Latest Odisha News

BREAKING NEWS

ଶୋଇଥିବା ବେଳେ ନିଆଁ ଲଗାଇ ହତ୍ୟା ଉଦ୍ୟମ

ଅନୁଗୁଳ : ଅନଗୁଳ ସହର ଆଖଣ୍ଡଳମଣି ମନ୍ଦିର ନିକଟରେ ଘଟିଛି ଅଭାବନୀୟ କାଣ୍ଡ । ମନ୍ଦିର ନିକଟସ୍ଥ ଏକ ସିମେଣ୍ଟ ଚଟାଣରେ ମହମ୍ମଦ ମହବୁଲ ନାମକ ଜଣେ ଯୁବକ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଜଣା ପଡିଛି । ଫଳରେ ନିଆଁରେ ପୋଡି ହୋଇ ମହମ୍ମଦ ମହବୁଲ…

ଦାନ୍ତ ପାଇଁ ଗଲା ମହିଳାଙ୍କ ଜୀବନ

ଚେନ୍ନାଇ: ନିଜ ଦାନ୍ତକୁ ଗିଳି ମୃତ୍ୟୁମୁଖରେ ପଡ଼ିଲେ ମହିଳା। ପାଣି ପିଇବା ସମୟରେ ଭୁଲରେ ନିଜର କୃତ୍ରିମ ଦାନ୍ତକୁ ଗିଳି ଦେବା ପରେ ଗତ ସପ୍ତାହରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ଘଟଣା ସାମ୍‌ନାକୁ ଆସିଛି। ଚେନ୍ନାଇରୁ ଏଭଳି ଏକ ବିଚଳିତ କଲା ଭଳି ଘଟଣା ସାମ୍‌ନାକୁ ଆସିଛି। ରିପୋର୍ଟ…

ଘର ଭିତରୁ ଦମ୍ପତିଙ୍କ ମୃତ ଦେହ ଉଦ୍ଧାର

ଯାଜପୁର: ଘର ଭିତରୁ ଦମ୍ପତିଙ୍କ ମୃତ ଦେହ ଉଦ୍ଧାର । ପାରିବାରିକ କଳହ ଓ ଆର୍ଥିକ ଅଭାବରୁ ଆତ୍ମହତ୍ୟା ଅଭିଯୋଗ । ଯାଜପୁର ବିଂଝାରପୁର ଉତ୍ତରକୁଳ ପଂଚାୟତ ସୁନ୍ଦରପୁର ଗାଁ ରେ ଘଟିଛି ଘଟଣା । ବିଂଝାରପୁର ଥାନା ଉତ୍ତରକୂଳ ପଞ୍ଚାୟତ ସୁନ୍ଦରପୁର ଗ୍ରାମର ଦୀପକ କୁମାର ନାଥ ଯାଜପୁର ଟାଉନ ଥାନା…

ଖୋର୍ଦ୍ଧା ଜିଲ୍ଲା କମିଟି ପକ୍ଷରୁ ବନ୍ଦ ଡାକରା

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା କମିଟି ପକ୍ଷରୁ ଓଡ଼ିଶା ବନ୍ଦ ଡାକରା । ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶ ଛୁଆଁ ମୂଲ୍ୟ ବୃଦ୍ଧିର  ପ୍ରତ୍ୟାହାର ଦାବିରେ ଓଡ଼ିଶା ବନ୍ଦ ଡାକରା । ଖୋର୍ଦ୍ଧା ଜିଲ୍ଲା କମିଟି ପକ୍ଷରୁ ପାର୍ଟି ରାଜ୍ୟ…

ବଢୁଛି ଜିକା ଭାଇରସ୍‌ ଭୟ; ଆଉ ୫ ମାମଲା ଚିହ୍ନଟ

ଥିରୁଅନନ୍ତପୁରମ୍‌: କରୋନାର ଭିନ୍ନ ଭିନ୍ନ ରୂପ ଏବେ ସମଗ୍ର ବିଶ୍ବବାସୀଙ୍କ ପାଇଁ ଚିନ୍ତାର ବିଷୟ ହୋଇଥିବା ବେଳେ କେରଳରେ ଦେଖାଦେଇଥିବା ଜିକା ଭାଇରସ୍‌ ଲୋକଙ୍କ ମନରେ ଭୟ ସଂଚାର କରିଛି। ଗୁରୁବାର ଦିନ କେରଳରୁ ଆଉ ୫ଟି ଜିକା ଭୂତାଣୁ ମାମଲା ରିପୋର୍ଟ ହୋଇଛି। ଏହାକୁ ମିଶାଇ ରାଜ୍ୟରେ…

