Latest Odisha News

BREAKING NEWS

ଶାସକ ଶ୍ରମିକ ଦଳର ମହାସଚିବ ହେଲେ ରାଷ୍ଟ୍ରପତି କିମ୍‌ ଜୋଙ୍ଗ୍‌ ଉନ୍‌; ଉତ୍ତରକୋରିଆ

ନୂଆଦିଲ୍ଲୀ: ଅଷ୍ଟମ କଂଗ୍ରେସ ଶାସକ ୱାର୍କର୍ସ ପାର୍ଟିର ମୁଖ୍ୟ ଶାସନ ସଚିବ ଭାବେ ଉତ୍ତର କୋରିଆ ରାଷ୍ଟ୍ରପତି କିମ ଜୋଙ୍ଗ ଉନଙ୍କୁ ମନୋନୀତ କରିଛନ୍ତି। ସୋମବାର, ପ୍ୟୋଙ୍ଗୟାଙ୍ଗର ସରକାରୀ କୋରିଆ ସେଣ୍ଟ୍ରାଲ୍ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି ଯେ ରବିବାର ଦିନ ରାଜଧାନୀରେ କଂଗ୍ରେସର ଷଷ୍ଠ…

ବିରୁଷ୍କାଙ୍କ ଘରକୁ ଆସିଲେ ଲକ୍ଷ୍ମୀ

ମୁମ୍ବାଇ: କ୍ରିକେଟର ବିରାଟ କୋହଲୀ ଓ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜି ଏକ କନ୍ୟା ସନ୍ତାନ ଲାଭ କରିଛନ୍ତି । ଅପରାହ୍ନରେ ଅନୁଷ୍ଟା ଝିଅକୁ ଜନ୍ମ ଦେଇଛନ୍ତି । ଏ ନେଇ ବାପା ବିରାଟ ସୋସିଆଲ ମିଡିଆ ଜରିଆରେ ଫ୍ୟାନମାନଙ୍କୁ ଜଣାଇଛନ୍ତି । ବିରାଟ ଲେଖିଛନ୍ତି ଯେ, 'ଆଜି ଅପରାହ୍ନରେ…

ବାଇଡେନ୍‌ଙ୍କ ଶପଥ ଗ୍ରହଣ ଉତ୍ସବରେ ସୁରକ୍ଷା କଡ଼ାକଡି କରିବାକୁ ୱାଶିଂଟନ୍‌ର ମେୟରଙ୍କ ସ୍ୱତନ୍ତ୍ର ପ୍ରସ୍ତାବ

ୱାଶିଂଟନ୍: ଆମେରିକାର କ୍ୟାପିଟଲରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକଙ୍କ ଦ୍ୱାରା ହୋଇଥିବା ହିଂସାତ୍ମକ ଘଟଣା ପରେ ୱାଶିଂଟନ୍‌ର ମେୟର ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଶପଥ ଗ୍ରହଣ ସମାରୋହରେ କଡା ସୁରକ୍ଷା ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏଥିପାଇଁ…

ଜନଆନ୍ଦୋଳନର ତଥ୍ୟ ସମ୍ବଳିତ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର: ହୀରାକୁଦ ଜନ ଆନ୍ଦୋଳନଠାରୁ ଆରମ୍ଭ କରି ବାଲିଆପାଳ , ଗନ୍ଧମାର୍ଦ୍ଦନ , ଗୋପାଳପୁର କିସ୍କୋ , ଚିଲିକାରେ ଟାଟାର ଚିଙ୍ଗୁଡ଼ି ଚାଷ ଆନ୍ଦୋଳନ , ପୋସ୍କୋ ଆନ୍ଦୋଳନ ଆଦି ଓଡ଼ିଶାର ବହୁ ଚର୍ଚ୍ଚିତ୧୦ ଟି ଜନ ଆନ୍ଦୋଳନର ତଥ୍ୟ ସମ୍ବଳିତ ପୁସ୍ତକ "ଗାଁ ଛାଡ଼ିବୁ ନାହିଁ " ଲୋହିଆ…

ପରଂବ୍ରହ୍ମ ଟିଭି ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର: ଭୁବନେଶ୍ୱରର ପଟିଆଠାରେ ପରଂବ୍ରହ୍ମ ଟିଭି ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟଶାଣୀ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ରାଜନେତା କୋଦଣ୍ଡଧର ସାହୁ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଓଡ଼ିଆ ଭଜନର ପ୍ରଚାର ପ୍ରସାର ଉପରେ…

