Latest Odisha News

BREAKING NEWS

ପାକିସ୍ତାନକୁ ଭାରତର ମୁହଁତୋଡ ଜବାବ୍‌ ; ଆତଙ୍କବାଦୀଙ୍କୁ ପୋଷୁଛି ପାକିସ୍ତାନ

ନୂଆଦିଲ୍ଲୀ: ଶନିବାର ଦିନ ପାକିସ୍ତାନ ମିଳିତ ଜାତିସଂଘରେ ଭାରତ ବିରୁଦ୍ଧରେ ପୁଣି ବିଷ ଓଗାଳିଥିଲା। ଜାତିସଂଘରେ ପୁଣି କଶ୍ମୀର ପ୍ରସଙ୍ଗ ଉଠାଇଥିଲା ପାକିସ୍ତାନ। କିନ୍ତୁ ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ଭାରତ ପାକିସ୍ତାନକୁ ତାଗିଦ୍ କରି ମୁହଁତୋଡ ଜବାବ୍‌ ଦେଇଛି। ସାରା ବିଶ୍ବ ଜାଣିଛି ଯେ…

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ SRCଙ୍କ ସମୀକ୍ଷା

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ SRCଙ୍କ ସମୀକ୍ଷା । ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ କରିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କ ସହ ଏସଆରସି କଥା ହୋଇଛନ୍ତି । ଏସଆରସିଙ୍କ କାର୍ଯ୍ୟାଳୟରେ ଭର୍ଚ୍ଚୁଆଲରେ ସବୁ…

ଆଜି ଓଟିଟିରେ ରିଲିଜ କରିବ କଙ୍ଗନାଙ୍କ ‘ଥାଲାଇଭି’

ନୂଆଦିଲ୍ଲୀ: ଗତ ସେପ୍ଟେମ୍ବର ୧୦ରେ କଙ୍ଗନାଙ୍କ ଅଭିନୀତ ଚଳଚ୍ଚିତ୍ର ଥାଲାଇଭି ମୁକ୍ତିଲାଭ କରିଥିଲା। ଏହାର ଦୁଇ ସପ୍ତାହ ପରେ କଙ୍ଗନା ରାନାୱତ ଏବଂ ଅରବିନ୍ଦଙ୍କ ସ୍ବାମୀଙ୍କ ଚଳଚ୍ଚିତ୍ରର ହିନ୍ଦୀ ସଂସ୍କରଣ ଆଜି ସେପ୍ଟେମ୍ବର ୨୫ ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଛି। ଚଳଚ୍ଚିତ୍ରର…

ଧବଳେଶ୍ୱରରୁ ମିଳିଥିବା ମୃତଦେହ ସୀତାରାମଙ୍କର ନୁହେଁ: ଏସଆରସି

ଭୁବନେଶ୍ୱର: ଧବଳେଶ୍ୱର ନିକଟରୁ ଉଦ୍ଧାର ହୋଇଥିବା ମୃତଦେହ ନିଖୋଜ ଓଡ୍ରାଫ କର୍ମଚାରୀ ସୀତାରାମ ମୁର୍ମୁଙ୍କର ନୁହେଁ । ମୃତ୍ୟୁ ଖବର ନେଇ ଜଣାଇବାର ୧୦ ମିନିଟ୍‌ ପରେ ଏହା ସୀତାରାମଙ୍କ ମୃତଦେହ ନୁହେଁ ବୋଲି ପୁଣି ଥରେ ଟ୍ୱିଟ କରି ସ୍ପଷ୍ଟୀକରଣ ଦେଇଛନ୍ତି ଏସ୍‌ଆରସି । ଏସ୍‌ଆରସି ଦୁଃଖ…

ଜୀବନ୍ତ ଅଭିନୟ ପାଇଁ ସର୍ଦ୍ଦାର ଉଦ୍ଦମ ସିଂରେ ୨ଟି ଲୁକ୍‌ରେ ନଜର ଆସିବେ ଭିକ୍କି

ମୁମ୍ବାଇ: ଭିକ୍କି କୌଶଲ ତାଙ୍କ ଆଗାମୀ ଫିଲ୍ମ ସର୍ଦ୍ଦାର ଉଦ୍ଦମ ସିଂ ସଫଳତା ନେଇ ବେଶ ଉତ୍ସାହିତ ଅଛନ୍ତି । ଅକ୍ଟୋବରରେ ଏହି ଫିଲ୍ମ ଓଟିଟିରେ ରିଲିଜ ହେବ । ଜାଲିୟାଁବାଲା ବାଗ ହତ୍ୟାକାଣ୍ଡର ମୂଖ୍ୟ ଅଭିଯୁକ୍ତ ଜେନେରାଲ ଡାୟରଙ୍କୁ ଲଣ୍ଡନ ଯାଇ ଉଦ୍ଦମ ମାରିଥିଲେ । ଫିଲ୍ମରେ ଉଦ୍ଦମଙ୍କ ଅଭିନୟ…

