Latest Odisha News

BREAKING NEWS

ଟମାଟୋ ଚାଷରେ ବିଶ୍ୱ ରେକର୍ଡ, ଗୋଟିଏ ଡାଳରେ ୮୩୯ଟି ଟମାଟୋ

ଭୁବନେଶ୍ୱର: ବିଶ୍ୱ ରେକର୍ଡରେ ସ୍ଥାନ ପାଇଛନ୍ତି ଚାଷୀ ଡଗଲାସ । ନିକଟରେ ଟମାଟୋ ଚାଷ କରି ଜଣେ ବ୍ୟକ୍ତି ବିଶ୍ବ ରେକର୍ଡ କରିଛନ୍ତି । ଜଣେ ବ୍ରିଟିଶ ବ୍ୟକ୍ତି ଟମାଟୋ ଗଛର ଗୋଟିଏ ଶାଖାରେ ୮୩୯ଟି ଟମାଟୋ ଫଳାଇଛନ୍ତି ।  ମାର୍ଚ୍ଚ ମାସରେ ଟମାଟୋ ମଞ୍ଜି ବୁଣିଥିଲେ ଚାଷୀ । ଏହି ଟମାଟୋ ଗଛକୁ ସେ…

ଭାରତକୁ ଅକସରେ ସାମିଲ କରିବାକୁ ମନା କଲା ଆମେରିକା

ୱାଶିଂଟନ: ଭାରତକୁ ଅକସରେ ସାମିଲ କରାଯିବନି ବୋଲି ଆଜି ଆମେରିକା ପକ୍ଷରୁ ସ୍ପଷ୍ଟ କରାଯାଇଛି । ଭାରତ-ପ୍ରଶାନ୍ତ ମହାସାଗର ସୁରକ୍ଷା ପାଇଁ ଚୁକ୍ତି କରାଯାଇଛି । ଏଥିରେ ଭାରତ ଓ ଜାପାନକୁ ସାମିଲ କରାଯିବନି । କ୍ୱାଡ ବୈଠକ ପୂର୍ବରୁ ଆମେରିକାର ଏହି ନିଷ୍ପତି ଭାରତକୁ କିଛି ମାତ୍ରାରେ ନିରାଶ…

ଝାରସୁଗୁଡାରେ ଚାଂଚଲ୍ୟ ଖେଳାଇଲା ନକଲି ମାଓବାଦୀ ଗିରଫ ମାମଲା

ଝାରସୁଗୁଡା: ମାଓବାଦୀ ନାଁରେ ଟଙ୍କା ହଡପ କରିବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡିଛି । ଏକ ଧମକପୂର୍ଣ୍ଣ ଚିଠିକୁ ନେଇ ତଦନ୍ତ କରୁଥିବା ଝାରସୁଗୁଡା ପୋଲିସ ହାତରେ ଧରାପଡିଛି ମୁଖ୍ୟ କାର୍ପଟଦାର୍ । ବେଦାନ୍ତ ଆଲୁମିନା ଅଧିନରେ ସିମେନ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ କମ୍ପାନୀର ସାଇଟ୍…

ପ୍ରାଥମିକ ସ୍କୁଲ ଖୋଲିବା ନେଇ ନିଷ୍ପତି ହୋଇନାହିଁ – ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ

ଭୁବନେଶ୍ୱର :ପ୍ରାଥମିକ ସ୍କୁଲ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା । ଏଯାଏ ପ୍ରାଥମିକ ସ୍କୁଲ ଖୋଲିବା ନେଇ ନିଷ୍ପତି ହୋଇନାହିଁ। ବିଭିନ୍ନ ବିଭାଗରୁ ପ୍ରସ୍ତାବ ଆସୁଛି । ସରକାର ନିଷ୍ପତି ନେଇନାହାନ୍ତି । ପିଲାମାନଙ୍କ ବ୍ୟସ୍ତତା ବୃଦ୍ଧି ପାଇଲାଣି । ପୂଜା ପାଇଁ…

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ପ୍ରଶଂସା

ନୂଆଦିଲ୍ଲୀ: କୋଭିଡ୍‌ ଯୋଗୁ ମୁତ୍ୟୁବରଣ କରିଥିବା ସେମାନଙ୍କ ସମ୍ପର୍କୀୟଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ କେନ୍ଦ୍ରର ପଦକ୍ଷେପକୁ ସୁପ୍ରିମକୋର୍ଟ ଗୁରୁବାର ପ୍ରଶଂସା କରିଛନ୍ତି। ଏସ୍‌ସି କହିଛନ୍ତି ଯେ ଭାରତ ଯାହା କରିଛି, ଅନ୍ୟ ଦେଶ ତାହା କରି ନାହିଁ। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ…

