Latest Odisha News

BREAKING NEWS

ଚଳିତ ମାସ ରିଲିଜ କରିବ ଦି ଫ୍ୟାମିଲି ମ୍ୟାନ୍ ସିଜିନ୍‌ ୨ର ଟ୍ରେଲର୍‌

ନୂଆଦିଲ୍ଲୀ: ଆମାଜନ ପ୍ରାଇମ ଭିଡିଓର ୱେବ୍ ସିରିଜ୍ ଦି ଫ୍ୟାମିଲି ମ୍ୟାନ୍ ର ଦ୍ୱିତୀୟ ସିଜନ୍ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ସିରିଜ ମଧ୍ୟରୁ ଅନ୍ୟତମ। ଦି ଫ୍ୟାମିଲି ମ୍ୟାନ୍‌ର ଦ୍ୱିତୀୟ ସିଜିନ୍‌ ଆସନ୍ତା ଫେବୃଆରୀରେ ଆସୁଛି ବୋଲି ଆମାଜନ ପ୍ରାଇମ ପ୍ରକାଶ କରିସାରିଛି ଏବଂ ବର୍ତ୍ତମାନ ଏହାର…

୮୩ ତେଜସ ଫାଇଟର ବିମାନ କିଣିବା ପାଇଁ ବାୟୁସେନାକୁୂ ଅନୁମତି, ୪୮,୦୦୦କୋଟିର ଅନୁମୋଦନ

ନୂଆଦିଲ୍ଲୀ: ଚୀନ ଏବଂ ପାକିସ୍ତାନ ପ୍ରତି ବିପଦକୁ ଆଖି ଆଗରେ ରଖି ଭାରତ ସୈନ୍ୟ ଶକ୍ତି ମଜଭୁତ କରୁଛି । ବୁଧବାର ୮୩ ତେଜସ ଫାଇଟର ବିମାନ କିଣିବାକୁ ସିସିଏସ ଅନୁମତି ପ୍ରଦାନ କରିଛି । ଏହି ବିମାନ କିଣିବା ପାଇଁ ୪୮,୦୦୦ କୋଟି ଟଙ୍କାର ଅନୁମୋଦନ କରାଯାଇଛି । କେନ୍ଦ୍ରୀୟ ରକ୍ଷା ମନ୍ତ୍ରୀ…

ବ୍ରାଜିଲ୍‌ ବିଶେଷଜ୍ଞଙ୍କ ଦାବି; କରୋନା ବିରୋଧରେ ଚୀନ୍‌ ଟିକା ମାତ୍ର ୫୦ ପ୍ରତିଶତ ପ୍ରଭାବଶାଳୀ

ନୂଆଦିଲ୍ଲୀ: ଟିକା ବିଶ୍ୱରେ କରୋନା ମହାମାରୀ ବିରୋଧରେ ଲଢେଇରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି। ବର୍ତ୍ତମାନ ଟିକାଗୁଡ଼ିକର ପ୍ରଭାବ ଉପରେ ସମସ୍ତଙ୍କର ନଜର ରହିଛି। ଏହି ସମୟରେ ଚୀନ୍‌ର କରୋନା ଟିକା ନେଇ ବ୍ରାଜିଲ ଏକ ବଡ଼ ଦାବି କରିଛି। ବ୍ରାଜିଲର…

ବିଜୟଙ୍କ ମାଷ୍ଟର ଫିଲ୍ମ ଦେଖିବା ପାଇଁ ସିନେମା ହଲ ନିକଟରେ ପ୍ରବଳ ଭୀଡ, କରୋନା ଭୟ ବି ଛାଡିଗଲା

ଚେନ୍ନାଇ: ଦକ୍ଷିଣ ଭାରତର ସୁପରଷ୍ଟାର ବିଜୟଙ୍କ ଅଭିନୀତ ତାମିଲ ଆକ୍ସନ ଡ୍ରାମା ମାଷ୍ଟର ବୁଧବାର ବିଭିନ୍ନ ସିନେମା ହଲରେ ରିଲିଜ ହୋଇଛି । ଏହି ଫିଲ୍ମକୁ ଦେଖିବା ପାଇଁ ଗତକାଲି ରାତିରୁ ହଲ ଆଗରେ ପ୍ରବଳ ଭୀଡ ଏକତ୍ର ହୋଇଥିଲେ । ଏପରି କି ଫିଲ୍ମ ନିଶାରେ କରୋନା ଭୟ ସମସ୍ତଙ୍କ ଛାଡି ଯାଇଥିଲା ।…

ଆରପାରିରେ ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓ

ଭୁବନେଶ୍ବର: ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କର ଆଜି ଅପରାହ୍ନ ୪.୧୫ରେ ପରଲୋକ ହୋଇଛି। ସେ କରୋନାରେ ଆକ୍ରାନ୍ତ ହୋଇ ୨୦ ଦିନ ପୂର୍ବରୁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। କଟକ ଏସସିବି କୋଭିଡ୍ ହସ୍ପିଟାଲରେ ଶ୍ରୀ ରାଓଙ୍କର ଚିକିତ୍ସା ଚାଲିଥିଲା। ସେଠାରେ ଆଜି ତାଙ୍କର…