କୁଳାଙ୍ଗାର ଉବାଚ : ଇଶ୍ବର ଏକ ରାସ୍ତା କଡ଼କୁ ଦେଖ

ଏହା ଅତ୍ୟନ୍ତ ଗର୍ବର କଥା କି ଆମ ରାଷ୍ଟ୍ରରେ ଧର୍ମଗତ ଭେଦଭାବ ନାଇଁ; ସବୁ ଧର୍ମର ଲୋକ ତେଣୁ ସତତ ଚେଷ୍ଟିତ ରାଷ୍ଟ୍ର ସମ୍ପତ୍ତିକୁ ନିଜର କରିବା ପାଇଁ! ସବୁ ଧର୍ମକୁ ସବୁ ଇଶ୍ବରାନୁଗାମୀଙ୍କୁ ସମାନ ଦେଖିବା ରାଷ୍ଟ୍ରବାଦ ; ସମସ୍ତଙ୍କ ପାଇଁ ତୈଳଦର ଏକ୍ ଏକା ଲାଞ୍ଚ ଦେଇ ସଭିଏଁ…

UPSC ପରୀକ୍ଷାଫଳ: ବାଜି ମାରିଲେ ନବରଙ୍ଗପୁରର ଡାକ୍ତର

ଭୁବନେଶ୍ୱର: ୨୦୨୦ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ବାଜି ମାରିଛନ୍ତି ଓଡ଼ିଆ ଡାକ୍ତର ରୀନା ପ୍ରଧାନ । ନବରଙ୍ଗପୁର ସାନମୋସିଗାମ୍ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସେ ଆସିଷ୍ଟାଣ୍ଟ ସର୍ଜନ ଭାବରେ କାର୍ୟ୍ୟରତ ଅଛନ୍ତି । ସର୍ବଭାରତୀୟ ସ୍ତରରେ ତାଙ୍କର ରାଙ୍କ ରହିଛି ୧୯୪ ।…

ଶ୍ରୀଜିଉଙ୍କୁ ଦର୍ଶନ କଲେ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍. ଭି. ରମଣା

ପୁରୀ: ଓଡ଼ିଶା ଗସ୍ତରେ ଆସିଥିବା ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍. ଭି. ରମଣା ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ପ୍ରଧାନ ବିଚାରପତି ସିଂହଦ୍ୱାରରେ ପହଞ୍ଚିବା ପରେ ଫାଇଭ୍ ଟି ସଚିବ ଭି. କେ. ପାଣ୍ଡିଆନ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ପୁରୀ…

ବୋଟ୍ ଟ୍ରାଜେଡି: ନିଖୋଜ ଓଡ୍ରାଫ ଯବାନଙ୍କ ମୃତଦେହ ଉଦ୍ଧାର

କଟକ: ଅପରେସନ୍ ଗଜରାଜ ବେଳେ ବୋଡ୍ ଦୁର୍ଘଟଣାରେ ନିଖୋଜ ଓଡ୍ରାଫ ଯବାନଙ୍କ ମୃତଦେହ ମିଳିଛି । ବହୁ ଖୋଜାଖୋଜି ପରେ ଆଜି ତାଙ୍କର ମୃତଦେହ ଧବଳେଶଶ୍ୱର ନିକଟରୁ ଉଦ୍ଧାର ହୋଇଛି । ମୃତକଙ୍କ ନାଁ ସୀତାରାମ ମୁର୍ମୁ । ଗତକାଲିଠାରୁ ସେ ନିଖୋଜ ଥିଲେ । ଗତକାଲି ବହୁ ରାତି ଯାଏ ଚାଲିଥିଲା ସର୍ଚ୍ଚ…

ଅଲବିଦା ଅରିନ୍ଦମ: ଜନ୍ମମାଟିରେ ହେଲା ଶେଷକୃତ୍ୟ

କେନ୍ଦୁଝର: ପଞ୍ଚଭୂତରେ ଲୀନ ହୋଇଛି ଯୁବ ସାମ୍ବାଦିକ ଅରିନ୍ଦର ଦାସଙ୍କ ପାର୍ଥିବ ଶରୀର । ପୈତୃକ ଗାଁ କେନ୍ଦୁଝର ଜିଲ୍ଲାର ରାଇକଳାରେ ବୈତରଣୀ ନଦୀକୂଳରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଅରିନ୍ଦମଙ୍କ କକା ପୁଅ ଭାଇ ମୁଖାଗ୍ନି ଦେଇଥିଲେ । ଅରିନ୍ଦମଙ୍କୁ ହରାଇ ତାଙ୍କ ଗାଁରେ ଶୋକାକୂଳ ପରିବେଶ ।…