Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୨୨-୭-୨୦୨୧ ଗୁରୁବାର  ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜୁଲାଇ ତା ୨୨ରିଖ ଗୁରୁବାର କର୍କଟ ୭ ଦିନ ଆଷାଢ଼ ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥି ମୂଳା ନକ୍ଷତ୍ର ଧନୁ ଚନ୍ଦ୍ର ଘାତ ବାର-: ତୁଳା ଓ କୁମ୍ଭ ରାଶିର ଘାତ ଚନ୍ଦ୍ର-: ତୁଳା କୁମ୍ଭ ରାଶି ପୁରୁଷ ବୃଷ ମିଥୁନ…

ଦୂରଦର୍ଶନ, ଆକାଶବାଣୀରେ ପ୍ରସାରିତ ହେବ ଅଲିମ୍ପିକ୍ସ

ନୂଆଦିଲ୍ଲୀ: ଜୁଲାଇ ୨୩ରୁ ଟୋକିଓରେ ଆରମ୍ଭ ହୋଇଯିବ କ୍ରୀଡା ମହାକୁମ୍ଭ ଅଲିମ୍ପିକ୍ସ । ଡିଡି ସ୍ପୋର୍ଟ୍ସ ଏବଂ ଆକାଶବାଣୀରେ ଏହାର ସିଧା ପ୍ରସାରଣ ହେବ ବୋଲି ସୂଚନା ଦେଇଛନ୍ତି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ । ପ୍ରସାର ଭାରତୀ ଦୂରଦର୍ଶନ, ଆକାଶବାଣୀ ଏବଂ ଡିଡି ସ୍ପୋର୍ଟ୍ସରେ ଏହାର…

୨୬ରୁ ରାଜ୍ୟରେ ଖୋଲିବ ସ୍କୁଲ ସହ ହଷ୍ଟେଲ, ଜାରି ହେଲା ଏସଓପି

ଭୁବନେଶ୍ବର : ଆସନ୍ତା ୨୬ ତାରିଖରୁ ରାଜ୍ୟରେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ ହଷ୍ଟେଲ । ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସ୍କୁଲ ଓ ଗଣଶିକ୍ଷା ବିଭାଗ, ଅନୁସୂଚିତ ଜାତି ଓ ଜନଜାତି, ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ବିଭାଗ,…

ବ୍ରିସବେନରେ ହେବ ୨୦୩୨ ଅଲିମ୍ପିକ୍ସ

ଟୋକିଓ: ଆନ୍ତର୍ଜାତୀୟ ଅଲିମ୍ପିକ କମିଟି ବୁଧବାର ୨୦୩୨ ଅଲିମ୍ପିକ୍ସ ଅଷ୍ଟ୍ରେଲିଆର ବ୍ରିସବେନରେ ହେବ ବୋଲି ଘୋଷଣା କରିଛି । ବ୍ରିସବେନ ବିରୋଧରେ କେହି ଦାବୀଦାର ନ ଥିବାରୁ ସର୍ବସମ୍ମତିକ୍ରମେ ଆୟୋଜନ ଦାୟିତ୍ୱ ମିଳିଛି । ପୂର୍ବରୁ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ (୧୯୫୬) ଓ ସିଡନୀ(୨୦୦୦)ରେ ଏହି…

ତିବ୍ଦତ ଗ୍ଲେସିୟରରୁ ମିଳିଲା ୧୦ ହଜାର ବର୍ଷ ତଳର ୩୩ ଭାଇରସ !

ତିବ୍ଦତ: ତିବ୍ଦତର ଗ୍ଲେସିୟର ମଧ୍ୟରୁ ବୈଜ୍ଞାନିକମାନେ ୧୫ ହଜାର ବର୍ଷ ତଳର ୩୩ ପ୍ରକାର ନୂତନ ଭାଇରସ ପାଇଛନ୍ତି । ଏହା ମଧ୍ୟରୁ ୨୮ ଭାଇରସ ସମ୍ପର୍କରେ ବୈଜ୍ଞାନିକମାନେ ମଧ୍ୟ ଅଜଣା ଥିଲେ । ଆମେରିକାର ଷ୍ଟେଟ ଓହିୟା ୟୁନିଭରସିଟିର ବୈଜ୍ଞାନିକମାନେ ଏହି ଗବେଷଣା କରିଥିଲେ । ବର୍ତମାନ ଏହି…

