ପନ୍ନ ଶାହୀନ-୩ ମିସାଇଲର ପରୀକ୍ଷଣ କଲା ପାକିସ୍ତାନ

ଇସଲାମବାଦ: ପାକିସ୍ତାନ ବୁଧବାର ପରମାଣୁ କ୍ଷମତା ସମ୍ପନ୍ନ ଶାହୀନ-୩ ମିସାଇଲର ସଫଳ ପରୀକ୍ଷଣ କରିଛି । ଏହାର ରେଂଜ ୨୭୫୦ କିଲୋମିଟର ରହିଛି । ପାକିସ୍ତାନରୁ ଚେନ୍ନାଇ ପର୍ଯ୍ୟନ୍ତ ଏହି ମିସାଇଲ ଟାର୍ଗେଟ କରିପାରିବ । ସଫଳ ପରୀକ୍ଷଣ ପରେ ରାଷ୍ଟ୍ରପତି ଆରିଫ ଅଲଭି ଓ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ…

ନଇଁଲେ ସରକାର: ଦେଢ଼ ବର୍ଷ ପାଇଁ ନୂଆ କୃଷି ଆଇନକୁ ସ୍ଥଗିତ ରଖିବା ପାଇଁ ରାଜି

ନୂଆଦିଲ୍ଲୀ: ଶେଷରେ ନଇଁଲେ କେନ୍ଦ୍ର ସରକାର। କୃଷକ ଆନ୍ଦୋଳନରୁ ବାହାରିପାରେ ସମାଧାନର ବାଟ। ଆଜି କୃଷକ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଦଶମ ପର୍ଯ୍ୟାୟ ଆଲୋଚନା। ଏହାପରେ ଦେଢ଼ ବର୍ଷ ଯାଏଁ ନୂଆ କୃଷି ଆଇନକୁ ସ୍ଥଗିତ ରଖିବାକୁ ସରକାର ପ୍ରସ୍ତୁତ ଅଛନ୍ତି। ଆଜିର ବୈଠକରେ କୃଷକ ସଂଗଠନକୁ…

ଆଇପିଏଲ ୨୦୨୧ ଅଙ୍କକଷା ଆରମ୍ଭ : ଆସନ୍ତୁ ଜାଣିବା କେଉଁ ଖେଳାଳି ରହିଲେ କିଏ ବିଦା ହେଲେ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୧ ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଷ୍ଟିଭ ସ୍ମିଥ, ଲସିଥ ମାଲିଙ୍ଗା, ଗ୍ଲେନ ମ୍ୟାକ୍ସୱେଲ ପରି ଖେଳାଳି ସେମାନଙ୍କ ଦଳ ପାଇଁ ଅଲୋଡା ହୋଇ ପଡିଛନ୍ତି । ୮ଟି ଯାକ ଫ୍ରାଂଚାଇଜ ଦଳ କେଉଁ ଖେଳାଳିଙ୍କୁ ଦଳରେ ରଖିଛନ୍ତି ଓ କାହାକୁ ବିଦା…

ନୟାଗଡ଼ ନାବାଳିକା ହତ୍ୟା ମାମଲା: ଚିଲଡ୍ରେନ କୋର୍ଟକୁ ମାମଲା ସ୍ଥାନାନ୍ତର କଲେ ଜୁଭେନାଇଲ ଜଷ୍ଟିସ ବୋର୍ଡ

ନୟାଗଡ଼: ବହୁଚର୍ଚ୍ଚିତ ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଚିଲଡ୍ରେନ କୋର୍ଟକୁ ମାମଲା ସ୍ଥାନାନ୍ତର। ଜୁଭେନାଇଲ ଜଷ୍ଟିସ ବୋର୍ଡରୁ ମାମଲାକୁ ସ୍ଥାନାନ୍ତର କରାଯାଇଛି। ପ୍ରିଲିମିନାରୀ ଆସେସମେଣ୍ଟ ଓ ସୋସିଆଲ ବ୍ଯାକଗ୍ରାଉଣ୍ଡ ଆଧାରରେ ମାମଲାକୁ ସ୍ଥାନାନ୍ତର କରାଯାଇଛି। ସଙ୍ଗୀନ…

ତାଣ୍ଡବ ବିରୋଧରେ ବିବାଦୀୟ ମନ୍ତବ୍ୟ ଯୋଗୁ କଙ୍ଗନାଙ୍କ ଟ୍ୱିଟର ଆକାଂଉଟ ଅସ୍ଥାୟୀ ରୂପେ ବନ୍ଦ

ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରାନାୱତଙ୍କ ଟ୍ୱିଟର ଆକାଂଉଟକୁ ଅସ୍ଥାୟୀ ରୂପେ ବନ୍ଦ କରାଯାଇଛି । ତାଣ୍ଡବ ୱେବ ସିରିଜ ନେଇ କଙ୍ଗନା ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆକାଂଉଟ ବନ୍ଦ ହେବା ପରେ କଙ୍ଗନା ତୀବ୍ର ପ୍ରତ୍ରକ୍ରିିୟା ପ୍ରକାଶ କରିଛନ୍ତି ।…

ପିପିଲି ଉପନିର୍ବାଚନକୁ ନେଇ ସରଗରମ ହେଲାଣି ରାଜନୀତି

ପିପିଲି: ନିର୍ବାଚନ ତାରିଖ ଘୋଷଣା ହୋଇନି, ହେଲେ ପିପିଲି ଉପନିର୍ବାଚନକୁ ନେଇ ସରଗରମ ହେଲାଣି ରାଜନୀତି । ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ଏହି ଆସନରେ ଉପନିର୍ବାଚନ ହେବାକୁ ଯାଉଛି । ଉପନିର୍ବାଚନରେ କେଉଁ ଦଳରୁ କିଏ ପ୍ରାର୍ଥୀ ହେବେ ତାହା ସ୍ଥିର ହୋଇନଥିବା ବେଳେ, ଏବେ…