Latest Odisha News

ତୀରନ୍ଦାଜ, ମହିଳା ହକିରେ ପୁନର୍ବାର ନିରାଶା

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ବୁଧବାର ଭାରତୀୟ ତୀରନ୍ଦାଜ, ମହିଳା ହକି ଓ ରୋଇଂରେ ଭାରତୀୟଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ତୀରନ୍ଦାଜରେ ତରୁଣଦୀପ ରାୟ ପୁରୁଷ ସିଙ୍ଗଲ୍ସ ପଦକ ଦୌଡରୁ ବାଦ୍ ପଡିଛନ୍ତି । ରାଉଣ୍ଡ ଅଫ ୧୬ ଏଲିମିନେଶନ ମୁକାବିଲାରେ ଇସ୍ରାଏଲର ଇଟେ ଶୈନୀଙ୍କ ସହ ତାଙ୍କ…

ଡୋମିନୋଜ ପରେ ଆଇନକ୍ସର ବଡ ଘୋଷଣା, ଅଲିମ୍ପିକ ପଦକ ବିଜେତାଙ୍କୁ ଆଜୀବନ ମାଗଣା ଫିଲ୍ମ ଦେଖାଇବ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ପଦକ ବିଜେତାଙ୍କ ପାଇଁ ବଡ ବଡ କମ୍ପାନୀ ମନଲୋଭା ଅଫର ଦେବା ଆରମ୍ଭ କରି ଦେଇଛନ୍ତି । ମହିଳା ୱେଟଲିଫ୍ଟିଂରେ ରୌପ୍ୟ ପଦକ ଜିତିଥିବା ମୀରାବାଇ ଚାନୁଙ୍କୁ ଡୋମିନୋଜ ମାଗଣା ପିଜା ଯୋଗାଇଦେବା ଘୋଷଣା କରିବା ପରେ ଆଜି ଆଇନକ୍ସ ଲୋଭନୀୟ ଅଫର ଦେଇଛି । ଅଲିମ୍ପିକ୍ସ…

ପୁଣି ଭୟଙ୍କର ଭୂସ୍ଖଳନ; ୪ ମୃତ ୩୬ରୁ ଅଧିକ ନିଖୋଜ

ନୂଆଦିଲ୍ଲୀ: ଜମ୍ମୁକଶ୍ମୀରର କିସ୍ତୱର‌ ବାଦଳଫଟା ବର୍ଷା ଯୋଗୁ ବିରାଟ ହୋଇଛି। ଭୂସ୍ଖଳନ ପ୍ରଭାବରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୬ ଜଣ ନିଖୋଜ ହୋଇଥିବା ଜଣାପଡ଼ିଛି। ବାଦଲଫଟା ବର୍ଷା ଯୋଗୁ ସମ୍ପୃକ୍ତ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି। ଏହି ଖବର ପାଇବା ମାତ୍ରେ ପୋଲିସ,…

ପୁରୀ ଅଠରନଳାରେ ଘନ ଘନ ବୋମାମାଡ଼

ପୁରୀ: ରଥଯାତ୍ରା ସରିବା ପରେ ପୁଣି ଅଶାନ୍ତ ହୋଇ ପଡିଛି ପୁରୀ ସହର । ତିନି ଦିନ ତଳେ ଏକ ହତ୍ୟାକାଣ୍ଡ ଘଟିଥିବା ବେଳେ ଗତକାଲି ରାତିରେ ଅଠର ନଳାରେ ଘନ ଘନ ବୋମାମାଡ଼ ହୋଇଛି । ଏକ ଦୋକାନ ଉପରେ ୫ଟି ବୋମାମାଡ଼ କରିଛନ୍ତି କିଛି ଦୁର୍ବୁତ୍ତ । ତେବେ ଏଥିରେ କାହାର କିଛି କ୍ଷତି ହୋଇ ନାହିଁ ।…

ପ୍ରେମିକ ସାଜିଲା ପିଶାଚ: ପ୍ରେମିକାକୁ ଜୀଅନ୍ତା ଜାଳିଦେଲା

ଗଞ୍ଜାମ: ପ୍ରେମିକ ସାଜିଲା ପିଶାଚ । ଯାହାକୁ ଭଲ ପାଉଥିଲା ତାକୁ ପୋଡ଼ି ମାରି ଦେଲା । ଯୁବତୀଙ୍କୁ ଜୀଅନ୍ତା ଜାଳି ଦେଇଥିବା ଅଭିଯୋଗ । ଏଭଳି ବାଭତ୍ସ ଓ ହୃଦୟବିଦାରକ ଘଟଣା ସାମନାକୁ ଆସିଛି ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳରୁ । ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କର ମୃତ୍ୟୁ ହୋଇଛି । ଅଭିଯୋଗ…

