Latest Odisha News

BREAKING NEWS

ମଗାଣା ନୁହେଁ, ଅନ୍ନପୂର୍ଣ୍ଣା ଯୋଜନାରେ ୧ ଟଙ୍କାରେ ଖାଦ୍ୟ: ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର: ଅନ୍ନପୂର୍ଣ୍ଣା ଯୋଜନାରେ ଲୋକଙ୍କୁ ମାଗଣାରେ ଖାଦ୍ୟ ଦିଆଯିବ ନାହିଁ । ଏଥିପାଇଁ ୧ ଟଙ୍କା ଦେବାକୁ ପଡ଼ିବ । ଏନେଇ ଆଜି ସୂଚନା ଦେଇଛନ୍ତି ସାଂସଦ ଅପରାଜିତ ଷଡଙ୍ଗୀ । ଗତକାଲି ବିଏମସି ପକ୍ଷରୁ ଭୁବନେଶ୍ୱରରେ ରାସ୍ତାକଡ଼ରେ ରହୁଥିବା ବାସହରାଙ୍କୁ ଖାଦ୍ୟ ବଣ୍ଟନ ଉପରେ କଟକଣା ଲଗାଇବା…

ନରେନ କବିତା ସଂକଳନ ଓ ମାସିକ ସାହିତ୍ୟ ପତ୍ରିକା ସାହିତ୍ୟ ସୁମିତ୍ର ଉନ୍ମୋଚନ

ବ୍ରହ୍ମପୁର:ବ୍ରହ୍ମପୁର , ଲକ୍ଷ୍ମୀ ନୃସିଂହ ସାହି ୧୪ ନମ୍ବର ଗଳି ସ୍ଥିତ ଶ୍ରୀ ବିବେକାନନ୍ଦ ବିଦ୍ୟା ମନ୍ଦିର ତରଫରୁ ସିଟି ହସ୍ପିଟାଲ ରୋଡ ସ୍ଥିତ ଏନ ଜି ଓ ହଲରେ ବିବେକାନନ୍ଦ ଜୟନ୍ତୀ ପାଳନ କରାଯାଇଅଛି। ଏହି ଅବସରରେ  ପ୍ରତ୍ୟୁଷରୁ ପାଣିଗ୍ରାହୀ ପେଣ୍ଠ ସ୍ଥିତ କାଳୀ ମନ୍ଦିର ରୁ ଏକ୍ ମଶାଲ…

ବନ୍ଦ ହେବନି କୌଣସି ରେଡିଓ ଷ୍ଟେସନ, ସ୍ପଷ୍ଟୀକରଣ ଦେଲା ପ୍ରସାର ଭାରତୀ

ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ ରେଡିଓର କେତେକ ଷ୍ଟେସନ ବନ୍ଦ ବୋଲି କେତେକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରକୁ ଦୃଢ ଭାବେ ଖଣ୍ଡନ କରିଛି ପ୍ରସାର ଭାରତୀ । ସେଗୁଡିକ ଫେକ ନ୍ୟୁଜ, ତଥ୍ୟବିହୀନ ଓ ଭିତ୍ତିହୀନ ବୋଲି ପ୍ରସାର ଭାରତୀ କହିଛି । ପ୍ରସାର ଭାରତୀ ଆହୁରି କହିଛି ଯେ, ଆକାଶବାଣୀର…

ରାଜଧାନୀରେ ବାସହରାଙ୍କୁ ଖାଦ୍ୟ ବାଣ୍ଟିବା ଉପରେ ଲାଗିଲା କଟକଣା

ଭୁବନେଶ୍ୱର: ରାଜଧାନୀକୁ ଭିକାରୀ ମୁକ୍ତ କରିବା ପାଇଁ ପଦକ୍ଷେପ ନେଇଛି ଭୁବନେଶ୍ୱର ମହାନଗର ନିଗମ । ରାଜଧାନୀରେ ବାସହରାଙ୍କୁ ଖାଦ୍ୟ ବାଣ୍ଟିବା ଉପରେ ଲାଗିଲା କଟକଣା । ଅନ୍ୟାନ୍ୟ ସାମଗ୍ରୀ ବାଣ୍ଟିବା ଉପରେ ମଧ୍ୟ ବିଏମସି ପ୍ରତିବନ୍ଧକ ଲଗାଇଛି । ଏନେଇ ବିଏମସି ପକ୍ଷରୁ ଜାରି ହୋଇଛି…

ସୋନୁ ସୁଦ ବନାମ ବିଏମସି

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୋନୁ ସୁଦ ଏବଂ (ବିଏମସି) ମଧ୍ୟରେ ବିବାଦ ଜାରି ରହିଛି। ବିଏମସି ଦ୍ୱାରା ଏକ ମହଲା ବିଶିଷ୍ଟ ଆବାସିକ ଭବନକୁ ଏକ ହୋଟେଲରେ ପରିଣତ କରିଥିବା ଅଭିଯୋଗ ହୋଇଛି। ବିଏମସିର ଅନୁମତି ବିନା ବିଲଡିଂ ମାନଚିତ୍ରରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ବିଏମସି ସୋନୁ…

