Latest Odisha News

BREAKING NEWS

ରାଜ୍ୟର ୨୩ ଜିଲ୍ଲାରୁ ୨୩୦ କରୋନା ପଜିଟିଭ୍, ୧୧ ଜିଲ୍ଲାରେ ଦୁଇ ଅଙ୍କରୁ କମ୍ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା କମିଛି । ଅଧିକାଂଶ ଜିଲ୍ଲାରୁ ଦୈନିକ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ରୁ ବି କମ୍ ରହୁଛି । ଗତ ୨୪ ଘଣ୍ଟାରେ ୨୩ଜିଲ୍ଲାରୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୧ ଜିଲ୍ଲାରୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦ରୁ କମ୍ । ଦିନକରେ ବାହାରିଛନ୍ତି ୨୩୦ ପଜିଟିଭ୍ ।…

ଦେଶରେ କୋଟିଏ ଟପିଲା କରୋନା ସୁସ୍ଥ ସଂଖ୍ୟା, ଅଢ଼େଇ ଲକ୍ଷରୁ କମ୍ ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ ଟିକାକରଣ ପୂର୍ବରୁ କରୋନା ଲଢ଼େଇରେ ଆସିଲା ଆଉ ଗୋଟିଏ ଖୁସି ଖବର । ଦେଶରେ କରୋନାରୁ ସୁସ୍ଥ ହେଲେଣି କୋଟିଏ ଆକ୍ରାନ୍ତ । ସୁସ୍ଥ ସଂଖ୍ୟା ଆଜି କୋଟିଏ ପାର କରିଛି । ବର୍ତ୍ତମାନ ସୁଦ୍ଧା ଦେଶରୁ ଆରୋଗ୍ୟ ଲାଭ କଲେଣି ୧କୋଟି ୧୬ହଜାର ୮୫୯ ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ସୁସ୍ଥ…

ପୁରୀରୁ ୨୦ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୨ ବେପାରୀ ଗିରଫ

ପୁରୀ: ଜଳେଶ୍ୱରରୁ ବ୍ରାଉନସୁଗର ନେଇ ପୁରୀ ଆସିଥିବା ବେଳେ ଧରିଲା ଅବକାରୀ ବିଭାଗ । ପୁରୀରୁ ଦୁଇ ଜଣ ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ଫାକରୁ ଜବତ ହୋଇଛି ୨୦୦ ଗ୍ରାମ ବ୍ରାଉନସୁଗର । ଜବତ ବ୍ରାୁନସୁଗରର ମୂଲ୍ୟ ୨୦ଲକ୍ଷ ଟଙ୍କା ହେବ । ବକାରୀ ବିଭାଗ ଓ ମୋବାଇଲ ପାର୍ଟି ଚଢ଼ାଉ କରି ଜବତ…

ଆମେରିକା ହିଂସାକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଆମେରିକାରେ ହିଂସାକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏଭଳି ହିଂସା ଓ ଦଙ୍ଗା ଖବର ଅତ୍ୟନ୍ତ ବ୍ୟଥିତ କରିଛି । ବେଆଇନ୍ ବିକ୍ଷୋଭକୁ ଗଣତନ୍ତ୍ରରେ ଅନୁମତି ନାହିଁ । ଗଣତାନ୍ତ୍ରିକ ପ୍ରକ୍ରିୟାରେ ବିରୋଧ ପ୍ରଦର୍ଶନ ପ୍ରଭାବ…

କଟକରୁ ନକଲି ଚା’ ପତି ଫ୍ୟାକ୍ଟ୍ରି ଠାବ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

କଟକ: କଟକ ସଦର ଥାନା ଅନ୍ତର୍ଗତ ମୁକାମେଶ୍ୱର ଗାଁରେ ନକଲି ଚା’ ପତି ଫ୍ୟାକ୍ଟ୍ରି ଠାବ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତର ନାମ ସୁରେଶ ଚନ୍ଦ୍ର ବିଶ୍ବାଳ ବୋଲି ଜଣାପଡିଛି। ଖାଦ୍ୟ ଅପମିଶ୍ରଣ ଓ ନକଲି କରିବା ଅଭିଯୋଗରେ ସୁରେଶକୁ ପୋଲିସ ଗିରଫ  କରିଛି। ଗିରଫ ପରେ…