ଟିକା ନେଇଥିଲେ ବି ମାସ୍କ ପିନ୍ଧିବା ଜରୁରୀ

ନୂଆଦିଲ୍ଲୀ: ଆମେରିକାରେ କରୋନା ସ୍ଥିତି ପୁଣି ନିୟନ୍ତ୍ରଣ ବାହାରେ। କରୋନା ସଂକ୍ରମଣରେ ଭାରତକୁ ଟପିଛି ଆମେରିକା। ସଂକ୍ରମଣ ବୃଦ୍ଧି ପାଇବା ପଛର କାରଣ ହେଉଛି କରୋନାର ପ୍ରମୁଖ ପ୍ରଜାତି ଡେଲ୍‌ଟା। ତେବେ ଆମେରିକାରେ ଅଧାରୁ ଅଧିକ ଲୋକ ଟିକାକରଣ କରିସାରିଥିବା ବେଳେ ବାଇଡେନ୍‌ ସରକାର…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି

ପୁରୀ: ଆଜି ଅପରାହ୍ନରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କପ ବନକଲାଗି ନୀତି ଅନୁଷ୍ଠିତ ହେବ । ଦତ୍ତମହାପାତ୍ର ସେବକମାନେ ଦାରୁଦିଅଁଙ୍କ ଏହି ସେବା ସମ୍ପାଦନ କରିବେ । ଦ୍ଵିତୀୟ ଭୋଗମଣ୍ଡପ ନୀତି ପରେ ମହାପ୍ରଭୁଙ୍କ ବନକଲାଗି ନୀତି ଆରମ୍ଭ ହେବ । ଅପରାହ୍ନରେ ଦତ୍ତମହାପାତ୍ର ସେବକ ମହାପ୍ରଭୁଙ୍କର…

କେନ୍ଦ୍ରାପଡ଼ା ସହର ଓ ୪ ପଞ୍ଚାୟତରୁ ହଟିଲା ୧୪୪ ଧାରା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହର ସମେତ ଆଖପାଖ ୪ ପଞ୍ଚାୟରୁ ହଟିଲା ୧୪୪ ଧାରା । ପୂର୍ବରୁ ଜାରି ହୋଇଥିବା କଟକଣାକୁ ପ୍ରତ୍ୟାହାର କରି ନେଇଛି ଜିଲ୍ଲା ପ୍ରଶାସନ । କୌଣସି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବାରୁ, ଶାନ୍ତି ବଜାୟ ରହିବା ସହ ଆଇନଶୃଙ୍ଖଳା ସ୍ଥିତି ଠିକଠାକ୍ ଥିବାରୁ…

ଲଘୁଚାପ ନେଲା ଓ୍ୱେଲ ମାର୍କଡ୍ ଲୋପ୍ରେସର ରୂପ, ଓଡ଼ିଶାର ଏସବୁ ଜିଲ୍ଲାରେ ବର୍ଷା

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅଧିନ ଘନୀଭୂତ ହୋଇ ଓ୍ୱେଲ୍ ମାର୍କଡ୍ ଲୋ ପ୍ରେସରରେ ପରିଣତ ହୋଇଛି । ଆଗାମୀ ୪୮ ଘଣ୍ଟାରେ ଏହା ପଶ୍ଚିମ ଦିଗରେ ଗତି କରି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାର ଅତିକ୍ରମ କରିବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଓଡ଼ିଶା ପାଗ ମେଘୁଆ ରହିଛି…

କରୋନା ବିରୁଦ୍ଧରେ ୯୩ ପ୍ରତିଶତ ସୁରକ୍ଷା ପ୍ରଦାନ କରେ କୋଭିଶିଲ୍ଡ

ନୂଆଦିଲ୍ଲୀ: କୋଭିଶିଲ୍ଡ ଟିକା କରୋନା ବିରୋଧରେ ୯୩ ପ୍ରତିଶତ ସୁରକ୍ଷା ପ୍ରଦାନ କରିଥାଏ। ଏବଂ ୯୮ ପ୍ରତିଶତ ମୃତ୍ୟୁହାର ହ୍ରାସ କରିପାରେ ବୋଲି ଏଫ୍‌ଏମ୍‌ସି ଦ୍ୱାରା କରାଯାଇଥିବା ଅଧ୍ୟୟନରୁ ଜଣାପଡ଼ିଛି। ଏ ନେଇ ସରକାର ମଙ୍ଗଳବାର ସୂଚନା ଦେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ…