ମୋ ସ୍କୁଲ୍ ଅଭିଯାନ; ସ୍କୁଲଗୁଡିକୁ ଉନ୍ନତ ସୁବିଧା ଯୋଗାଇବା ପାଇଁ ୨୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କଲା ଓଏସ୍ଏଲ୍
କଟକ: OSL ରାଜ୍ୟ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା “ମୋ ସ୍କୁଲ୍ ଅଭିଯାନ ପରିଚାଳନା ସଂଗଠନ' (MSAPS) ଅଧୀନରେ କଟକ ଜିଲ୍ଲାର ବିଦ୍ୟାଳୟଗୁଡିକୁ ସହାୟତା ପ୍ରଦାନ କରିଛି।
ଓଡିଶା ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଦ୍ୱାରା MSAPS ହେଉଛି ଏକ ପଦକ୍ଷେପ ଯାହା ସାରା ରାଜ୍ୟରେ…