ଦେଶରେ ବିଭିନ୍ନ ରାଜ୍ୟକୁ ପଠାଯାଉଛି କୋଭାକ୍ସିନ୍ ଟିକା

ହାଇଦ୍ରାବାଦ: କୋଭିସିଲ୍ଡ ପରେ କୋଭାକ୍ସିନ । ଆଜି ଦେଶର ବିଭିନ୍ନ ସ୍ଥାନରୁ ଆରମ୍ଭ ହୋଇଛି ସ୍ୱଦେଶୀ ଟିକା କୋଭାକ୍ସିନର ପରିବହନ । ହାଇଦ୍ରାବାଦରୁ ସ୍ୱତନ୍ତ୍ର ବିମାନ ଯୋଗେ ପଠାଯାଉଛି । ଆଜି ଦିଲ୍ଲା ସମେତ ଦେଶରେ ୧୦ଟି ସହରରୁ ଭାରତ ବାୟୋଟେକର କୋଭାକ୍ସିନ ଟିକାର ପରିବହନ ଆରମ୍ଭ ହୋଇଛି ।…

ସସ୍‌ପେଣ୍ଡ୍‌ ହେଲା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ୟୁଟ୍ୟୁବ ଚ୍ୟାନେଲ

ନ୍ୟୁୟର୍କ: ୟୁଟ୍ୟୁବ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚ୍ୟାନେଲକୁ ଅତି କମରେ ଏକ ସପ୍ତାହ ପାଇଁ ସସ୍‌ପେଣ୍ଡ୍‌ କରିଛି। ଏହାଛଡ଼ା ଏହାର ସ୍ଥଗିତ ସୀମାକୁ ଆହୁରି ବୃଦ୍ଧି କରାଯାଇପାରେ ବୋଲି ମଧ୍ୟ ଆଶା କରାଯାଉଛି। ମଙ୍ଗଳବାର ସନ୍ଧ୍ୟାରେ କମ୍ପାନୀ କହିଛି ଯେ ଟ୍ରମ୍ପଙ୍କ ଚ୍ୟାନେଲ…

ବିଶ୍ୱବ୍ୟାପୀ ଗତ ୨୪ ଘଣ୍ଟାରେ ୬.୫୧ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ପ୍ରକୋପ ଜାରି ରହିଛି।  ଗତ ୨୪ ଘଣ୍ଟା ମଧ୍ୟରେ, ୬ ଲକ୍ଷ ୫୧ ହଜାର ୩୨୭ ଟି ନୂଆ କରୋନା ମାମଲା ରୁଜୁ ହୋଇଛି, ଯାହା ପରେ ମୋଟ ମାମଲା ୯ କୋଟି ୧୯ ଲକ୍ଷ ୭୬ ହଜାରକୁ ବୃଦ୍ଧି ପାଇଛି। ଅନେକ ଦେଶର କରୋନାର ଦୈନିକ ମାମଲାରେ ହ୍ରାସ ଘଟିଛି।…

ରାଜ୍ୟର ତିନି ଜଣ ମନ୍ତ୍ରୀଙ୍କୁ କଳା ପତାକା ଦେଖାଇଲେ କଂଗ୍ରେସ କର୍ମୀ

ଭବାନୀପାଟଣା: ମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ । ରାଜ୍ୟର ତିନି ଜଣ ମନ୍ତ୍ରୀଙ୍କୁ କଂଗ୍ରେସ କର୍ମୀ କଳା ପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଛନ୍ତି । ଭବାନୀପାଟଣାରେ ଏଭଳି ବିରୋଧ କରିଛନ୍ତି କଂଗ୍ରେସ କର୍ମୀ । ମନ୍ତ୍ରୀ ସୁଶାନ୍ତ ସିଂହ, ଦିବ୍ୟଶଙ୍କର ମିଶ୍ର ଓ ଟୁକୁନି ସାହୁଙ୍କୁ କଳା…

ଫିଲ୍ମ ‘ଦି ଗର୍ଲ ଅନ୍ ଦ ଟ୍ରେନ୍’ର ଟ୍ରେଲର୍‌ ରିଲିଜ୍‌

ନୂଆଦିଲ୍ଲୀ: କରୋନା ଭାଇରସ୍ ମହାମାରୀ ହେତୁ ୨୦୨୦ରେ ଅନେକ ବଡ ଏବଂ ଲୋକପ୍ରିୟ ଚଳଚ୍ଚିତ୍ର ପ୍ରେକ୍ଷାଳୟ ବନ୍ଦ ହେତୁ OTTକୁ ରିଲିଜ୍ ପାଇଁ ଚୟନ କରାଯାଇଛି। ଏହି ଚଳଚ୍ଚିତ୍ରଗୁଡ଼ିକ ମୁଖ୍ୟତଃ ଆମାଜନ ପ୍ରାଇମ, ନେଟଫ୍ଲିକ୍ସ ଏବଂ ଡିଜନି ପ୍ଲସ୍ ହଟଷ୍ଟାର ଭଳି ପ୍ଲାଟଫର୍ମରେ ମୁକ୍ତିଲାଭ କରିଥିଲା।…