ରାଉରକେଲାରେ ଓଡ଼ଶା ବନ୍ଦର ମିଶ୍ରିତ ପ୍ରଭାବ

ରାଉରକେଲା : ରାଉରକେଲାରେ ଓଡ଼ଶା ବନ୍ଦର ମିଶ୍ରିତ ପ୍ରଭାବ । ଚାରୋଟି ବାମପନ୍ଥୀ ଦଳ ପକ୍ଷରୁ ପେଟ୍ରୋଲ ଓ ଡିଜେଲ ଆଦି ଦର ବୃଦ୍ଧି ପ୍ରତିବାଦରେ ଓଡ଼ିଶା ବନ୍ଦ । ରାଉରକେଲା ସହରର ବିଭିନ୍ନ ସ୍ଥାନରେ ସିପିଆଇ, ସିପିଏମ୍‌, ସିପିଆଇଏମଏଲ୍‌ ସମେତ ବିଭିନ୍ନ ବାମପନ୍ଥୀ ଶ୍ରମିକ ସଙ୍ଗଠନର ନେତା ଓ…

ସୋସିଆଲ ସାଇଟରେ ଝଡ ସୃଷ୍ଟି କଲା ପେସ୍‌-କିମଙ୍କ ଅନ୍ତରଙ୍ଗ ଫଟୋ

ପାଣାଜୀ: ଭେଟେରାନ ଟେନିସ ଷ୍ଟାର ଲିଆଣ୍ଡର ପେସ ଏବଂ ବଲିଉଡ ଅଭିନେତ୍ରୀ କିମ ଶର୍ମାଙ୍କ ଅନ୍ତରଙ୍ଗ ମୂହର୍ତର ଫଟୋ ସୋସିଆଲ ସାଇଟରେ ଝଡ ସୃଷ୍ଟି କରିଛି । ଉଭୟ ଏବେ ଗୋଆରେ ଛୁଟି କାଟୁଛନ୍ତି । ୨୦୦୩ରେ କିମ୍ ଓ ଯୁବରାଜଙ୍କ ପ୍ରେମ ସମ୍ପର୍କ ଚର୍ଚ୍ଚାରେ ରହିଥିଲା । ଏହା ପରେ ହର୍ଷବର୍ଦ୍ଧନ…

ଡେଲ୍‌ଟା ପ୍ଲସ୍‌ ନୁହେଁ ବରଂ ଡେଲ୍‌ଟା ପ୍ରଜାତି ହିଁ ଦେଶରେ ଏକମାତ୍ର ଚିନ୍ତାର କାରଣ; ରିପୋର୍ଟ

ନୂଆଦିଲ୍ଲୀ:ସମଗ୍ର ବିଶ୍ବରେ କରୋନା ସଂକ୍ରମଣ ସ୍ଥିତି ଉଦ୍‌ବେଗଜନକ ହୋଇପଡ଼ିଛି। ଡେଲ୍‌ଟା ପ୍ରଜାତି ଶକ୍ତିଶାଳୀ ହୋଇଚାଲିଥିବା ବେଳେ ଏହାପରେ ଡେଲଟା ପ୍ଲସ୍‌ ପ୍ରଜାତିକୁ ନେଇ ଚିନ୍ତା ବଢିଯାଇଛି। ତେବେ କରୋନାର ଡେଲ୍‌ଟା ପ୍ରଜାତିକୁ ନେଇ ଏବେ ଏକ ଆଶ୍ବସ୍ତକର ଖବର ଆସିଛି। ଡେଲଟା…

ଦିନ ସାଢ଼େ ୨ଟାରେ ମୁଖ୍ୟ ସଚିବଙ୍କ ପ୍ରେସ ବିବୃତ୍ତି, ଗୁରୁତ୍ୱପୂର୍ଣ୍ଣ ଘୋଷଣାକୁ ଅପେକ୍ଷା

ଭୁବନେଶ୍ୱର: ରାଜ୍ୟରେ ଆସନ୍ତାକାଲି ସକାଳେ ସରୁଛି ଆଂଶିକ ଲକଡାଉନ୍ । ତାପରେ କଣ ରହିବ ମୁକାବିଲା ରଣନୀତି । ଆଜି ଦିନ ସାଢ଼େ ୨ଟାରେ ପରବର୍ତ୍ତୀ କାର୍ୟ୍ୟପନ୍ଥା ବାବଦରେ ସୂଚନା ଦେବେ ମୁଖ୍ୟ ସଚିବ ସୁରେଶ ମହାପାତ୍ର । ପ୍ରେସ ବିବୃତ୍ତି ଜାରି କରିବେ । ଜୁଲାଇ ୩୦ ତାରିଖ ଯାଏ କଣ ରହିବ କୋଭିଡ୍…

ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର ଟାଉନ୍: ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଦମ୍ପତିଙ୍କ ମୃତଦେହ ଉଦ୍ଧାର । ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଉତ୍ତରକୁଳ ପଞ୍ଚାୟତ ସୁନ୍ଦରପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକମାନେ ହେଲେ ଦୀପକ କୁମାର ନାଥ ଓ ଅନୀତା ନାଥ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।…