କେବେ ସରିବ ମହାମାରୀ? ଜବାବ୍‌ ରଖିଲେ ‘ହୁ’ ମୁଖ୍ୟ

ନୂଆଦିଲ୍ଲୀ: କେବେ ଯିବ କରୋନ? କେବେ ସରିବ ମହାମାରୀର ତାଣ୍ଡବ? ତେବେ ଏହି ପ୍ରଶ୍ନର ଏକ ସରଳ ଉତ୍ତର ଦେଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ। ଜାପାନରେ ଏକ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ବୈଠକରେ ଅଭିଭାଷଣ ଦେଲା ବେଳେ  ହୁ ମୁଖ୍ୟ ଟେଡ୍ରୋସ ଆଡାନୋମ ଗେବ୍ରେଏସସ କହିଛନ୍ତି…

ସେତେଟା ଘାତକ ହେବନି ତୃତୀୟ ଲହର

ଭୁବନେଶ୍ବର : ଦେଶରେ କମିବାରେ ଲାଗିଛି ମହାମାରୀ କରୋନା ପ୍ରକୋପ । ସଂକ୍ରମଣ କମୁଥିବା ବେଳେ, ସ୍ଥିତିରେ ମଧ୍ୟ ସୁଧାର ଆସୁଛି । ହେଲେ ଏବେ ତୃତୀୟ ଲହରକୁ ନେଇ ଲୋକଙ୍କ ମନରେ ଚିନ୍ତା ପଶିଲାଣି । କିନ୍ତୁ ଏହି ତୃତୀୟ ଲହର ସେତେଟା ଘାତକ ହେବନି । ଆଇସିଏମଆର ରିପୋର୍ଟରେ କୁହାଯାଇଛଇ ଯେ,…

କଟକରେ କୋଭିଡ୍ ରୋଗୀଙ୍କ ଶବ ସଂସ୍କାର ପାଇଁ ଖୋଲାହେଲା ହେଲ୍ପ ଡେସ୍କ

କଟକ : କୋଭିଡ୍ ରୋଗୀଙ୍କ ଶବ ସଂସ୍କାର ପାଇଁ ଖୋଲାହେଲା ହେଲ୍ପ୍ ଡେସ୍କ । କଟକ କାଳିଆବୁଦା ଶ୍ମଶାନରେ ଏହି ହେଲ୍ପ ଡେସ୍କକୁ ଉଦଘାଟନ କରିଛନ୍ତି ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜକ ପ୍ରଭାତ ରଞ୍ଜନ ବିଶ୍ବାଳ । ବର୍ତ୍ତମାନ ସତୀଚୌରା ଶ୍ମାଶନରେ ଶବଦାହ କରାଯାଉଥିବା ବେଳେ, କାଳିଆବୁଦା ଶ୍ମଶାନରେ…

ଦେଶରେ ପ୍ରଥମ ବାର୍ଡଫ୍ଲୁ ଜନିତ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ସାମ୍ନାକୁ ଆସିଛି ପ୍ରଥମ ବାର୍ଡଫ୍ଲୁ ଜନିତ ମୃତ୍ୟୁ । ଦିଲ୍ଲୀସ୍ଥିତ ଏମସରେ ଆଭିଆନ ଇନଫ୍ଲୁଏଞ୍ଜା ବା ବାର୍ଡ ଫ୍ଲୁରେ ପ୍ରାଣ ହରାଇଛନ୍ତି ଜଣେ ୧୧ ବର୍ଷ ବୟସ୍କ ବାଳକ । ବାଳକ ଜଣକ ପ୍ରାଣ ହରାଇବା ପରେ ତାଙ୍କୁ ଚିକିତ୍ସା କରୁଥିବା ସମସ୍ତ ଡାକ୍ତର, କର୍ମଚାରୀଙ୍କୁ…

ବାହା ହେବେ କାଟ୍ରିନା!

ମୁମ୍ବ‌ାଇ: ଖୁବ୍‌ଶୀଘ୍ର ବାଜିବ ଅଭିନେତ୍ରୀ କାଟ୍ରିନାଙ୍କ ସାହାନାଇ! ସଦ୍ୟ ଖବର ଅନୁଯାୟୀ ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ବଲିଉଡ୍‌ର ଚୁଲ୍‌ବୁଲି ନାୟିକା କାଟ୍ରିନା କୈଫ୍‌। ସେ ପୁଣି ତାଙ୍କ ରୁମ୍‌ର ବଏ୍‌ଫ୍ରେଣ୍ଡ୍‌ ଭିକି କୌଶଲଙ୍କୁ ବାହା ହେବେ ବୋଲି ଶୁଣିବାକୁ…