Latest Odisha News

BREAKING NEWS

ଭୁବନେଶ୍ବର ଓ ଖୋର୍ଦ୍ଧାରେ ଚିନ୍ତା ବଢ଼ାଉଛି ଡେଙ୍ଗୁ

ଭୁବନେଶ୍ବର : ଭୁବନେଶ୍ବର ଓ ଖୋର୍ଦ୍ଧାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ପ୍ରତିକାର ଓ ପ୍ରତିଷେଧକ ବ୍ୟବସ୍ଥା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ, ବିଏମସି ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ତଥା ଉଚ୍ଚସ୍ତରୀୟ ବୈଠକ ଆରମ୍ଭ ହୋଇଛି । ଖୋର୍ଦ୍ଧା…

ନିଅଣ୍ଟିଆ ବର୍ଷାକୁ ଦୃଷ୍ଟିରେ ରଖି ଚାଷୀଙ୍କ ପାଇଁ ଆପାତକାଳୀନ ପ୍ଲାନ ପ୍ରସ୍ତୁତ କଲା ଓୟୁଏଟି

ଭୁବନେଶ୍ବର : ରାଜ୍ୟରେ ନିଅଣ୍ଟିଆ ବର୍ଷାକୁ ଦୃଷ୍ଟିରେ ରଖି ଚାଷୀଙ୍କ ପାଇଁ ପ୍ରସ୍ତୁତ ହୋଇଛି ଆପାତକାଳୀନ ପ୍ଲାନ । ଏହି ଆପାତକାଳୀନ ପ୍ଲାନକୁ ପ୍ରସ୍ତୁତ କରି କୃଷି ବିଭାଗକୁ ହସ୍ତାନ୍ତର କରିଛି ଓୟୁଏଟି । ମରୁଡ଼ି ହେଲେ ଚାଷୀର ସୁରକ୍ଷା ପାଇଁ କଣ କରାଯିବ, ତାହା ଏଥିରେ ଉଲ୍ଲେଖ ରହିଛି ।…

ଭୀମଟାଙ୍ଗୀ ପ୍ରିୟଙ୍କା ସାହୁ ହତ୍ୟା ଘଟଣାରେ ବଡ଼ ଖୁଲାସା, ୪ ଦିନ ପୂର୍ବରୁ ହୋଇଥିଲା ହତ୍ୟା ଯୋଜନା

ଭୁବନେଶ୍ବର : ଭୁବନେଶ୍ବର ଭୀମଟାଙ୍ଗୀ ପ୍ରିୟଙ୍କା ସାହୁ ହତ୍ୟା ଘଟଣାରେ ବଡ଼ ଖୁଲାସା । ପ୍ରିୟଙ୍କାଙ୍କୁ ହତ୍ୟା କରିବା ପାଇଁ ୪ ଦିନ ପୂର୍ବରୁ ଯୋଜନା କରିଥିଲା ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ । ହତ୍ୟାକାଣ୍ଡ ଦିନ ସକାଳ ୯ଟାରେ ପ୍ରିୟଙ୍କାଙ୍କ ଘର ଭିତରକୁ ପ୍ରବେଶ କରିଥିଲା ଜଗନ୍ନାଥ ।…

କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ସରକାର ଭାଙ୍ଗିବା ପଛରେ ପେଗାସସର ଥିଲା ହାତ

ନୂଆଦିଲ୍ଲୀ : ୨୦୧୯ରେ କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ସରକାର ଭାଙ୍ଗିବା ପଛରେ ପେଗାସସର ଥିଲା ହାତ । ଏହାକୁ ନେଇ ଏବେ ଜୋରସୋରରେ ଚାଲିଛି ଚର୍ଚ୍ଚା । ସେତେବେଳର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ବାମୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ବ୍ୟକ୍ତିଗତ ସହାୟକ,…

ଆଗାମୀ ୫ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଗାମୀ ୫ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି। ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପର ପ୍ରଭାବ ଯୋଗୁ ଆଗାମୀ ୫ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଜୁଲାଇ ୨୧ରେ କଟକ,…

