Latest Odisha News

BREAKING NEWS

କେରେଜଙ୍ଗ-ଅନୁଗୁଳ ଦୋହରୀକରଣ କାର୍ଯ୍ୟ ରେକର୍ଡ ସମୟରେ ସମାପ୍ତ 

ଭୁବନେଶ୍ୱର: ନିରନ୍ତର କଠିନ ପରିଶ୍ରମ ଏବଂ ଉତ୍ସର୍ଗୀକୃତ ପ୍ରୟାସ ଯୋଗୁଁ ୧୩.୫୧ କିଲୋମିଟର ଦୈର୍ଘ୍ୟ କେରେଜଙ୍ଗ-ଅନୁଗୁଳ ମଧ୍ୟରେ ରେଳଲାଇନ ଦୋହରୀକରଣ କାର୍ଯ୍ୟ ସମାପ୍ତ ହୋଇଛି। ଏହି କାର୍ଯ୍ୟକୁ ଏକ ରେକର୍ଡ ସମୟ ମଧ୍ୟରେ କରାଯାଇଅଛି। ନୂତନ ଦୋହରୀକରଣ ରେଳ ଲାଇନ ପାଇଁ ସର୍ବାଧିକ ୧୦୦…

କଟକ ହୋଲସେଲ ଗୋଦାମରେ ଜିଏସ୍‌ଟି ଫାଙ୍କିବା ଅଭିଯୋଗରେ ଚଢ଼ାଉ

କଟକ : ଜିଏସଟି ଫାଙ୍କିବା ଅଭିଯୋଗରେ କଟକର ଏକ ହୋଲସେଲ ଗୋଦାମରେ ଆଜି ଚଢଉ ହୋଇଛି । ଚାଉଳିଆଗଞ୍ଜ ଥାନା ଅପର୍ଣ୍ଣା ନଗର ଅଞ୍ଚଳରେ ଥିବା ଏକ ବଡ ହୋଲସେଲ ଗୋଦାମରେ ଜିଏସଟି ଟିମ୍‌ର ଅଧିକାରୀ ପହଞ୍ଚି ଗୋଦାମର ଜିନିଷକୁ ଯାଞ୍ଚକରିବା ସହ କାଗଜପତ୍ରକୁ ଦେଖିଥିଲେ । ଗୋଦାମରେ ସିଗାରେଟ,…

ନବରଙ୍ଗପୁରରେ ବ୍ରିଜ ଭୁଶୁଡ଼ିବା ଘଟଣା, କଣ୍ଟ୍ରାକ୍ଟର ବିରୋଧରେ ମାମଲା ରୁଜୁ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଏକ ନିର୍ମାଣାଧୀନ ବ୍ରିଜ ଭୁଶୁଡ଼ିବାର ଗୋଟିଏ ଦିନ ପରେ ଜଣେ କଣ୍ଟ୍ରାକ୍ଟର ଏବଂ ଦୁଇ ଇଞ୍ଜିନିୟରଙ୍କ ବିରୋଧରେ ଉମରକୋଟ୍ ଥାନାରେ ମାମଲା ରୁଜୁ ହୋଇଛି। ଉଲ୍ଲେଖଯୋଗ୍ୟ, ରବିବାର ସନ୍ଧ୍ୟାରେ ନବରଙ୍ଗପୁର ଜିଲ୍ଲାରେ ଏକ ନିର୍ମାଣାଧୀନ ବ୍ରିଜର କଂକ୍ରିଟ…

ଏସସିବିରୁ ଡିସଚାର୍ଜ ହେଲେ ବିଦ୍ୟାଶ୍ରୀ

କଟକ: ଆଜି କଟକ ଏସସିବିରୁ ଡିସଚାର୍ଜ ହୋଇଛନ୍ତି ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀ । ତେବେ ସେ ପର୍ସନାଲିଟି ଡିଜଅର୍ଡର ରୋଗରେ ପୀଡିତ ଥିବା ମାନସିକ ରୋଗ ଗିଭାଗର ଡାକ୍ତର କହିଛନ୍ତି । ପ୍ରତି ସପ୍ତାହରେ ସେ କାଉନସେଲିଂ ହେବାକୁ ଆସିବେ ବୋଲି ଡାକ୍ତର ପରାମର୍ଶ ଦେଇଥିବା…

ବେସରକାରୀ ଡାକ୍ତରଖାନାମାନଙ୍କୁ ଦିଦିଙ୍କ କଡ଼ା ଚେତାବନୀ; ସରକାରୀ ସ୍ୱାସ୍ଥ୍ୟ କାର୍ଡ ଗ୍ରହଣ ନ କଲେ ବାତିଲ୍‌ ହେବ…

