Latest Odisha News

BREAKING NEWS

ଅନୁଗୁଳ ହସ୍ପିଟାଲ ଫାଣ୍ଡି ଆଗରେ ଯୁବକଙ୍କୁ ନିସ୍ତୁକ ମାଡ଼, ପୋଲିସ ସାଜିଲା ଦେଖଣାହାରୀ

ଅନୁଗୁଳ: ରୋଗୀଙ୍କ ସମ୍ପର୍କୀୟଠାରୁ ଟଙ୍କା ଠକେଇ କରିବା ଯୁବକଙ୍କୁ ମହଙ୍ଗା ପଡ଼ିଲା । ଧରା ପଡ଼ିବା ପରେ ନିସ୍ତୁକ ପିଟିଲେ ଲୋକ । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫାଣ୍ଡି ଆଗରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପୋଲିସ ଆଗରେ ଠକେଇ କରିଥିବା ଯୁବକଙ୍କୁ ଯିଏ ଯେମିତି ପାରିଲା…

ବିଶ୍ୱରେକର୍ଡର ଅଧିକାରୀ ହେଲେ ଆୟର୍ଲାଣ୍ଡ ପକ୍ଷରୁ ଖେଳୁଥିବା ଭାରତୀୟ ବଂଶୋଦ୍ଭବ କ୍ରିକେଟର ସିମି ସିଂ

ନୂଆଦିଲ୍ଲୀ: ଆୟର୍ଲାଣ୍ଡ ପକ୍ଷରୁ ଖେଳୁଥିବା ଭାରତୀୟ ବଂଶୋଦ୍ଭବ କ୍ରିକେଟର ସନୀ ସିଂ ଆଜି ଇତିହାସ ରଚିଛନ୍ତି । ସେ ପ୍ରଥମ ଖେଳାଳି ଭାବେ ଆନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ୮ ନମ୍ବର ସ୍ଥାନରେ ବ୍ୟାଟିଂ କରି ଶତକ ହାସଲ କରିବା ସହ ବିଶ୍ୱରେକର୍ଡର ଅଧିକାରୀ ହୋଇଛନ୍ତି । ଦକ୍ଷିଣ ଆଫ୍ରିକା…

ଜର୍ମାନୀରେ ଜଳପ୍ରଳୟ: ପ୍ରଳୟଙ୍କରୀ ବନ୍ୟାରେ ଶତାଧିକ ମୃତ, ଦେଖନ୍ତୁ ଫଟୋ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଜର୍ମାନୀରେ ଜଳପ୍ରଳୟ । ଭୟଙ୍କର ବନ୍ୟା ପରିସ୍ଥିତିରେ ଜୁଝି ହେଉଛି ପଶ୍ଚିମ ୟୁରୋପ । ପ୍ରଳୟଙ୍କରୀ ବନ୍ୟା ଜର୍ମାନୀରେ ମହାବିପତ୍ତି ଆଣିଛି । ବୁଡ଼ିଛି ଘରଦ୍ୱାର, ରାସ୍ତାଘାଟ । ହଜାର ହଜାର ଘର ଭାଙ୍ଗିଛି । ଗାଡ଼ି ମୋଟର କୁଆଡ଼େ ଧୋଇ ନେଇଛି । ବର୍ତ୍ତମାନ ସୁଦ୍ଧା…

ଭାରତୀୟ ନୌସେନାକୁ ଆମେରିକା ହସ୍ତାନ୍ତର କଲା ୨ଟି ଏମଏଚ-୬୦ଆର ହେଲିକପ୍ଟର

ନୂଆଦିଲ୍ଲୀ: ଭାରତୀୟ ନୌସେନାକୁ ଆଜି ଆମେରିକା ୨ଟି ଏମଏଚ-୬୦ଆର ହେଲିକପ୍ଟର ହସ୍ତାନ୍ତର କରିଛି । ଏହା ଦ୍ୱାରା ଭାରତୀୟ ନୌସେନା ପୂର୍ବାପେକ୍ଷା ଆହୁରି ଶକ୍ତିଶାଳୀ ହୋଇଛି । ଲକହିଡ ମାର୍ଟିନ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଏହି ହେଲିକପ୍ଟରରୁ ଭାରତ ୨୪ଟି କିଣିବ ବୋଲି ଚୁକ୍ତି କରିଛି ।…

ଟେକ୍ସାସର ଜଣେ ରୋଗୀଙ୍କ ନିକଟରେ ମଙ୍କିପୋକ୍ସ ଭାଇରସ ଚିହ୍ନଟ

ୱାଶିଂଟନ: କରୋନା ମହାମାରୀ ଏ ପର୍ଯ୍ୟନ୍ତ ଥମି ନ ଥିବା ବେଳେ ଆମେରିକାରେ ଆଉ ଏକ ନୂତନ ପ୍ରକାର ଭାଇରସ ଚିହ୍ନଟ ହୋଇଛି । ଟେକ୍ସାସର ଜଣେ ରୋଗୀଙ୍କ ନିକଟରେ ମଙ୍କିପୋପ୍ସ ଭାଇରସ ଦେଖିବାକୁ ମିଳିଛି । ଏହା ଶରୀରରେ ବଡ ବଡ ଫୋଟକା ସୃଷ୍ଟି କରିବା ସହ ଗ୍ରନ୍ଥି ଫୁଲିବା ଦେଖିବାକୁ ମିଳିଛି ।…