ଆମେରିକା ସଂସଦ ପରିସରରେ ଟ୍ରମ୍ପ ସମର୍ଥକଙ୍କ ହଙ୍ଗାମା, ହିଂସାକାଣ୍ଡରେ ଜଣେ ମୃତ

ଓ୍ୱାଶିଂଟନ: ଆମେରିକାରେ ହିଂସାକାଣ୍ଡ । ତାତିଲେ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ । ଆମେରିକା ସଂସଦ ଭବନରେ ପ୍ରବେଶ କରିଛନ୍ତି । ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ନେଇ ଆଲୋଚନା ଚାଲିଥିବା ବେଳେ ଟ୍ରମ୍ପଙ୍କ ସମର୍ଥକମାନେ ପ୍ରବେଶ କରିଥିଲେ । ସୁରକ୍ଷାକର୍ମୀ ସେମାନଙ୍କୁ ବାହାରକୁ ଆଣିଥିଲେ ।…

ନକଲି ଭାବି ଅସଲି ପୋଲିସଙ୍କୁ ମାଡ଼; ୭ ଅଧିକାରୀ ଗୁରୁତର

କନ୍ଧମାଳ: ନକଲି ଭାବି ଅସଲି ପୋଲିସ ଉପରକୁ ମରଣାନ୍ତକ ଆକ୍ରମଣ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଫୁଲବାଣୀ ସଦର ଥାନା ଅନ୍ତର୍ଗତ କାକେନ୍ଦ୍ରୀ ଗାଁରେ। ସୂଚନାନୁସାରେ, ଫୁଲବାଣୀ ସଦର ଥାନା ଅନ୍ତର୍ଗତ କାକେନ୍ଦ୍ରୀ ଗାଁରେ ଗଞ୍ଜେଇ କାରବାର ଚାଲୁଥିବା ନେଇ ପୋଲିସକୁ ଖବର ମିଳିଥିଲା ।…

ମାହାଙ୍ଗା ଡବଲ ମର୍ଡର ଘଟଣା; ଗିରଫ ହେଲେ ଆଉ ଜଣେ ଅଭିଯୁକ୍ତ

ମାହାଙ୍ଗା: ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏହାକୁ ମିଶାଇ ମୋଟ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ସୂଚନାଅନୁସାରେ, ଏହି ଅଭିଯୁକ୍ତଙ୍କୁ କଟକରୁ ଗିରଫ କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଏକ ସ୍ପେସାଲ ପୋଲିସ…

ଗୋଟିଏ ଦିନ ପାଇଁ ବାତିଲ ହେଲା ଭୁବନେଶ୍ବର-ବଲାଙ୍ଗୀର ଇଣ୍ଟରସିଟି

ସମ୍ବଲପୁର : ଗୋଟିଏ ଦିନ ପାଇଁ ବାତିଲ ହୋଇଛି ଭୁବନେଶ୍ବର-ବଲାଙ୍ଗୀର ଇଣ୍ଟରସିଟି । ସମ୍ବଲପୁର ରେଳମଣ୍ଡଳ ଅନ୍ତର୍ଗତ ସମ୍ବଲପୁର-ତାଳଚେର ସେକ୍‌ସନର ଅନୁଗୁଳ-କେରଜଙ୍ଗ ଷ୍ଟେସନ୍‌ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ରେଳବାଇର ମୁଖ୍ୟ ନିରାପତ୍ତା କମିସନର୍‌ ଉକ୍ତ ନୂଆ ଲାଇନ୍‌…

ଟୀକା ନେବାକୁ ଅମଙ୍ଗ ୬୯% ଭାରତୀୟ : ସର୍ଭେ

ନୂଆଦିଲ୍ଲୀ: ଦୀର୍ଘ ଦିନର ଅପେକ୍ଷା ପରେ ଭାରତରେ ଆରମ୍ଭ ହେବାକୁ ଯାଉଛି କରୋନା ପାଇଁ ଟିକାକରଣ । କରୋନା ଯୋଗୁଁ ଲୋକ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଲୋକେ ଚାତକ ଭଳି ଏହାର ଟୀକାକୁ ଚାହିଁ ବସିଥିଲେ। ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଏବଂ ସେରମ୍‌ ଇନଷ୍ଟିଚ୍ୟୁଟ୍‌ର କୋଭିସିଲ୍ଡଟିକା ଓ…