Latest Odisha News

BREAKING NEWS

ଆରପାରିରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଭାଣିଜୀ ଚିତ୍ରା ଘୋଷ

କୋଲକାତା: ଆଉ ନାହାନ୍ତି ଶରତ ଚନ୍ଦ୍ର ବୋଷଙ୍କ ଝିଅ ତଥା ନେତାଜୀ ସୁଭାଷ ଚନ୍ଦ୍ର୍ର ବୋଷଙ୍କ ଭାଣିଜୀ ଚିତ୍ରା ଘୋଷ । ଶେଷ ସମୟରେ ଚିତ୍ରା ଘୋଷ ପଶ୍ଚିମବଙ୍ଗରେ ରହୁଥିଲାବେଳେ ଗତକାଲି ତାଙ୍କର ନିଧନ ହୋଇଥିଲା । Professor Chitra Ghosh made pioneering contributions to academics…

ପୁଅ ଭିଆନ୍‌ଙ୍କୁ ୩ କୋଟିର କାର୍‌ ଉପହାର ଦେଲେ ଅଭିନେତ୍ରୀ ଶିଳ୍ପା?

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ବ୍ୟବସାୟୀ ରାଜ କୁନ୍ଦ୍ରା ତାଙ୍କ ପୁଅ ଭିଆନ୍‌ ରାଜ କୁନ୍ଦ୍ରାଙ୍କୁ ୩ କୋଟି ଟଙ୍କାର ବିଳାସମୟ ଲମ୍ବୋର୍ଗିନି ଉପହାର ଦେଇଥିବା ଖବରକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ମାଗାଜିନରେ ପ୍ରକାଶିତ ଏକ ଆର୍ଟିକିଲର ଖବରକୁ ରାଜ କୁନ୍ଦ୍ରା ଖାରଜ…

କଙ୍ଗନାଙ୍କ ସଙ୍ଗୀନ ଅଭିଯୋଗ; ମୋତେ ନିର୍ଯାତନା ଦିଆଯାଉଛି

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କ ଭଉଣୀ ରଙ୍ଗୋଲିଙ୍କ ସହ ବାନ୍ଦ୍ରା ପୋଲିସ ଷ୍ଟେସନରେ ଏକ ବୟାନ ଦେଇଛନ୍ତି। ଗତ ବର୍ଷ ସେ ସମାଜରେ ଘୃଣାଭାବ ପ୍ରସାର କରୁଥିବା ଅଭିଯୋଗ ହୋଇଥିଲା। ଏହା ପରେ ବାନ୍ଦ୍ରାସ୍ଥିତ ପୋଲିସ କୋର୍ଟରେ ଏକ ମାମଲା ରୁଜୁ କରିବାକୁ ପୋଲିସକୁ ନିର୍ଦ୍ଦେଶ…

ପରୀ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ନାବାଳକର ହେବନି ନାର୍କୋ ଟେଷ୍ଟ

ଭୁବନେଶ୍ୱର: ପରୀ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ନାବାଳକର ନାର୍କୋ ଟେଷ୍ଟ ହେବ ନାହିଁ । ଏଥି ପାଇଁ ଗିରଫ ଅଭିଯୁକ୍ତ ଯିିଏ କି ଜଣେ ନାବାଳକ ସେ ନାର୍କୋ ଟେଷ୍ଟ ପାଇଁ ରାଜି ହୋଇ ନ ଥିବା ଜଣାପଡିଛି । ଆଜି ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର ହୋଇଥିବା ବେଳେ ସେଠାରେ ସେ ନାର୍କୋ ଟେଷ୍ଟ…

କରୋନା ଟିକା ଜନିତ ମିଥ୍ୟା ସୂଚନାକୁ ବିଶ୍ବାସ କରନ୍ତୁନି: ଡିଏମଇଟି ନିର୍ଦ୍ଦେଶକ

ଭୁବନେଶ୍ୱର: କରୋନା ଟୀକାକରଣ ପାଇଁ କୌଣସି Duplicate Aapରେ ବିଶ୍ୱାସ କରନ୍ତୁ ନାହିଁ।। ଟୀକାକୁ ମାଗଣାରେ ଦେବାକୁ ସରକାର ଘୋଷଣା କରିଛନ୍ତି ବୋଲି ଶୁକ୍ରବାର ଦିନ କହିଛନ୍ତି ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି। କରୋନା ଟିକା ଜନିତ ମିଥ୍ୟା ସୂଚନାରୁ ଦୂରେଇ ରୁହନ୍ତୁ ନଚେତ୍…