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚେତାବନୀ ଦେଇଛନ୍ତି ଯେ ଯଦି କୌଣସି ବେସରକାରୀ ଡାକ୍ତରଖାନା ସରକାରୀ ସ୍ୱାସ୍ଥ୍ୟ କାର୍ଡ ଯୋଜନା ଅଧୀନରେ ରୋଗୀଙ୍କୁ ଚିକିତ୍ସା କରିବାକୁ ମନା କରନ୍ତି ତେବେ ସରକାର ତାଙ୍କ ଘରୋଇ ଡାକ୍ତରଖାନା ଏବଂ ନର୍ସିଂହୋମର ଲାଇସେନ୍ସ ବାତିଲ…

ଭୁବନେଶ୍ୱରରେ ଦିନକରେ ୭ ଆକ୍ରାନ୍ତ ଓ ୭ ସୁସ୍ଥ

ଭୁବନେଶ୍ୱର: ଭୁବନେଶ୍ୱରରୁ କରୋନା ସଂକ୍ରମିତ ସଂଖ୍ୟା କମୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି। ଚିହ୍ନଟ ନୂଆ ୭ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ କେବଳ ୨ ଜଣ କରୋନା ପଜିଟିଭ…

ପ୍ରଶାସକ ଗଙ୍ଗାଧର ସାହୁଙ୍କ ଲିଖିତ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ବରିଷ୍ଠ ପ୍ରଶାସକ ଗଙ୍ଗାଧର ସାହୁଙ୍କ ଲିଖିତ ପୁସ୍ତକ "ତଥାପି ହଟିନି ଅନ୍ଧାର " ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି। ସ୍ତମ୍ଭକାର ଶ୍ୟାମସୁନ୍ଦର ଅଗ୍ରୱାଲ ପୁସ୍ତକର ସମୀକ୍ଷା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପ୍ରଫେସର ଧନେଶ୍ୱର ସାହୁ ସଭାପତିତ୍ୱ…

କଟକରୁ ୧୦.୫ କେଜି ଗଞ୍ଜେଇ ଜବତ, ୨ ଗିରଫ

କଟକ: ଗତକିଛି ଦିନ ହେଲା ଗଂଜେଇର ଚୋରାଚାଲାଣ ବଢିଯାଇଛି । କଟକରୁ ପୁଣି ୧୦ କେଜି ୫ଶହ ଗ୍ରାମ ଗଞ୍ଜେଇ ଜବତ କରିଛି ଚାଉଳିଆଗଞ୍ଜ ପୋଲିସ । ଏଥି ସହ ୨ ଜଣଙ୍କୁ ଗିରଫ କରାଯାଇଛି । ଏକ ଟ୍ରକରେ ଏହି ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୋଲିସ ପାଟ୍ରୋଲିଂ ବେଳେ ଏମାନଙ୍କୁ ଧରିଥିଲା । ଗିରଫ…

ପୁରୀରେ ଅପରାଧୀ ଗ୍ୟାଙ୍ଗର ପର୍ଦ୍ଦାଫାସ, ବିପୁଳ ପରିମାଣର ଚୋରା ସାମଗ୍ରୀ ଜବତ

ପୁରୀ : ବଳଙ୍ଗା ପୋଲିସକୁ ସଫଳତା । ଏକ ପେସାଦାର ଅପରାଧୀ ଗ୍ୟାଙ୍ଗକୁ ଗିରଫ କରିବାରେ ସପଳ ହୋଇଛି ପୋଲିସ ବିଭାଗ । ୩ ଜଣ ପେସାଦାର ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ନିକଟରୁ ବିପୁଳ ପରିମାଣର ଚୋରା ସାମଗ୍ରୀ ଓ ନଗଦ ୬୬ ହଜାର ଟଙ୍କା ଜବତ କରାଯାଇଛି । କିଛି…

ଏଣିକି ୨୦୦ ଟଙ୍କାରେ ମିଳିବ କୋଭିଶିଲ୍ଡ ଟିକା

ନୂଆଦିଲ୍ଲୀ: ଦେଶରେ କରୋନା ଟୀକାକରଣ ଜାନୁଆରୀ ୧୬ ରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ପ୍ରଥମ ପର୍ଯ୍ୟାୟରେ ୩୦ ନିୟୁତ ସ୍ୱାସ୍ଥ୍ୟ କର୍ମୀ ଏବଂ ଆଗଧାଡିର କର୍ମଚାରୀଙ୍କୁ ଏହି ଟିକା ପ୍ରଦାନ କରାଯିବ। ଏହି ସମୟରେ ଦେଶରେ ଥିବା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII)କୁ ଭାରତ…