ସାହାରା ମରୁଭୂମିରେ ବରଫର ଚାଦର !
ରିୟାଦ: ସାହାରା ମରୁଭୂମିର ତାପମାତ୍ରା ପ୍ରାୟତଃ ୨୫ ରୁ ୩୦ ଡିଗ୍ରୀ ସର୍ବଦା ରହିଥାଏ । ମାତ୍ର ଦ୍ରୁତ ଜଳବାୟୁ ପରିବର୍ତନ ଯୋଗୁ ଏଠାରେ ମଧ୍ୟ ତାପମାତ୍ରା କମିବାରେ ଲାଗିଛି । ଏଥର ଏଠାରେ ୫୦ ବର୍ଷର ରେକର୍ଡ ଭାଙ୍ଗିଛି । ସାହାରା ମରୁଭୂମିର ଏବେ ବରଫର ଚାଦର ପଡିଥିବାରୁ ଦେଖିବାକୁ ମିଳିଛଇ ।…