ସୟେଦ ମୁସ୍ତାକ ଅଲୀ ଟ୍ରଫିରେ ପୁନୀତଙ୍କ ବିଶ୍ୱରେକର୍ଡ: ୫୧ ବଲରେ କଲେ ୧୪୬ରନ

ଚେନ୍ନାଇ:ଚଳିତ ସୟେଦ ମୁସ୍ତାକ ଅଲୀ ଟି୨୦ କ୍ରିକେଟ ଟୁର୍ଣ୍ଣାମେଂଟରେ ମେଘାଳୟ ଦଳର ପୁନୀତ ବିଷ୍ଟ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ୪ ନମ୍ବର ସ୍ଥାନରେ ବ୍ୟାଟିଂ କରି ଟି୨୦ରେ ସର୍ବାଧିକ ବ୍ୟକ୍ତିଗତ ରନ ସଂଗ୍ରହରେ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ମିଜୋରମ ବିପକ୍ଷରେ ସେ ୫୧ ବଲରେ…

ଜୀବନ ରେସରେ ମୃତ୍ୟୁକୁ ହରାଇଲେ ରେସର ସନ୍ତୋଷ

ରିୟାଦ:ସାଉଦି ଆରବରେ ଡାକାର ରାଲୀ ମୋଟର ସ୍ପୋର୍ଟ୍ସ ରେସ ଅବସରରେ ଭାରତର ରାଇଡର ସିଏସ ସନ୍ତୋଷ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଏପରି କି ସେ କୋମା ଷ୍ଟେଜକୁ ପଳାଇ ଯାଇଥିଲେ । ବୁଧବାର ସନ୍ତୋଷଙ୍କ ଅବସ୍ଥା ସ୍ଥିର ଥିଲା ଏବଂ ସେ ବିପଦମୁକ୍ତ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।…

ଫିଲ୍ମ ‘ଆଧାର’ ଟ୍ରେଲର୍‌ ରିଲିଜ୍

ନୂଆଦିଲ୍ଲୀ: ସାମାଜିକ ବ୍ୟଙ୍ଗ-ଆଧାରିତ ଚଳଚ୍ଚିତ୍ର ତାଲିକାରେ ଆଉ ଏକ ନାମ ଯୋଡା ହୋଇଛି। ଆଧାର କାର୍ଡ ସହିତ ଜଡିତ ଅନେକ କାହାଣୀ ଦେଶର ପ୍ରତ୍ୟେକ କୋଣରେ ବିଛାଡି ହୋଇ ରହିଛି। ଏହି ସମୟରେ ନିର୍ଦ୍ଦେଶକ ସୁମନ ଘୋଷ ଏକ ସମାନ କାହାଣୀ ଦର୍ଶକଙ୍କ ସାମ୍‌ନାକୁ ଆଣିଛନ୍ତି। ଏହି…

କରୋନା ନୂଆ ଷ୍ଟ୍ରେନ୍‌; ୧୦୨ରେ ପହଞ୍ଚିଲା ମୋଟ ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ବ୍ରିଟେନରୁ ଆସୁଥିବା ନୂଆ କରୋନା ଷ୍ଟ୍ରେନ୍ ମାମଲାରେ ବୃଦ୍ଧି ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ କରୋନାର ନୂତନ ଷ୍ଟ୍ରେନ୍‌ର ୧୦୦ ରୁ ଅଧିକ ମାମଲା ରିପୋର୍ଟ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବୁଧବାର କହିଛି ଯେ ଭାରତରେ କରୋନାର ନୂଆ ଷ୍ଟ୍ରେନ୍‌ ପଜିଟିଭ…

ଆଣବିକ ଅସ୍ତ୍ରଶସ୍ତ୍ରକୁ ଆହୁରି ସଶକ୍ତ କରିବାକୁ ପ୍ରତିଶୃତି ଦେଲେ ରାଷ୍ଟ୍ରପତି କିମ୍‌

ନୂଆଦିଲ୍ଲୀ: ଉତ୍ତର କୋରିଆ ନେତା କିମ ଜୋଙ୍ଗ ଉନ ତାଙ୍କ ଶୀର୍ଷ ସମ୍ବୋଧନରେ ଦେଶର ଆଣବିକ ଅସ୍ତ୍ରଶସ୍ତ୍ରକୁ ମଜବୁତ କରିବାକୁ ପ୍ରତିଶୃତି ଦେଇଛନ୍ତି। ସେ ଏକ ଶୀର୍ଷ ଶାସକ ଦଳର ଏକ ସଭାରେ ଏହା କହିଛନ୍ତି। ବୁଧବାର ରାଜ୍ୟ ଗଣମାଧ୍ୟମ ଏହି ବିଷୟରେ ସୂଚନା ଦେଇଛି। ଏଭଳି ଏକ ଦୃଢ…