ଏଲ୍ଏସି ନିକଟରୁ ଧରା ପଡ଼ିଥିବା ଚୀନ୍‌ ସେନାକୁ ଫେରାଇଲା ଭାରତ

ନୂଆଦିଲ୍ଲୀ: ଜାନୁଆରୀ ୮ରେ, LAC ଅତିକ୍ରମ କରି ଭାରତୀୟ ସୀମାକୁ ପସି ଆସିଥିବା ଚୀନ୍‌ ସେନାକୁ ଆଜି ଚୁସୁଲରେ ଫେରାଇଦିଆଯାଇଛି। ଭାରତୀୟ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ଶୁକ୍ରବାର ଦିନ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ଅତିକ୍ରମ କରି ପୂର୍ବ ଲଦାଖର ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ…

ଯୁବତୀଙ୍କୁ ହତ୍ୟା ଘଟଣାରେ ଦମ୍ପତ୍ତି ଗିରଫ

ଭଂଜନଗର: ଜଗନ୍ନାଥପ୍ରସାଦ ଗୋଷଣ୍ଡାପାଳରୁ ଗତ ଦୁଇ ତାରିଖରେ ମିଳିଥିବା ମୃତଦେହର ପତ୍ତା ମିଳିଛି । ତାଙ୍କୁ ଭୁବନେଶ୍ୱରରେ ହତ୍ୟା ପରେ ଗଂଜାମରେ ତାଙ୍କ ମୃତ ଦେହ ଫିଙ୍ଗାଯାଇଥିବା ଆଜି ପୋଲିସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି । ଏହି ଘଟଣାରେ ପୋଲିସ ଏକ ଦମ୍ପତ୍ତିଙ୍କୁ ଗିରଫ କରିଛି ।…

କରୋନାର ଶିକାର ହୋଇଥିଲେ ପ୍ରୀତି ଜିଣ୍ଟାଙ୍କ ପୂରା ପରିବାର

ନୂଆଦିଲ୍ଲୀ: କରୋନା କବଳରେ ଅନେକ ବଲିଉଡ୍‌ ତାରକା ପଡ଼ିସାରିଛନ୍ତି। ସେଥିମଧ୍ୟରୁ ବଲିଉଡର ପ୍ରସିଦ୍ଧ ତଥା ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କ ପରିବାର ମଧ୍ୟ ଅଛନ୍ତି। ପ୍ରୀତି ଜିଣ୍ଟା ପ୍ରକାଶ କରିଛନ୍ତି ଯେ ତାଙ୍କ ସମଗ୍ର ପରିବାର କରୋନା ସଂକ୍ରମିତ ହୋଇଥିଲେ। ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ…

ସୁନ୍ଦରଗଡରେ ନଦୀରେ ଭାସିଯାଇ ଯୁବତୀ ମୃତ୍ୟୁ ଘଟଣାରେ ଭିଡିଓ ଭାଇରାଲ

ସୁନ୍ଦରଗଡ଼: ଇବ୍ ନଦୀ କୂଳରେ ସେଲଫି ନେବା ବେଳେ ସୁଅରେ ଭାସିଯିବା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଘଟଣାଟି ଗତ ତିନି ତାରିଖରେ ଘଟିଥିଲା । ଦୀର୍ଘ ୨୨ ଘଣ୍ଟାର ଖୋଜାଖୋଜି ପରେ ମୃତଦେହ ଏକ ପଥର ସନ୍ଧିରୁ ମିଳିଥିଲା । ସୂଚନା ଅନୁଯାୟୀ, ରାଜଗାଙ୍ଗପୁର କୁମ୍ଭାରପଡ଼ାର ୨୩…

ଏନସିବି କାର୍ଯ୍ୟାଳୟରେ ହାଜର ହେଲେ ଅର୍ଜୁନ ରାମପାଲଙ୍କ ଭଉଣୀ କୋମଲ

ନୂଆଦିଲ୍ଲୀ: ଡ୍ରଗ୍ସ ମାମଲାରେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ରାଡାରରେ ଅଛନ୍ତି। ଏନସିବି ତାଙ୍କ ଭଉଣୀ କୋମଲ ରାମପାଲଙ୍କୁ ପଚରାଉଚରା ପାଇଁ ସମନ ପଠାଇଥିଲେ। ଯେଉଁଥିପାଇଁ ସୋମବାର ଅର୍ଥାତ୍‌ ଆଜି କୋମଲ ଏନସିବି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି।…