Latest Odisha News

BREAKING NEWS

ରାଜଧାନୀରେ ବର୍ଷା ବିତ୍ପାତ; ଟ୍ରାଫିକ୍‌ ଜାମ୍‌

ଗୁରୁଗ୍ରାମ: ପ୍ରବଳ ବର୍ଷା ଯୋଗୁ ରାଜଧାନୀରେ ଦିଲ୍ଲୀର ସ୍ଥିତି ବେହାଲ ହୋଇପଡ଼ିଛି। ଲଗାତାର୍‌ ବର୍ଷା ହେବା ଫଳରେ ରାଜଧାନୀ ଅନେକ ଅଞ୍ଚଳ ଜଳମଗ୍ନ ଅବସ୍ଥାରେ ରହିଛି। ଆଜି ସକାଳେ ଲଗାତାର ବର୍ଷା ହେବା ପରେ ଗୁରୁଗ୍ରାମ, ନୋଏଡା ଏବଂ ଦିଲ୍ଲୀରେ ଯାନବାହନ ଚଳାଚଳ ବ୍ୟାହତ ହୋଇଛି। ଭୀଷଣ…

ବୌଦ୍ଧ-କନ୍ଧମାଳ ସୀମାନ୍ତରୁ KKBN କ୍ୟାଡର ମାଓବାଦୀ ଓ ସହଯୋଗୀ ଅଟକ

ବଲାଙ୍ଗିର: ବୌଦ୍ଧ-କନ୍ଧମାଳ ସୀମାନ୍ତ ଗୁଡଭେଲାରୁ ଜଣେ କ୍ୟାଡର ମାଓବାଦୀକୁ ଅଟକ ରଖାଯାଇଥିବା ସୂଚନା ମିଳିଛି । ଜଣେ ସହଯୋଗୀଙ୍କୁ ବି ଅଟକ ରଖାଯାଇଛି । ସେମାନେ ସମସ୍ତେ KKBN ମାଓ ସଂଗଠନର ସଦସ୍ୟ । ଖପ୍ରାଖୋଲ ଅଭିମୁଖେ ଯିବା ବେଳେ ଏମାନଙ୍କୁ ଅଟକ ରଖିଛି ବଲାଙ୍ଗିର ପୋଲିସ । ସେମାନଙ୍କୁ…

ନେହାଙ୍କ ଘରକୁ ଆସିବ କୁନି ଅତିଥି

ମୁମ୍ବାଇ: ପୁଣି ଥରେ ମା ହେବେ ଅଭିନେତ୍ରୀ ନେହା ଧୁପିଆ। ନେହା ଏବଂ ପତି ଅଙ୍ଗଦ ବେଦୀ ପୁଣି ଥରେ ପିତାମାତା ହେବାର ସୌଭାଗ୍ୟ ଲାଭ କରିବାକୁ ଯାଉଛନ୍ତି। ସେମାନେ ତାଙ୍କ ଦ୍ୱିତୀୟ ସନ୍ତାନକୁ ଖୁବ୍‌ ଶୀଘ୍ର ସ୍ୱାଗତ କରିବେ। ଏହି ଦମ୍ପତିଙ୍କର ପୂର୍ବରୁ ଏକ ଝିଅ ମେହେର ମଧ୍ୟ ଅଛି। ଉଭୟ…

ଚିନ୍ତା ବଢାଇଲାଣି ନୋରୋଭାଇରସ୍

ନୂଆଦିଲ୍ଲୀ: ସାରା ବିଶ୍ବ ଏବେ କରୋନା ମହାମାରୀ ସହ ମୁକାବିଲା କରୁଥିବା ବେଳେ ଏହା ଭିତରେ ଆଉ ଏକ ସଙ୍କଟ ଉଭା ହୋଇଛି। ବର୍ତ୍ତମାନ ଆଉ ଏକ ଭୟଙ୍କର ସଂକ୍ରମଣର ପ୍ରଭାବ ଦେଖିବାକୁ ମିଳିଛି। ଏହାକୁ ନୋରୋଭାଇରସ୍ କୁହାଯାଉଛି। ଏହା ଭୋମିଟିଙ୍ଗ୍‌ ବଗ୍‌ ଭାବରେ ଜଣାଶୁଣା। ଏହା ଅତ୍ୟଧିକ…

ଶ୍ରମମେବ ଜୟତେ ହିଁ ସତ୍ୟମେବ ଜୟତେ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର… ଦେଶ ଗଠନର ବିନ୍ଧାଣି ଶ୍ରମଜୀବୀ ଶ୍ରେଣୀ । ସ୍ୱଳ୍ପ ସଂଖ୍ୟକ ଦେଶରେ ଶ୍ରମଜୀବୀ ଶ୍ରେଣୀକୁ ଗୁରୁତ୍ୱ ଦିଆଯାଉଥିଲେ ହେଁ ଏବେ ସମଗ୍ର ବିଶ୍ୱରେ ଶ୍ରମିକମାନଙ୍କୁ ମାଲିକ ଶ୍ରେଣୀ ଓ ସରକାର ଅତି ନ୍ୟୂନ ଦୃଷ୍ଟିରେ ଦେଖୁଛନ୍ତି ।…