ଅପମିଶ୍ରଣ ଅଭିଯୋଗରେ ବେକେରୀ ଫ୍ୟାକ୍ଟ୍ରି ଉପରେ ଚଢାଉ

କଟକ : ଆମେ ଖାଉଥିବା ପାଉଁରୁଟି କେତେ ସତେଜ? ଏହି ପାଉଁରୁଟି ଖାଇବା ଶରୀର ପକ୍ଷେ କେତେ କ୍ଷତିକାରକ ତାହା ଆମେ ଜାଣିନେ । କଟକର ଏମିତି କିଛି ଅପମିଶ୍ରିତ ବେକେରୀ ଫ୍ୟାକ୍ଟ୍ରି ଉପରେ ଅତର୍କିତ ରେଡ୍ କରିଛି ମହାନଗର ନିଗମର ସ୍ୱାସ୍ଥ୍ୟ ବିଭାଗ ।  ଶିଖରପୁର ଅଞ୍ଚଳର ୩ଟି ବେକେରୀ ଫ୍ୟାକ୍ଟ୍ରି…

ପଞ୍ଜାବରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଉଦ୍ୟମ ବିଫଳ, ୩ ଆତଙ୍କୀ ଗିରଫ

ଚଣ୍ଡୀଗଡ: ପଞ୍ଜାବ ପୋଲିସର ସତର୍କତା ଯୋଗୁ ଆତଙ୍କବାଦୀଙ୍କ ବଡ ଧରଣର ଆକ୍ରମଣ ଯୋଜନା ପଣ୍ଡ ହୋଇଯାଇଛି । ସେମାନେ ତରନତାରନରେ ବିସ୍ଫୋରଣ କରିବା ଯୋଜନା ରଖିଥିଲେ । ଗିରଫ ହୋଇଥିବା ୩ ଆତଙ୍କବାଦୀ ପଞ୍ଜାବର ମୋଗା ଅଂଚଳର ବୋଲି ଜଣାପଡିଛି । ସମ୍ପୂର୍ଣ୍ଣ ଅଂଚଳରେ ଏବେ ସର୍ଚ୍ଚ ଅପରେଶନ ଜାରି…

ପିଏମ୍‌ କେୟାର ଫଣ୍ଡ୍‌ ସରକାରୀ ପାଣ୍ଠି ନୁହେଁ; ଏଚ୍‌ସି

ନୂଆଦିଲ୍ଲୀ: ପିଏମ୍‌ କେୟାର ପାଣ୍ଠି ଭାରତ ସରକାରଙ୍କ ପାଣ୍ଠି ନୁହେଁ ବୋଲି କେନ୍ଦ୍ର ସଂଗୃହିତ ଏକ ଆଫିଡେଭିଟରେ ଦିଲ୍ଲୀ ହାଇକୋର୍ଟଙ୍କୁ କହିଛି। ଏହା ଦ୍ବାରା ଏହି ପରିମାଣ ଭାରତର ଏକୀଭୂତ ପାଣ୍ଠିକୁ ଯିବ ନାହିଁ। ଆଫିଡେଭିଟ୍‌ରେ କୁହାଯାଇଛି ଯେ ଟ୍ରଷ୍ଟ ସ୍ୱଚ୍ଛତା ସହିତ କାର୍ଯ୍ୟ କରିଥାଏ।…

ପୋଲିସ ପଞ୍ଝାରେ ବ୍ରାଉନସୁଗାର ବେପାରୀ ,୩ ଗିରଫ

ପୁରୀ : ପୁରୀରେ ଧରାହେଲେ ବ୍ରାଉନସୁଗାର ବେପାରୀ । ପୁରୀ ଏସଟିଏଫ ଟିମକୁ ମିଳିଛି ସଫଳତା । ପୁରୀ ଏସଟିଏଫ ଟିମ୍ ଚଢଉ କରି ୩ ଜଣ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନଙ୍କ ଠାରୁ ୧୦ ଟି ପଲିଥିନ ପ୍ୟାକେଟରେ ୪୦ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି । ଯାହାର ଆନୁମାନିକ…

ମେହନ୍ଦିପୁର ବାଲାଜୀ ରହସ୍ୟ

ଭୁବନେଶ୍ୱର: ଦେଶରେ ବିଭିନ୍ନ ଧାର୍ମିକ ସ୍ଥଳ ରହିଛି । ଆଉ ସେହି ସ୍ଥାନ ଗୁଡିକରେ କିଛି ନା କିଛି ରହିଛି ମାହାତ୍ମ୍ୟ । ମନରେ ବିଶ୍ୱାସ ଅଛି ଯେ ପବିତ୍ର ଧାର୍ମିକ ସ୍ଥଳୀ ଗୁଡିକରେ ମନରେ ଥିବା ସମସ୍ତ ନକରାତ୍ମକ ଶକ୍ତି ଦୂର ହୋଇଯାଏ । ଆଉ କିଛି ଏମିତି ମନ୍ଦିର ରହିଛି ଯେଉଁଠି ଚାରିପଟେ ରହିଛି…