ଭଦ୍ରକରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ମହିଳାଙ୍କ ସମେତ ୪ ଗିରଫ

ଭଦ୍ରକ: ଚେକିଂ ବେଳେ ଧରା ପଡ଼ିଲେ ବ୍ରାଉନସୁଗର ବେପାରୀ । ମହିଳାଙ୍କ ସମେତ ୪ ଜଣଙ୍କୁ ବାନ୍ଧିଛି ଭଦ୍ରକ ପୋଲିସ । ଅଟୋରେ ବ୍ରାଉନସୁଗାର ଚାଲାଣ ବେଳେ ଚରମ୍ପା ଛକରେ ଯାଞ୍ଚ ବେଳେ ଧରାପଡ଼ିଥିଲା । ଅଭିଯୁକ୍ତଙ୍କୁ ପାଖରୁ ୧କିଲୋ ୯୦ ଗ୍ରାମ୍ ବ୍ରାଉନସୁଗର ଜବତ ହୋଇଛି । ଯାହାର ଦାମ୍ କୋଟିଏ…

ଛାୟାଲିପି : ଗଳ୍ପ ପରି ଲାଗେ, ଗଳ୍ପ ନୁହେଁ ମୋଟେ

ଭାରତରେ ଚଳଚ୍ଚିତ୍ରର ପ୍ରାରମ୍ଭିକ ସ୍ଥିତିରେ ବି ଷ୍ଟୁଡିଓର କାନ୍ଥ ବାହାରେ ଚଳଚ୍ଚିତ୍ର ସମ୍ବନ୍ଧିତ ଆଉ ଏକ ବିଶ୍ୱ ଥିଲା । ଷ୍ଟୁଡିଓ ଓ ଥିଏଟର ହଲ ମଝିରେ ଥିବା ସେଇ ବିଶ୍ୱରେ ଯେଉଁମାନେ ଥିଲେ ସେମାନେ ହେଲେ ପ୍ରୋଜେକ୍ଟନିଷ୍ଟ, ପୋଷ୍ଟର ଚିତ୍ରକର, ପୋଷାକ ଯୋଗାଣକାରୀ, ପ୍ରଚାର ପୁରୁଷ,…

ବିଲ ମଝିରୁ ନିଖୋଜ ଯୁବକଙ୍କ ମୁଣ୍ଡ ଓ ଗଣ୍ଡି ଉଦ୍ଧାର, ହତ୍ୟା ଅଭିଯୋଗ

ଭଦ୍ରକ: ବିଲ ମଝିରୁ ମିଳିଲା ନିଖୋଜ ଯୁବକଙ୍କ ଗଳିତ ମୃତଦେହ । ବୁଦା ମୂଳରୁ ମୁଣ୍ଡ ନଥିବା ଶରୀର ଉଦ୍ଧାର ହୋଇଥିବା ବେଳେ ୨୦୦ ମିଟର ଦୂରରେ ପଡ଼ିଥିଲା ମୁଣ୍ଡ । ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଉଚ୍ଚପଦା ଓ କାକୁଡିଗଡ଼ିଆ ରାସ୍ତା ପାଖରେ ଥିବା ଏକ ବିଲ ଭିତରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ…

ରେଳ ଇଞ୍ଜିନରେ ଯାଇ ପ୍ରକଳ୍ପ କାମ ପରଖିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ଦେଶର ନୂଆ ରେଳମନ୍ତ୍ରୀ ଭାବରେ ଅଶ୍ୱିନୀ ବୈଷ୍ଣବ ଦାୟିତ୍ୱ ଗ୍ରହଣ କରିବା ପୁରା ଦମରେ କାମରେ ଲାଗିଛନ୍ତି । ରାତି ଅଧ ଯାଏ ବି କାମ କରୁଛନ୍ତି । ବିଭିନ୍ନ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରୁଛନ୍ତି । ଗତକାଲି ଗୁଜରାଟ ଭଦନଗର ରେଲଓ୍ୱେ ସେକ୍ସନରେ ରେଲ ପ୍ରକଳ୍ପର ସମୀକ୍ଷା କରିଛନ୍ତି…

ଟୋକିଓ ଅଲିମ୍ପିକ୍ସ ଭିଲେଜରେ ପଶିଲା କରୋନା

ଟୋକିଓ: ଆଉ ଦିନ କେଇଟା ପରେ ଆରମ୍ଭ ହେବ କ୍ରୀଡ଼ାର ମହାକୁମ୍ଭ ଟୋକିଓ ଅଲିମ୍ପିକ୍ସ । ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ପହଞ୍ଚିଲେଣି ବିଭିନ୍ନ ଦେଶର ଖେଳାଳି । ଏହାରି ଭିତରେ ଅଲିମ୍ପିକ୍ସ ଭିଲେଜରୁ ସାମନାକୁ ଆସିଛି ପ୍ରଥମ କରୋନା କେସ୍ । ଏନେଇ ଆୟୋଜନଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।…