୨୦୨୪ ଯାଏ କଂଗ୍ରେସର ହାଇକମାଣ୍ଡ ରହିବେ ସୋନିଆ

ନୂଆଦିଲ୍ଲୀ: ସୋନିଆ ଗାନ୍ଧି ୨୦୨୪ ଯାଏ ଦେଶର ସର୍ବପୁରାତନ ଦଳ କଂଗ୍ରେସର ମୁଖିଆ ପଦରେ ରହିବେ।ସୋନିଆ ଗାନ୍ଧୀ ୨୦୨୪ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ କଂଗ୍ରେସର ଅନ୍ତରୀଣ ସଭାପତି ରହିବେ ବୋଲି ସୂଚନା ମିଳିଛି। ଯୁବ ଚେହେରାମାନଙ୍କୁ ଦଳ ପ୍ରମୁଖ ପଦବୀରେ ନିଯୁକ୍ତ ଦେବାର ସମ୍ଭାବନା ମଧ୍ୟ ରହିଛି…

ଡେଲ୍‌ଟା ପ୍ରଜାତି ବିରୁଦ୍ଧରେ କମ୍‌ ଆଣ୍ଟିବଡି ତିଆରି କରୁଛି ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌

ନୂଆଦିଲ୍ଲୀ: ଅଧ୍ୟୟନ ଅନୁଯାୟୀ ଜନସନ ଆଣ୍ଡ ଜନସନର ଗୋଟିଏ-ଡୋଜ୍ ଟିକା  ଡେଲ୍‌ଟା ପ୍ରଜାତି ବିରୁଦ୍ଧରେ ଅପେକ୍ଷାକୃତ କମ୍  ଆଣ୍ଟିବଡି ତିଆରି କରେ ଅନ୍ୟ ଟିକା ତୁଳନାରେ ଏହା କମ୍‌ ପ୍ରଭାବଶାଳୀ ହୋଇଥିବାରୁ ଏ ନେଇ ଏ‌ବେ ନେଇ ପ୍ରଶ୍ନ ଉଠିଛି। ନ୍ୟୁୟର୍କ ୟୁନିଭରସିଟିର  ବୈଜ୍ଞାନିକମାନଙ୍କ…

କେତେ ସତ ? ମାଲକାନଗିରିରେ ଅଜଣା ରୋଗ ଆତଙ୍କ

ମାଲକାନଗିରି: ଅଜଣା ତଥା ରହସ୍ୟମୟ ରୋଗ ପାଇଁ ଚର୍ଚ୍ଚାକୁ ଆସିଛି ମାଲକାନଗିରି ଜିଲ୍ଲା । ବିଗତ ୧୫ଦିନରେ କାଲିମେଳା ବ୍ଲକ ଅନ୍ତର୍ଗତ ସୁଧାଖୁଣ୍ଟା ଗାଁରେ ୫ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଡାକ୍ତରୀ ଦଳର ରିପୋର୍ଟ କିନ୍ତୁ କିଛି ଭିନ୍ନ ବୟାନ କରିଛି । ସୁଧାଖଣନ୍ଟା…

କରୋନା ଦ୍ୱିତୀୟ ତରଙ୍ଗ ସମୟରେ ଅମ୍ଳଜାନ ଅଭାବ ହେତୁ କୌଣସି ମୃତ୍ୟୁ ହୋଇନାହିଁ; କେନ୍ଦ୍ର

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ବିତୀୟ ତରଙ୍ଗ ସମୟରେ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ଅମ୍ଳଜାନ ଅଭାବ ହେତୁ କୌଣସି ମୃତ୍ୟୁ ହୋଇ ନାହିଁ। ଏ ନେଇ କେନ୍ଦ୍ର ସରକାର ରାଜ୍ୟସଭାକୁ ସୂଚନା ଦେଇଛନ୍ତି। କେନ୍ଦ୍ର ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ସମସ୍ତ ରାଜ୍ୟ ଏବଂ କେନ୍ଦ୍ର…

ଉତ୍ତରପ୍ରଦେଶର ପୂର୍ବତନ ସିଏମ କଲ୍ୟାଣ ସିଂ ଗୁରୁତର

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଏ ନେଇ ହସ୍ପିଟାଲ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଡାକ୍ତର କହିଛନ୍ତି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ତାଙ୍କୁ ଭେଣ୍ଟିଲେଟର ସହାୟତାରେ…