ଦିଲୀପ ଛାବ୍ରିଆଙ୍କ ବିରୋଧରେ ଠକେଇ ଅଭିଯୋଗ ଆଣିଲେ ହାସ୍ୟ ଅଭିନେତା କପିଲ୍‌

ନୂଆଦିଲ୍ଲୀ: ଠକେଇ ଏବଂ ଟଙ୍କା ଅପବ୍ୟବହାର ଅଭିଯୋଗରେ କାର ଡିଜାଇନର୍ ଦିଲୀପ ଛାବ୍ରିଆଙ୍କୁ ପୋଲିସ ଗିରଫ କରିଛି। ବର୍ତ୍ତମାନ ପ୍ରସିଦ୍ଧ ହାସ୍ୟ ଅଭିନେତା ତଥା ଅଭିନେତା କପିଲ ଶର୍ମା ତାଙ୍କୁ ଭ୍ୟାନିଟି ଭ୍ୟାନ୍‌ ତିଆରି ନାମରେ ୫.୭ କୋଟି ଟଙ୍କା ଠକିଥିବା ଅଭିଯୋଗ କରିଛନ୍ତି। ଯାହା ପରେ…

ବଲିଉଡରେ ପାଦ ଥାପିବେ ଗୁଲଶନ୍ କୁମାରଙ୍କ ଲାଡ୍‌ଲି

ମୁମ୍ବାଇ: ବଲିଉଡରେ ଡେବ୍ୟୁ କରିବେ ଭଜନ ସମ୍ରାଟ୍ ଗୁଲଶନ କୁମାରଙ୍କ ଝିଅ ଖୁସାଲୀ କୁମାର । ନିଜ ଭଉଣୀକୁ ବଲିଉଡରେ ଲଂଚ କରିବାକୁ ଟି-ସିରିଜ୍ ବ୍ୟାନର ତଳେ ଫିଲ୍ମ ନିର୍ମାଣ କରିବେ ଭୂଷଣ କୁମାର । ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଥଲାବେଳେ ସୁଟିଂ ବି ଆରମ୍ଭ ହୋଇସାରିଛି ।…

ବିଶ୍ୱବାସୀଙ୍କ ପାଇଁ ଆଉ ଏକ ଖୁସି ଖବର; କରୋନା ନୂଆ ଷ୍ଟ୍ରେନ୍ ବିରୋଧରେ ଫାଇଜର ଟିକା ମଧ୍ୟ ପ୍ରଭାବଶାଳୀ

ନ୍ୟୁୟର୍କ: ବ୍ରିଟେନ ଏବଂ ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା ନୂଆ କରୋନା ଷ୍ଟ୍ରେନ୍‌କୁ ନେଇ ଏକ ଆଶ୍ବସ୍ତିକର ଖବର ପ୍ରକାଶ ପାଇଛି। ଆମେରିକାର ଔଷଧ ନିର୍ମାତାଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଫାଇଜର ଇନକର୍ ଏବଂ ବାୟୋନୋଟେକ୍ ଟିକା ଏହା ବିରୁଦ୍ଧରେ ପ୍ରଭାବଶାଳୀ ବୋଲି…

ନିର୍ମାଣ ହେବ ମିଷ୍ଟର ଇଣ୍ଡିଆ ରିମେକ୍‌, ଶ୍ରୀଦେବୀଙ୍କ ଭୂମିକାରେ କିଏ ?

ମୁମ୍ବାଇ: ତିନୋଟି ଭାଗରେ ନିର୍ମିତ ହେବ ଫିଲ୍ମ ମିଷ୍ଟର ଇଣ୍ଡିଆର ରିମେକ ଭର୍ସନ୍ । କିଛି ଏପରି ଘୋଷଣା କରି ଚର୍ଚ୍ଚାକୁ ଆସିଥିଲେ ନିର୍ଦ୍ଦେଶକ ଅବାସ୍ ଜାଫର । ସେବେଠୁ ଏହି ଫିଲ୍ମରେ କିଏ ଓ କେଉଁ ଭୂମିକାରେ ଅଭିନୟ କରିବେ, ସେ ନେଇ କଳ୍ପନାଜଳ୍ପନା ଜାରି ରହିଛି । ରିମେକ ଭର୍ସନରେ ଅନୀଲ…

କରୋନା ନ୍ୟୁ ଷ୍ଟ୍ରେନ୍‌; ଦେଶରେ ଏପର୍ଯ୍ୟନ୍ତ ମୋଟ ୮୨ ଜଣ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କରୋନା ଭାଇରସର ନୂତନ ଷ୍ଟ୍ରେନ୍‌ରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସରକାରୀ ତଥ୍ୟ ଦର୍ଶାଇ କହିଛି ଯେ ବ୍ରିଟେନରୁ ଏପର୍ଯ୍ୟନ୍ତ ମୋଟ ୮୨ ଜଣ ଲୋକ କରୋନା ନ୍ୟୁ ଷ୍ଟ୍ରେନ୍‌ର ସମ୍ମୁଖୀନ ହୋଇଛନ୍ତି। ଦେଶରେ ଟିକା ଉପରେ ମଧ୍ୟ ଦ୍ରୁତ…