ସୁରକ୍ଷାକର୍ମୀ ଗୁଳିରେ ଟଳିଲା ଲଶ୍ମର-ଇ-ତୋଇବା କମାଣ୍ଡର ଇଶଫାକ୍‌

ଶ୍ରୀନଗର: ସୋମବାର ଭାରତୀୟ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ଶୋପିଆନରେ ଲଶ୍ମର-ଇ-ତୋଇବା କମାଣ୍ଡର ଇଶଫାକ୍ ଡାର ଏନକାଉଂଟରରେ ଟଳିଛି । ଏହି ଏନକାଂଉଟରରେ ୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି । ଦୀର୍ଘଦିନ ଧରି ସୁରକ୍ଷାକର୍ମୀ ଏହି କୁଖ୍ୟାତ ଆତଙ୍କବାଦୀକୁ ଖୋଜୁଥିଲେ । ୨୦୧୭ରେ ପୋଲିସ…

ସାଇକେଲ ଚଢ଼ି ସଂସଦରେ ପହଞ୍ଚିଲେ ଟିଏମସି ସାଂସଦ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହୋଇଛି ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ । ତୈଳ ଓ ଗ୍ୟାସ୍ ଦର ବୃଦ୍ଧିକୁ ନେଇ ଚଳିତ ଅଧିବେଶନ ତାତିବ । ପ୍ରଥମ ଦିନରୁ ତାର ଝଲକ ଦେଖିବାକୁ ମିଳିଛି । ଆଜି ସାଇକେଲ୍ ଚଢ଼ି ପାର୍ଲାମେଣ୍ଟ ପରିସରରେ ପହଞ୍ଚିଥିଲେ ତୃଣମୂଳ କଂଗ୍ରେସ ସାଂସଦ । ଝିପିଝିପି ବର୍ଷା…

ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଉଦ୍ଦେଶ୍ୟରେ ଗୁଇନ୍ଦା ବିଭାଗର ପୋଷ୍ଟର

ମାଲକାନଗିରି: ଲାଲଗଡ଼ରେ ରାଜ୍ୟ ଗୁଇନ୍ଦା ବିଭାଗର ପୋଷ୍ଟର । ମାଓବାଦୀଙ୍କ ଉଦ୍ଦେଶ୍ୟରେ ପୋଷ୍ଟର ଲଗାଯାଇଛି । ହିଂସା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି । ପୋଷ୍ଟର ଲଗାଇ ଜାରି କରାଯାଇଛି ଫୋନ୍ ନମ୍ବର । ପୂର୍ବରୁ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ…

କୋଭିଡ୍‌ ଟିକା ନେଉଥିବା ସମସ୍ତ ଲୋକ ‘ବାହୁବଳୀ’; ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କହିଛନ୍ତି ଯେ ଯେଉଁମାନେ କରୋନା ଟିକା ଗ୍ରହଣ କରନ୍ତି ସେମାନେ ହେଉଛନ୍ତି 'ବାହୁବଳୀ'। ଏଥିସହିତ ସମସ୍ତଙ୍କୁ ଟିକାକରଣ କରିବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଟିକାକରଣ 'ବାହୁ'ରେ…

ଅଭିନେତାରୁ ପ୍ରଡ୍ୟୁସର ହେଲେ ବିଦ୍ୟୁତ ଜାମୱାଲ, ପ୍ରଥମ ଫିଲ୍ମର ନାମ ଆଇବି-୭୧

ମୁମ୍ବାଇ: ଆକ୍ସନ ଷ୍ଟାର ବିଦ୍ୟୁତ ଜାମୱାଲ ଅଭିନେତାରୁ ପ୍ରଡ୍ୟୁସର ହୋଇଛନ୍ତି । ସେ ନିଜର ପ୍ରଡକ୍ସନ ହାଉସ ଆକ୍ସନ ହୀରୋ ଫିଲ୍ମ ବ୍ୟାନର ତଳେ ଆଇବି-୭୧ ନାମକ ଫିଲ୍ମର ଘୋଷଣା କରିଛନ୍ତି । ଏହି ଫିଲ୍ମରେ ଟିସିରିଜ ଓ ରିଲାୟନ୍ସ ଏଂଟରଟେନମେଂଟ ତାଙ୍କ ପାର୍ଟନର ରହିଛନ୍ତି । ଏହି ଥ୍ରୀଲର ଫିଲ୍ମକୁ…